ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସଂମ୍ପର୍କ କେବଳ ସେ-କ୍ସ ପାଇଁ ଡ୍ରେସ୍ ନାଁ ପେଣ୍ଟ ହୋଇଛି ତୁ ଆଉ ଗୋଟିଏ ସ୍ୱାମୀ ଖୋଜିବୁ ପୁଣି । ବିବାହିତା ପୁରୁଷ ପ୍ରତି ଅବିବାହିତା ଝିଅ ଆଟ୍ରାକ୍ଟ ହୁଏନି । ବିବାହିତା ସ୍ତ୍ରୀ ଲୋକ ହିଁ ଅବିବାହିତା ପୁଅ ଙ୍କୁ ଦେଖାନ୍ତି । ଘରଟାକୁ ଯେଉଁ ନାରୀ କହିବ ମୁଁ ହୋଟେଲ କି ବାର ବନେଇବି ସେହି ପରି ନାରୀକୁ କେବେବି ପାରି ହେବନି । ଯେଉଁ ନାରୀ ମାନଙ୍କ ତିନି ଚାରିଟି ପିଲା ହେଲା ପରେ ସେମାନଙ୍କୁ ପର ପୁରୁଷ ଭଲ ଲାଗେ ସେହି ପରି ପରି ନାରୀଙ୍କୁ କୁହାଯାଏ ଗଲେଇ ।
ଜଣେ ପୁରୁଷ ବାହା ହୋଇ ସାରିବା ପରେ ସେ ସଂ-ମ୍ପ-ର୍କ ଗୋଟେ ପୁରୁଷ ର ଆଉ ତା ଉପରେ କାହାର ଅଧିକାର ନଥାଏ । ଯେଉଁ ନାରୀ ମାନଙ୍କ ତିନି ଚାରିଟି ପିଲା ହେଲା ପରେ ସେମାନଙ୍କୁ ପର ପୁରୁଷ ଭଲ ଲାଗେ ସେହି ପରି ପରି ନାରୀଙ୍କୁ କୁହାଯାଏ ଗଲେଇ କାରଣ ସେମାନଙ୍କ ବାପା ମାଆ ଶିକ୍ଷା ସେମିତି ଦେଇଥାନ୍ତି । ଆଉ ସେମାନଙ୍କ ଲାଳନ ପାଳନ ସେମିତି ହୋଇଥାଏ ।
ଏଠାରେ କହିବୁ କି ତୁମ ସ୍ୱାମୀ ତମ ପ୍ରତି କିଛି ଅନ୍ୟାୟ କରୁଛି କି ? ଯଦି କିଛି ସ୍ୱାମୀ ଅବହେଳା କରୁଛି ତେବେ ଆପଣ ହାଇକୋର୍ଟ ର ଦ୍ୱାରସ୍ଥ ହୋଇ ପାରିବେ । ଏହାର ମାନେ ଏହା ନୁହେଁ କି ତୁମେ ଜଣଙ୍କୁ ଛାଡି ଦେଇ ଆଉ ଜଣଙ୍କ ପାଖକୁ ପଳେଇଯିବ । ଗଲା ପରେ କଣ ହେବ ନାଁ ତମକୁ ଆଉ ଯେଉଁ ଟୋକା ରଖିବ ସେ ତୁମକୁ ସେକେଣ୍ଡ ହେଣ୍ଡ ଭାବି ରଖିବ ।
ସେ ତାର ଗଲୁ ଚଡେଇ ଦେବା ପରେ ତତେ କହିବ ତୁ କୋଉ ଭଲ କି ତୁ ପରା ତିନିଟା ଛୁଆ ନିଜର ସ୍ୱାମୀକୁ ଛାଡି ଆସିଛୁ ଆଉ ସେ ପୁଣି ଛାଡି ପଳେଇଯିବ । ତା ପରେ ତୁ କଣ କରିବୁ । ଆଜିର ସମୟ ରେ ସଂମ୍ପର୍କ କେବଳ ସେ-କ୍ସ ପାଇଁ ଡ୍ରେସ୍ ନାଁ ପେଣ୍ଟ ହୋଇଛି ତୁ ଆଉ ଗୋଟିଏ ସ୍ୱାମୀ ଖୋଜିବୁ ପୁଣି । ଏହା ସହିତ ଅବିବାହିତ ପୁରୁଷ ଙ୍କୁ ବିବାହ କରିବା ଫଳରେ ସେମାନେ ସେମାନଙ୍କର ସୁଖ ପରେ ମହିଳା ଙ୍କୁ ତୋଡ଼ି ଦେଇଥାନ୍ତି ଅସତୀ ବୋଲି କହିକି ।
ଆଉ ଯାହା ଫଳରେ ଶେଷରେ ମହିଳା ଜଣଙ୍କ ଆ-ତ୍ମ-ହ-ତ୍ୟା ଭଳି କିଛି ପଦକ୍ଷେପ ନେଇଥାନ୍ତି ବୋଲି କୁହାଯାଉଛି । ସେଥିପାଇଁ କୁହାଯାଉଛି କି ଏହି ଭଳି କାମ ନ କରି ନିଜର ସ୍ୱାମୀ ସହିତ ରହି ସୁଖରେ ଆଉ ଦୁଃଖରେ ସାଙ୍ଗ ହୋଇ ରହିବା ପାଇଁ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।