ସ୍କୁଲରେ ରହିଛି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଗୃହ, ହେଲେ ପିଲା ଜଣେ

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କେବେ ଏମିତି ସ୍କୁଲ ଦେଖିଛନ୍ତି କି ଗୋଟିଏ ସ୍କୁଲ ରେ ଗୋଟିଏ ଛାତ୍ର ପାଠ ପଢୁଥିବ । ନାଇଁ ଆପଣ ମାନେ କେବେ ଏମିତି ଦେଖି ନଥିବେ ସବୁ ସ୍କୁଲ ରେ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି । ତେବେ ବନ୍ଧୁଗଣ ବିଦ୍ୟାଳୟ ମାନେ କହିଲେ ଛାତ୍ରଛାତ୍ରୀ , ଶିକ୍ଷକ ସମୂହ ଏବଂ ସେମାନଙ୍କୁ ବିଦ୍ୟା ବାଣ୍ଟୁ ଥିଲେ । ତାହାକୁ ବିଦ୍ୟାଳୟ କୁହାଯାଏ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ବିଦ୍ୟାଳୟ ବିଷୟ ରେ କହିବୁ ଜାହା ବିଷୟ ରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଜାହାକି ଗାଁ ଭିତରେ ଗୋଟିଏ ସ୍କୁଲ ଯେଉଁଠି ଗୋଟିଏ ଛାତ୍ରକୁ ଗୋଟିଏ ଶିକ୍ଷକ । ଆଜ୍ଞା ହଁ ଏହି କଥାଟି ମିଛ ଲାଗୁଥିଲେ ବି ସତ ଗୋଟିଏ ଛାତ୍ର କୁ ଗୋଟିଏ ଶିକ୍ଷକ । ତେବେ ଏହି ସ୍କୁଲ ଟି ମହାରାଷ୍ଟର ୱାସିମ୍ ଜିଲ୍ଲାର ଗଣେଷ ପୁରରେ ଅବସ୍ଥିତ ଏହି ସ୍କୁଲ ରେ ଗୋଟିଏ ଛାତ୍ର ପାଇଁ ଚାଲିଛି ସ୍କୁଲ । ସରକାରୀ ସ୍କୁଲ ରେ ପାଠ ପଢିବାକୁ ସମସ୍ତେ ଅରାଜି ହେଉଛନ୍ତି । ଜାହାର ବାସ୍ତବ ଚିତ୍ର ଆପଣ ମାନେ ଦେଖୁଛନ୍ତି ତେବେ ଏହି ପିଲାଟିର ନାମ ହେଲା ଗଣେଷ ।

school

ତେବେ ୱାସିଙ୍ଗ ଜିଲ୍ଲାର ସବୁଠୁ ଛୋଟ ଗାଁ ହେଲା ଗଣେଷ ପୁର । ଏହି ଗାଁ ର ଲୋକ ସଂଖ୍ୟା କେବଳ 150 ରୁ 200 ହେବ । ଏହି ସ୍କୁଲ ରେ କେବଳ ପ୍ରଥମ ରୁ ଚତୁର୍ଥ ଶ୍ରେଣୀ ଯାଏ ଗୃହ ରହିଛି । ହେଲେ ଏହି ସ୍କୁଲ ର କେବଳ ଜଣେ ହିଁ ଛାତ୍ର ଜାହାର ନାମ ହେଲା ଗଣେଷ । ଏହି ଛାତ୍ରକୁ ପାଠ ପଢେଇବା ପାଇଁ ସ୍କୁଲ ରେ କେବଳ ଜଣେ ଶିକ୍ଷକ ରହିଛନ୍ତି ।

ତେବେ ଏଠାରେ ଜଣେ ଛାତ୍ର ଥିଲେ ବି ପ୍ରତି ଦିନ ସ୍କୁଲ ଖୋଲା ହୋଇଥାଏ । ଗଣେଷ ନାମକ ଏହି ବିଦ୍ୟାର୍ଥି ପାଇଁ ଜଣେ ଅନ୍ୟ ଜଣଙ୍କ ପାଇଁ ପ୍ରତି ଦିନ ସ୍କୁଲ କୁ ଆସିଥାନ୍ତି । ଗଣେଷ ତୃତୀୟ ଶ୍ରେଣୀ ର ଛାତ୍ର ହୋଇଥିବା ବେଳେ ପ୍ରତି ଦିନ ଶିକ୍ଷକ 132 କିଲୋମିଟର ଦୂରରୁ ଆସିଥାନ୍ତି । ତେବେ ତାଙ୍କର ନାମ ହେଲା କିଶୋର ମାନକର । ବର୍ତମାନ ସମୟ ରେ ତାଙ୍କର ଏହି ପରି କାର୍ଯ୍ୟ ଧାରାକୁ ବହୁତ ପ୍ରଶଂସା କରାଜାଉଛି ।

ଯେବେ ଠାରୁ ପ୍ରାଇଭେଟ ସ୍କୁଲ ଖୋଲିଲାଣି ସେବେ ଠାରୁ ଗମେଣ୍ଟ ସ୍କୁଲ ରେ ପିଲା ସଂଖ୍ୟା କମିବାରେ ଲାଗିଲାଣି । ଆଉ ଗାଁ ସ୍କୁଲ ରେ ଗହଳୀ ଦେଖିବାକୁ ମିଳୁ ନାହିଁ । କାରଣ ଗାଁ ସରକାରୀ ସ୍କୁଲ ରେ କୁଆଡେ ପାଠ ପଡା ଯାଉ ନାହିଁ । ସେହିଥି ପାଇଁ ସମସ୍ତେ ଏବେ ପ୍ରାଇଭେଟ ସ୍କୁଲ ଆଡକୁ ଯିବାରେ ଲାଗିଛନ୍ତି । ତେବେ ଆପଣ ମାନଙ୍କ ମତରେ କଣ ଏମିତି ହେବେ ଠିକ୍ କି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *