କନ୍ୟାକୁ ବିଦାୟୀ ଦେବା ବେଳେ କାନ୍ଦି ପକାଇଲା ପୋଷା କୁକୁର । ପଶୁ-ମଣିଷର ଅନାବିଳ ସ୍ନେହର ଝଲକ । ଭାଇରାଲ ହେଲା ଭିଡ଼ିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ସବୁ ମଣିଷ ଯେପରି ନିଜ ଆତ୍ମୀୟ ଓ ପରିଜନ ସହ ବହୁତ ନିବିଡ଼ ହେଇଥାନ୍ତି । ଠିକ ସେହି ପରି ମଣିଷ ର ପ୍ରେମ ଆଗରେ ପଶୁପକ୍ଷୀ ବି ବହୁତ ଆପଣାର ପାଲଟି ଯାଆନ୍ତି । ତେବେ ଯେତେବେଳେ ଝିଅ ବାହାଘର ପରେ ଝିଅ ଯେତେବେଳେ ବିଦା ହୁଏ ସେତେବେଳେ କନ୍ୟା ଓ ତାର ଆତ୍ମୀୟ ଙ୍କ ଆଖିରୁ ଲୁହ ଶୁଖି ନଥାଏ ।

ବନ୍ଧୁଗଣ ଆଜିର ଏହି ଭିଡ଼ିଓରେ ଦେଖନ୍ତୁ ଗୋଟିଏ କୁକୁର ଏବଂ ମଣିଷ ର ପ୍ରେମ । କନ୍ୟା ବିଦାବେଳେ କୁକୁର ଟିଏ ଆସି କେମିତି କନ୍ୟା ପାଖରେ କାନ୍ଦୁଛି ଓ ଅଳି କରିବାରେ ଲାଗୁଛି ଜହାକୁ ଦେଖିଲେ ଆଖିରୁ ଲୁହ ଝରି ଆସିବ । ତେବେ ପଶୁପକ୍ଷୀ ମାନଙ୍କ ଙ୍କ ପ୍ରେମ ଖୁବ ନିଆରା ସେମାନେ କେଉଁ ମଣିଷ ପରି ସ୍ୱାର୍ଥପର ନୁହଁନ୍ତି । ଥରେ ଜାହାକୁ ଭଲପାଇ ଯାଆନ୍ତି ତାଙ୍କ ପାଇଁ ଜୀବନ ଦେବାକୁ ପଛନ୍ତି ନାହିଁ ।

kaniya

ଆଉ ବର୍ତ୍ତମାନ ବହୁତ ଲୋକମାନେ ନିଜ ଘରେ ଅନେକ ଜିବ ଙ୍କୁ ପୋଷା ମନେଇ ନିଜ ପାଖରେ ରଖୁଛନ୍ତି । ତେବେ କୁକୁର କୁ ବହୁତ ଲୋକ ନିଜ ଘରେ ରଖନ୍ତି ହେଲେ କଣ ସେହି ପୋଷା ଜୀବ କଣ ଆପଣଙ୍କ ଦୁଃଖ କଷ୍ଟ ବୁଝିପାରେ କି ! ତେବେ ବନ୍ଧୁଗଣ ଦେଖି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କ ପ୍ରିୟ ପୋଷା କୁକୁର ହେଉ ବା ଅନ୍ୟ କେହି ପଶୁ ସେ ବି ଆପଣଙ୍କ ଦୁଃଖ କୁ ଖୁବ ଭଲରେ ବୁଝିପାରେ ଯାହାର ପ୍ରତ୍ୟକ୍ଷ ଦୃଶ୍ୟ ଆଜିର ଏହି ଭିଡ଼ିଓରେ ନଜର ଆସିଛି ।

ବର୍ତମାନ ସମୟରେ ଏମିତି ଗୋଟିଏ ଭିଡ଼ିଓ ଖୁବ ଭାଇରଲ ହେଉଛି ଆଉ ଭିଡ଼ିଓରେ ନଜର ଆସିଛନ୍ତି ଜଣେ କନ୍ୟା ଆଉ ଗୋଟିଏ କୁକୁର । ତେବେ ଝିଅ ବିଦାବେଳେ ଯେମିତି ଘର ଲୋକ ଖୁବ କାନ୍ଦିଥାନ୍ତି ହେଲେ ଏଠାରେ ପୋଷା କୁକୁର ଟିଏ ଯିଏ ମାଲିକ ବିଦାଇ ବେଳେ ବହୁତ କାନ୍ଦିବାରେ ଲାଗୁଛି ।କନ୍ୟା ଜଣକ ବାରମ୍ବାର କୁକୁର ଆଖିରୁ ଲୁହ ପୋଛି ଦେଉଛନ୍ତି ହେଲେ କୁକୁର ଟି ଅଳି କରିବାରେ ଲାଗୁଛି ।

ତେବେ ଏହି ଭିଡ଼ିଓ ଦେଖିଲେ ଜଣେ ପଶୁର ମନର କଥା ଠିକ ବୁଝି ହେଉଛି ସେ ବି କହୁଛି ତୁ ଚାଲି ଗଲେ ମୁଁ କାହା ସହ ଖେଳିବି । ତେବେ ଭିଡ଼ିଓରେ ଦେଖା ଯାଉଥିବା ଏହି କୁକୁର କନ୍ୟା ର ଅନାବିଳ ପ୍ରେମ ଦେଖି ଆଖିରୁ ଲୁହ ଝରି ଆସୁଛି ।ତେବେ କେତେ ପବିତ୍ର ଏହି ଭଲପାଇବା ଯାହା ପାଇଁ ପଶୁ ବି ନିଜର ସବୁ ରୋଷ ଦେଖାଇ ପାରୁଛି ମଣିଷ ପାଖରେ । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ମନ୍ତବ୍ୟ ରହିବ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *