ଆଉ ନାହାଁନ୍ତି ଏହି ପପୁଲାର ଅଭିନେତା – ଚାରିଆଡେ ଶୋକର ଛାୟା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ରେ ଯାହା ଗୋଟିଏ ଦୁଖଃଦାୟକ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ ବରିଷ୍ଟ ଅଭିନେତା ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକର ଲହରୀ ଖେଳି ଜାଇଛି । ଚଳଚିତ୍ର ଜଗତ ର ଭେଟରାନ ଅଭିନେତା 78 ବର୍ଷିୟ ହୋଇଥିବା ବେଳେ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି ।

ଅନ୍ୟ ପକ୍ଷେ ଏହି ସୂଚନା ପରିବାର ପକ୍ଷରୁ ପ୍ରକାଶ ପାଇଛି । ମୃ-ତ୍ୟୁ ର କାରଣ ପରିବାର ପକ୍ଷରୁ ହାର୍ଟ ଆର୍ଟାକ ବୋଲି କୁହାଜାଇଛି । ଜାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଅକାଳ ବିୟୋଗ ଖବର ଆସିବା ପରେ ଚଳଚିତ୍ର ଇଣ୍ଡଷ୍ଟ୍ରୀରେ ଶୋକ ର ଲହରୀ ଖେଳିଜାଇଛି । ତାଙ୍କର ବ୍ୟଙ୍ଗ ଏବଂ ଖଳନାୟକ ଭୂମିକା ପାଇଁ ସେ ବହୁତ ଜଣା ସୁଣା ଥିଲେ । ସେ ପାଞ୍ଚ ଦସନ୍ଦି ଧରି ଚାଲିଥିବା କେରିଅର ରେ ତିନି ପିଢି ଶିର୍ଷ ତାରକା ଙ୍କ ସହିତ ଅଭିନୟ କରିଛନ୍ତି ।

Chalapathi Rao

ତାଙ୍କର ପରିବାର ରେ ଦୁଇଟି ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ପୁଅ ରବି ବାବୁ ଜଣେ ଅଭିନେତା ଏବଂ ଚଳଚିତ୍ର ନିର୍ମାତା ତିନି ଦିନ ପରେ ଭେଟରାନ ଅଭିନେତା ଚମ୍ପତି ରାୟ ଙ୍କ ମୃତ୍ୟୁ ହେଉଛି ଦ୍ୱତୀୟ ବଡ କ୍ଷେତି ଅଟେ ଭେଟରାନ ଅଭିନେତା କୈକାଲ ସତ୍ୟନାରାୟଣ ଙ୍କ ଡିସେମ୍ବର 23 ଏହା ପୂର୍ବରୁ ଦେହାନ୍ତ ହୋଇଛି ଲୋକ ପ୍ରିୟ ଅଭିନେତା ଚମ୍ପତ ରାୟ ଙ୍କ ପରିବାର ଲୋକେ କହିଛନ୍ତି ଯେ ଆମେରିକା ରୁ ତାଙ୍କ ଝିଅ ଆସିବା ପରେ ତାଙ୍କର ଶେଷ ରିତି ନିତି କରାଜାଇ ଥିଲା ।

ଚମ୍ପତି ରାୟ ଅନେକ ଚଳଚିତ୍ର ରେ କାମ କରିଛନ୍ତି ହାର୍ଟ ଆର୍ଟାକ ରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଭେଟରାନ ଅଭିନେତା ଚମ୍ପତ ରାୟ ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ଟଲିଉଡ ସିନେମା ଜଗତ ରେ ଶୋକର ଲହରୀ ଖେଳି ଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *