ସ-ମ୍ୱ-ନ୍ଧ ରଖିବାକୁ ସବୁବେଳେ ମନା କରୁଥିଲା ସ୍ତ୍ରୀ, ସନ୍ଦେହ ହେବାରୁ ସ୍ୱାମୀ ଜାଣିଲା ସ୍ତ୍ରୀ ଝିଅ ନୁହେଁ କିନ୍ନର, ଆଉ ତାପରେ…

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପ୍ରତିଦିନ ସମାଜରେ ଅତ୍ୟାଚାର ଅନୀତି ଏବଂ ଅନ୍ୟାୟ ବହୁତ ଜୋର ସୋର ରେ ବଢିବାରେ ଲାଗିଛି । ତେବେ ଆପଣ ମାନେ ଅନେକ ସମୟ ରେ ଅନେକ ପ୍ରକାରର ପ୍ରେମ ସଂ-ମ୍ପକିୟ ଘଟଣା ମାନ ଦେଖିବା ପାଇଁ ପାଉଥିବେ । ଏହି ସବୁ ଘଟଣା ବର୍ତମାନ ଜୋର ସୋର ବଢି ଚାଲିଛି । ଆଜି ଆମେ ଆପଣ ମାନଙ୍କୁ ଏପରି ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତେବେ ବନ୍ଧୁଗଣ ଏବେ ଯେଉଁ ଘଟଣା ଆମ ପାଖରେ ଆସି ପହଁଚିଛି ସେହିଥିରେ ଦେଖିବା ପାଇଁ ମିଳିଛି କି ଗୋଟିଏ ବିବାହର 2 ମାସ ପରେ ସ୍ତ୍ରୀର ମେଡ଼ିକାଲ ରିପୋର୍ଟ ଧରି ଥାନାରେ ପହଞ୍ଚିଛି । ଏବଂ ସ୍ୱାମୀ ସ୍ତ୍ରୀ ସହିତ ଶସୁର ଘରର 8 ଜଣଙ୍କ ନାମରେ ଏତଲା ଦେଇଥିବାର ଦେଖିବା ପାଇଁ ମିଳିଛି । ହେଲେ ବନ୍ଧୁଗଣ ଏଠାରେ ଘଟଣା ପଛରେ ରହିଥିବା କାରଣ କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଥିବାର ଦେଖିବା ପାଇଁ ମିଳିଛି ।

marred

ତେବେ ବନ୍ଧୁଗଣ ଏହି ଘଟଣା ମୁତାବକ କିଛି ମାସ ତଳେ କାନପୁର ଠାରେ ଏକ ଯୁବତୀ ଙ୍କ ବିବାହ ହୋଇଥିଲା ଯେଉଁଥିରେ ବିବାହ ପରେ ସ୍ତ୍ରୀ ସହ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବାକୁ ଅସୁବିଧା ହେଉଥିଲା ସ୍ୱାସ୍ଥ୍ୟ ସମସ୍ୟା କହି ସେ ଘଟଣା କୁ ଏଡେଇ ଦେଉଥିଲେ । ହେଲେ ଦିନ ଗଡି ଗଡି ଯିବାରୁ ସ୍ୱାମୀ ସ୍ତ୍ରୀ ଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ୍ୟ ଙ୍କ ପାଖକୁ ନେଇ ଜାଇଥିଲେ । ସେଠାରେ ମହିଳା ଜଣଙ୍କ ଜଣେ କିନ୍ନର ବୋଲି ଜଣା ପଡିଥିଲା ।

ଏହା ପରେ ପରେ ଯୁବକ ଜଣଙ୍କ ମେଡିକାଲ ରିପୋର୍ଟ ଧରି ଥାନା ରେ ପହଁଚିଥିଲେ । ଏବଂ ଜଣେ କିନ୍ନର ଙ୍କ ସହିତ ତାଙ୍କର ବିବାହ ହେବାକୁ ନେଇ ଅଭିଯୋଗ କରେଇଥିଲେ । ତେବେ ସୂଚନା ଅନୁସାରେ ବର୍ତମାନ ସମୟ ରେ ସ୍ତ୍ରୀ ସହିତ ଶସୁର ଘରର 8 ଜଣଙ୍କ ନାମରେ ଏତଲା ଦାୟର କରିଛି ।

ଥାନା ଅଧିକାରୀ କୁଞ୍ଜବିହାରୀ ମିଶ୍ରଙ୍କ କହିବା ଅନୁଯାଇ କାନପୁରର ଶାସ୍ତ୍ରୀ ନଗରରେ ଏହି ଘଟଣା ଘଟିଛି ଏବଂ ଉକ୍ତ ବ୍ୟକ୍ତି 28 ମାର୍ଚ୍ଚ 2021 ରେ ବିବାହ କରିଥିଲେ । ଅଭିଯୋଗ କରିଥିବା ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଶ୍ୱଶୁରଘର ଲୋକଙ୍କ ସହ ୮ ଜଣକ ବିରୁଦ୍ଧରେ ଏତଲା ଦେଇଛନ୍ତି । ଏବଂ ଏହି ମାମଲା କୁ ନେଇ ଏବେ ପୋଲିସ ତଦନ୍ତ କରୁଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *