10 ମ ପିଲାଙ୍କ ପାଇଁ ସରକାର କରିଦେଲେ ବଡ ଘୋଷଣା ।

10th child

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମେଟ୍ରିକ ଛାତ୍ରଛାତ୍ରୀ ଙ୍କ ଲାଗି ଜାରି ହୋଇଛି ଆଉ କିଛି ବଡ ଘୋଷଣା । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା । ଏହା ସହିତ ଆସନ୍ତା ମାର୍ଚ୍ଚ 10 ରୁ ଜାରି ହେବ ଦଶମ ପରିକ୍ଷା । ତେବେ କଣ ରହିଛି ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷ ରୁ ସୂଚନା ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ।

ମେଟ୍ରିକ ପରିକ୍ଷା ତାରିଖ ଘୋଷଣା ଚଳିତ ବର୍ଷ ମାର୍ଚ୍ଚ 10 ରୁ ଆରମ୍ଭ ହେବ ମେଟ୍ରିକ ପରିକ୍ଷା । 17 ଯାଏ ଚାଲିବ ଏହି ନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ଘୋଷଣା ହୋଇଛି । ଏକା ସଂଙ୍ଗେ ହେବ ମଧ୍ୟମା ଏବଂ ଷ୍ଟେଟ ଅପନ ସ୍କୁଲ ସାର୍ଟିଫିକେଟ ପରିକ୍ଷା । ଖୁବଶୀଘ୍ର ଫର୍ମ ପୂରଣ ନେଇ ତାରିଖ ଘୋଷଣା ହେବ । ସମେଟିଭ ୱାନ ପରି ସମେଟିଭ ଦୁଇ ର ପ୍ରଶ୍ନ ପତ୍ର ପେଟେନ ରହିବ ।

school

ସମେଟିଭ ୱାନ ପେଟେନ ଭଳି ପ୍ରଶ୍ନ ପତ୍ର ସମେଟିଭ ଟୁ ରେ ବୋର୍ଡ ୱେବସାଇଟ ରେ ଉପଲବ୍ଧ ରହିବ । ତେବେ ପରିକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରରେ କୈଣସି ପରିବର୍ତନ ହେବ ନାହିଁ । ସେହି ପରି ଧନ୍ଦା ମୂଳକ ଟ୍ରେଡ ର ପ୍ରାକ୍ଟିକାଲ ପରିକ୍ଷା ଫେବ଼ୃଆରୀ 15 ରୁ ଆରମ୍ଭ ହୋଇ 22 ତାରିଖ ଯାଏ ଚାଲିବ ପ୍ରାକ୍ଟିକାଲ ପରିକ୍ଷା ରେ ବୋର୍ଡର ନିଯୁକ୍ତି ଏକ୍ସଟ୍ରାନାଲ ଏକ୍ଜାମିନର ନିୟଜିତ ହେବେ ।

ତେବେ ଚଳିତ ବର୍ଷ ରାଜ୍ୟରେ ମେଟ୍ରିକ ପରିକ୍ଷା ଦେବେ 5 ଲକ୍ଷ 32 ହଜାର 712 ଜଣ ଛାତ୍ରଛାତ୍ରୀ । ଏହିଥି ପାଇଁ 3029 ଟି ପରିକ୍ଷା କେନ୍ଦ୍ର ଚୟନ କରାଯିବ । ଏହା ସହିତ ଆଉ 316 ଟି ନୋଡାଲ ସେଣ଼୍ଟର କରାଯିବ । ମାଓ ଅଧିଷ୍ଟିତ ଅଞ୍ଚଳ ରେ 22 ଟି ଥାନା ରେ ହେବ ନୋଡାଲ ସେଣ୍ଟର । ସେହି ପରି ନବମ ଶ୍ରେଣୀ ସମେଟିଭ ଆଶୋସମେଣ୍ଟ ଟୁ 20 ତାରିଖ ରୁ ଆରମ୍ଭ ହେବ ।

ଏହା ଫେବୃଆରୀ 25 ଯାଏ ଚାଲିବ ଧନ୍ଦା ମୂଳକ ଟ୍ରେଡ୍ ରେ ପ୍ରାକ୍ଟିକାଲ ପରିକ୍ଷା ଫେବ଼ୃଆରୀ 9 ରୁ ଆରମ୍ଭ ହୋଇ 14 ଯାଏ ଚାଲିବ । ନବମ ଶ୍ରେଣୀ ପରିକ୍ଷା ଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *