ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାରେ ରେ ଆସିଲା ନୂଆ ଲିଷ୍ଟ । ଘର ପାଇବା ପାଇଁ କରନ୍ତୁ ଏହି କାମ । ନିଶ୍ଚୟ ମିଳିବ ଘର

Awas Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ଅଧିନ ରେ ଆସୁଛି ଏହି କଥା ଆପଣ ମାନେ ଜାଣିଥିବେ ଆର୍ଥିକ ବର୍ଷ 2023 ରେ ଜାରି ହୋଇଜାଇଛି ନୂଆ ଲିଷ୍ଟ ଜାହା ମଧ୍ୟ କେବେ ସୁଧା ପ୍ରସ୍ତୁତ ହେବ ୱାର୍କ଼ଡ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା । ଏହା ସହିତ କିଛି ଲୋକ ମାନଙ୍କୁ ମଧ୍ୟ ମିଳିବ ନାହିଁ ଟଙ୍କା । ତେବେ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଯଦି ଆପଣ ମାନେ ଚାହୁଁଥିବେ କେଉଁ ୱେବସାଇଟ ଯୋଗେ ନୂଆ ଲିଷ୍ଟ ଦେଖିବା ପାଇଁ ଜାହାର ଲିଙ୍କ୍ ଏଠାରେ ଦେଇଛୁ ଆପଣ ଚାହିଁଲେ ଚେକ୍ କରି ପାରିବେ । ସେହି ପରି ସରକାର ଏହି ସବୁ ଜାରି କରିଛନ୍ତି କି କେଉଁ ମାନେ ଅଯୋଗ୍ୟ ହେବେ ବା ଏହି ସବୁ ଥିଲେ ସେମାନଙ୍କୁ ମିଳିବ ନାହିଁ ଘର ଏହି ନେଇ ମଧ୍ୟ ଗୋଟେ ଫୁଲ ଭିଡ଼ିଓ ବନା ଜାଇଛି ଜାହା ମଧ୍ୟ ଆପଣ ଚେକ୍ କରି ପାରିବେ ।

pm

ଏହା ସହିତ ଏହି ତାଲିକା ରେ କୈଣସି ଅଯୋଗ୍ୟ ପରିବାର ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦ୍ଧିଷ୍ଟ ଅଯୋଗ୍ୟ ପରିବାର ଙ୍କ ନାମ ଅଭିଯୋଗ ଦାଖଲ କରି ପାରିବେ । ତେବେ ଅଭିଯୋଗ ଗୁଡିକ ଉପଯୁକ୍ତ ତଦନ୍ତ କରାଜାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ତେବେ ଅଭିଯୋଗ ଗୁଡିକ ଆପଣ ମାନେ ଚାହିଁଲେ ଅଫଲାଇନ ଏମିତି କି କଲ ମାଧ୍ୟମରେ ଏମିତି କି ଅନଲାଇନ ଯୋଗେ ମଧ୍ୟ ଅଭିଯୋଗ କରି ପାରିବେ ।

ତେବେ ଅଭିଯୋଗ ପାଇଁ 18003456770 କିମ୍ବା 155335 ନମ୍ବରକୁ କଲ୍ କରି ଅଭିଯୋଗ ଦେଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ 8 ଲକ୍ଷ 17 ହଜାର ଏବଂ ସ୍ବତନ୍ନ ଭାବେ ଫନି କ୍ଷତିଗ୍ରସ୍ତଙ୍କ ପାଇଁ 1 ଲକ୍ଷ 42 ହଜାର ଘର ବଣ୍ଟନ କରାଯିବ ।

ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ 60/40 ରହିଛି । ତେବେ ଏହି ଅଭିଯୋଗ ଦାଖଲ ଆପଣ ମାନେ ଏହାର ଅଫିସିଆଲ ୱେବସାଇଟ କୁ ଜାଇ ବି ମଧ୍ୟ ଅଭିଯୋଗ ଦାଖଲ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *