ଏଥର ନିଜ କେଶ ନିଜେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଅର୍ଚ୍ଚନା ନାଗ ,ପରୀକ୍ଷା ଦେବେ ଓ ଓକିଲ ବନିବେ

Archana Nag

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ଲାକମେଲର ଅର୍ଚ୍ଚନା ଆଉ କଳା ଟଙ୍କାରେ ଗଣ ସାମ୍ରାଜ୍ୟ କରାଜାଉଥିବାର କୁହାଯାଉଥିଲା । ଆଉ ତାଙ୍କ ନାମରେ ସଂଙ୍ଗନ ଦଫା ମଧ୍ୟ ଲାଗିଛି । ଆଉ ସେ ଜେଲ ରେ ବି ଏବେ ରହିଛନ୍ତି । ହେଲେ ଏବେ ଗୋଟିଏ ନୂଆ ଘଟଣା ସାମ୍ନାକୁ ଆସିଛି । ଯେ ସେ ତାଙ୍କ କେଶ ନିଜେ ଲଢିବାକୁ ଯାଉଛନ୍ତି । ଅର୍ଚ୍ଚନା ଏହି ସମୟ ରେ ସେ ନିଜର କେଶ ନିଜେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ନିଜକୁ ନିର୍ଦୋଶ ବୋଲି ପ୍ରମାଣ କରିବେ ଏବଂ ବଡ ବଡିଆ ଙ୍କ ମୂଖ୍ୟ ଖୋଲି ଦେବେ ବୋଲି ସେ କହିଛନ୍ତି ।

ହଁ ବନ୍ଧୁଗଣ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ଜେଲ ରେ ରହି ପରିକ୍ଷା ଦେଉଛନ୍ତି । ଆଉ ଓକିଲାତି ସରିବା ପରେ ସେ ନିଜର କେଶ ନିଜେ ଲଢିବ ବୋଲ କୁହାଯାଉଛି । ଜାହାକି ଏହି ନେଇ ସେ କୋର୍ଟ ରେ ଆବେଦନ ମଧ୍ୟ କରିଥିଲେ ସେ ପରିକ୍ଷା ଦେବେ । ଜେଲ ରେ ବନ୍ଦୀ ଥିବା ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ ଲୋ ପାଠ ପଢୁଛନ୍ତି । ହଁ ବନ୍ଧୁଗଣ ଆଗକୁ ତାଙ୍କର ସପ୍ତମ ସେମିଷ୍ଟାର ରହିଛି । ଜାହାକି ପରିକ୍ଷା ଅନୁଷ୍ଟିତ ହେବାକୁ ଯାଉଛି ଏବଂ ପରିକ୍ଷା ପୂର୍ବରୁ କୋର୍ଟ ରୁ ଅନୁମତି ମିଳିଛି ।

Jagbandhu Archana

ତେବେ ଏହି ନେଇ ଗତ କାଲି ଅର୍ଚ୍ଚନା ର ଓକିଲୋ ଆବେଦନ କରିଥିଲେ । ତେବେ ଜେଲ ମାନୁୱାଲ ଅନୁସାରେ ଫର୍ମ ଫିଲପ ପରେ ପରିକ୍ଷା ଦେବା ପାଇଁ ତାଙ୍କୁ ଅନୁମତି ମିଳିପାରେ ବୋଲି କୁହାଯାଇଛି । ତେବେ ଅର୍ଚ୍ଚନା ନାଗ ମାମଲା ରେ ପ୍ରଥମ ପର୍ଯ୍ୟାୟ ର ଚାରସିଟ ଦାଖଲ କରିଛି ପ୍ରବର୍ତ୍ତ ନିର୍ଦ୍ଦେଶାଳୟ 2241 ପୃଷ୍ଟା ଯୋଡିତ ଏହି ଚାରସିଟ ରେ ଅଭିଯୁକ୍ତ ଭାବେ ଚାରି ଜଣଙ୍କ ନାମ ରହିଛି ।

ସେମାନେ ହେଲେ ଅର୍ଚ୍ଚନା ନାଗ , ପତି ଜଗବନ୍ଧୁ ଚାନ୍ଦ , ଆଉ ସହଯୋଗୀ ଖଗେଶ୍ୱର ପାତ୍ର , ଏବଂ ଶ୍ରଦ୍ଧାଞଳୀ ବେହେରା , ସେହି ପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସତ୍ୟ ନଗର ରେ ଥିବା ବିଳାଶ ମୟ ଘରକୁ ମଧ୍ୟ ଇଡି ଆର୍ଟାଚ କରିଛି । ତେବେ ଏହି ଘରର ମୂଲ୍ୟ 3 କୋଟି 40 ଲକ୍ଷ ରୁ ଉର୍ଦ୍ଧ ବୋଲି ଜଣା ପଡିଛି ।

ତେବେ କିଛି ଦିନ ତଳେ ଇଡି ଉକ୍ତ କୋଠା କୁ ମାପ ଚୁପ ରଖିଥିଲା । ମୋଟ 15 ଜଣ ସାକ୍ଷୀ ଙ୍କ ବୟାନ ଆଧାରରେ ଏହି ଚାରସିଟ ପ୍ରସ୍ତୁତ ହୋଇଛି । ବିଭିନ୍ନ ଦଫା ରେ ଏବେ ଛନ୍ଦୀ ହୋଇଛନ୍ତି ଅର୍ଚ୍ଚନା । ଜେଲ ରେ ବନ୍ଦୀ ଥିବା ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ ଲୋ ପାଠ ପଢୁଛନ୍ତି ଏବଂ ପାଠ ପଢିବା ପରେ ନିଜ କେଶ ନିଜେ ଲଢିବେ ବୋଲି ଜଣା ପଡଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *