କୁକୁରର ବାହାଘର କରାଇଲେ ମାଲିକ । ବାଜା ବି ବାଜିଲା ବାଣ ବି ଫୁଟିଲା ନାଚିଲେ ବରଯାତ୍ରୀ ।

dog's marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବରଯାତ୍ରୀ ରେ ନଚିବାକୁ କିଏ ବା ନଚାହେଁ । ଭାଇ ଭଉଣୀ ଏବଂ ବିଶେଷ କରି ସାଙ୍ଗ ବାହାଘର ହେଲେ ଆହୁରୀ ଜମିଯିବ । ହେଲେ କୁକୁର ବାହାଘର କୁ ନେଇ ଆରମ୍ଭ ହୋଇଛି ସିଲିବ୍ରେସନ । ଏହି କଥା ଆପଣ ମାନଙ୍କୁ ନିହାତି ଭାବେ ଚକିତ କରୁଥିବ । ହେଲେ କଥାଟି ସତ ଅଟେ । କୁକୁର ମାନଙ୍କୁ ଏକାଠୀ କରାଜାଇ ସେମାନଙ୍କ ବିବାହ ସଂମ୍ପର୍ଣ୍ଣ କରାଜାଇଛି । ସଂମ୍ପର୍ଣ୍ଣ ରିତି ନିତି ଅନୁସାରେ ସେମାନେ ପରସ୍ପର କୁ ବିବହ ମଧ୍ୟ କରୁଛନ୍ତି ।

ଏହି କୁକୁର ବାହାଘର ରେ କୁକୁର ର ମାଲିକ ମାନେ ବହୁତ ଧୁମଧାମ୍ ରେ ସେଲିବ୍ରେସନ କରୁଛନ୍ତି । ଏମିତି ଏକ ଘଟଣା ର ଭିଡ଼ିଓ ବର୍ତମାନ ସମୟରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ର ଆଲିଗଡ ରେ ।

dog

ତେବେ ସୂଚନା ଅନୁସାରେ ସେଠାକାର ଗାଁ ମୂଖିଆ ଦିନେଶ ଚୈଧୁରୀ ଙ୍କ ପୋଷା କୁୁକୁର ଟମି ଏବଂ ରାଇପୁର ର ଜଣେ ନିବାସୀ ରାମ ପ୍ରକାଶ ଙ୍କ କୁକୁର ଜେରି ଙ୍କୁ ଖୁବ ଧୁମଧାମ୍ ରେ ବିବାହ ହୋଇଛି । ଜାନୁଆରୀ 14 ତାରିଖ ରେ ସେମାନଙ୍କ ବିବାହ ଅନୁଷ୍ଟିତ ହୋଇଥିଲା । ମକର ସଂଙ୍କ୍ରାନ୍ତି ଦିନରେ ସେମାନେ ବିବାହ କରିଥିଲେ । ଉଭୟ ଙ୍କୁ ବେଦି କୁ ଅଣା ଯିବା ବେଳେ ବାଜା ଏବଂ ଢୋଲ ମଧ୍ୟ ବାଜିଥିଲା । ରୋଷଣୀ କରାଜାଇ ବରଯାତ୍ରୀ ନାଚି ନାଚି ଆସିଥିଲେ ।

ଜେରି ର ପରିବାର ଲୋକ ଟମି ମସ୍ତକ ରେ ତୀଳକ ମଧ୍ୟ ଲଗେଇଥିଲେ । ଜାହାର ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଜୋର ରେ ଭାଇରଲ ହେବାରେ ଲାଗିଛି । ଆଉ କେବଳ ଏତିକି ନୁହେଁ ବିବାହ ର ହୋମ ରେ ଦେଶୀ ଘିଅ ଅର୍ପଣ କରାଜାଇ ଥିଲା । ଏବଂ ଖାଦ୍ୟ ପେୟ ଆଦିରେ 50 ହଜାର ଟଙ୍କା ଖର୍ଚ୍ଚ କରାଜାଇ ଥିଲା । ଏହା ସହିତ ବିଦାୟ ସେରିମୋନି ମଧ୍ୟ ପାଳନ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *