ସୁଟିଂ ସମୟରେ ଘଟିଲା ଅଘଟଣ ମେଡିକାଲରେ ଭର୍ତ୍ତି ହେଲେ ଏହି ହିରୋ…

Biju Anchani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ସିନେମା ର ଜବରଦସ୍ତ ଆକସନ ଦୃଶ୍ୟ ର ସୁଟିଂ କରୁଥିବା ବେଳେ ଏହି ପ୍ରସିଦ୍ଧ ଅଭିନେତା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଫିଲ୍ମ ରେ ଏକ ଜବରଦସ୍ତ ଆକସନ ଦୃଶ୍ୟ ର ସୁଟିଂ ସମୟରେ ଏହି ପ୍ରସିଦ୍ଧ ଅଭିନେତା ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ପ୍ରସିଦ୍ଧ ଅଭିନେତା ସମୁଦ୍ର ରେ ଏକ ବୋଟ୍ ଚଲାଉଥିଲେ । ଏତିକି ବେଳେ ଅସାବଧାନତା ଯୋଗୁ ଏକ ବଡ ଡଙ୍ଗା ଆସି ତାଙ୍କ ବୋଟ୍ ସହିତ ଧକ୍କା ହୋଇଥିଲା । ଏହାପରେ ଏହି ପ୍ରସିଦ୍ଧ ଅଭିନେତା ନିୟନ୍ତ୍ରଣ ହରାଇଥିଲେ । ଆଉ ଏହି ଦୁର୍ଘଟଣା ରେ ଅଭିନେତା ଆହତ ହୋଇଥିଲେ । ଆହତ ହେବା ପରେ ସୁଟିଂ କୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ।

ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଚିକିତ୍ସା ପରେ ସେ ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରୁଥୁବା ଡାକ୍ତର ସୂଚନା ଦେଇଥିଲେ । ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୁ ଆଣ୍ଚନି ବର୍ତ୍ତମାନ ତାଙ୍କର ୨୦୧୬ ହିଟ୍ ତାମିଲ ଚଳଚ୍ଚିତ୍ର ପିଚ କରଣର ସ୍ୱିକେଲ ପାଇଁ ସୁଟିଂ ରେ ବ୍ୟସ୍ତ ଅଛନ୍ତି ।

actor

ଏହି ଚଳଚ୍ଚିତ୍ର ସୋଟିଂ ମାଲେସିଆ ଲଙ୍ଗାକାବି ଦ୍ୱୀପ ରେ ଚାଲିଛି । ଏହି ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସିନେମାରେ ଜବରଦସ୍ତ ଆକସନ ଦୃଶ୍ୟ ର ସୁଟିଂ କରୁଥିବା ବେଳେ ଆହତ ହୋଇ ବିଜୁ ଆଣ୍ଟନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *