ମହିଳା କହିଲେ ନୂଆ କଥା, ମୋ ସ୍ୱାମୀଙ୍କୁ ଫସାଇଛି ଅର୍ଚ୍ଚନା । ଆମର ଅଛି ବହୁ ସମ୍ପତ୍ତି

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ସ୍ୱାମୀକୁ ଫସାଇଛି ସୁନ୍ଦରୀ ଅର୍ଚ୍ଚନା । ଆଉ ମୋ ସ୍ୱାମୀ ସହ ସାଙ୍ଗ ହୋଇ ମୋ ସ୍ୱାମୀକୁ ଫସାଇଛି ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ । ମୋ ସ୍ୱାମୀଙ୍କ ର କୌଣସି ଭୁଲ୍ ନାହିଁ । ଆମର ବହୁ ପୈତୃକ ସମ୍ପତ୍ତି ରହିଛି । ଆମର ଅଚଳା ଅଚଳ ସମ୍ପତ୍ତି । ସୁନ୍ଦରୀ ଅର୍ଚ୍ଚନା ଓ ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ ମିଶି ମୋ ସ୍ୱାମୀକୁ ଫସାଇଛନ୍ତି । ଆଉ ମୋ ସ୍ୱାମୀ ଏମିତି ଫସିଗଲେ ଯେ ନାଗ ଫାସରୁ ଆଉ ମୁକୁଳି ପାରିଲେ ନାହିଁ । ଆଉ ଶେଷରେ ସେ ପୁରା ଫସିଗଲେ ।

୬ ଜାନୁୟାରୀ ଯେତେବେଳେ ଖଗେଶ୍ୱରଙ୍କ ପତ୍ନୀ ଇଡି କାର୍ଯ୍ୟାଳୟ ରେ ହାଜର ହୋଇଥିଲେ । ଠିକ୍ ସେତିକିବେଳେ ଗଣମାଧ୍ୟମ ସାମ୍ନାରେ ଏମିତି କିଛି କଥା କହିଥିଲେ । ଇଡି ଅଫିସ କୁ ଯେତେବେଳେ ଖଗେଶ୍ୱରଙ୍କ ପତ୍ନୀ ଆସିଥିଲେ ଠିକ୍ ସେହି ସମୟରେ କାଗଜପତ୍ର ନେଇ ଆସିଥିଲେ । ତିନି ଘଣ୍ଟା ଧରି ଇଡି ଜେରାର ସାମ୍ନା ହୋଇଥିଲେ ଖଗେଶ୍ୱରଙ୍କ ପତ୍ନୀ ।

khaga p

ଆଉ ତାପରେ ଇଡି କାର୍ଯ୍ୟାଳୟ ରୁ ବାହାରକୁ ବାହାରିଥିଲେ ସେତେବେଳେ କହିଥିଲେ ମୋ ସ୍ୱାମୀ ର କୌଣସି ଭୁଲ୍ ନାହିଁ । ଆମର ଅଚଳା ଅଚଳ ସମ୍ପତ୍ତି । ଆମର ଅନେକ ସମ୍ପତ୍ତି ଅଛି । ଆମେ କିଛି ଭୁଲ୍ କାମ କରି ଟଙ୍କା ରୋଜଗାର କରିନୁ । ମୋ ସ୍ୱାମୀ ଖୁବ୍ ଭଲ ଲୋକ । ତାଙ୍କୁ ସୁନ୍ଦରୀ ଅର୍ଚ୍ଚନା ଫସାଇଛି । ତାଙ୍କୁ ସୁନ୍ଦରୀ ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ ଚାନ୍ଦ ହିଁ ଫସାଇଛି । ଦେଖିବ ସମୟ ଆସିବ ସବୁ ସତ ପଦାକୁ ଆସିବ । ମୋ ସ୍ୱାମୀ ନିର୍ଦ୍ଦୋଷରେ ଖୋଲାସ ହେବେ ।

ଯେତେବେଳେ ନୂଆ କାର୍ ସୋରୁମ ଖୋଲିବା ପାଇଁ ସୁନ୍ଦରୀ ଅର୍ଚ୍ଚନାକୁ ୩ ମନ୍ତ୍ରୀ ୧୧ ବିଧାୟକ ଆଉ ଜଣେ ଆଇଏଏସ୍ ଅଫିସର ଟଙ୍କା ଦେଇଥାନ୍ତେ ଠିକ୍ ସେହି ସମୟରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ । ଖଗେଶ୍ୱର ଯିଏକି ଗିରଫ ହୋଇ ବର୍ତ୍ତମାନ ଥାନାରେ ଅଛନ୍ତି । ତାଙ୍କ ପତ୍ନୀ ସାମ୍ନାକୁ ଆସିଛନ୍ତି ଆଉ କହିଛନ୍ତି ତାଙ୍କର କିଛି ଭୁଲ୍ ନାହିଁ । ତାଙ୍କୁ ଫସାଇ ଦିଆଯାଇଛି । ତେବେ ସମୟ କହିବ ଖଗେଶ୍ୱରଙ୍କ ପତ୍ନୀ ଠିକ୍ କହୁଛନ୍ତି କି ନାଁ ପୋଲିସ ର ତଦନ୍ତ ଠିକ୍ କହୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *