ଦଶମ ପିଲାଙ୍କ ପାଇଁ ସରକାର କରିଦେଲେ ବଡ ଘୋଷଣା । ଏହି ତାରିଖରେ ହେବ ପରିକ୍ଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମେଟ୍ରିକ ପରିକ୍ଷା କେବେ ତାରିଖ ଘୋଷଣା କରୁନି BSE କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ପରିଶଦ CBSE ଅଧିନରେ ଦଶମ ଛାତ୍ରଛାତ୍ରୀ ଙ୍କ ବୋର୍ଡ ପରିକ୍ଷା ଫେବୃଆରୀ 15 ରୁ ହେବ । ତେବେ କାଉନସିଲ ଅଫ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରିକ୍ଷା ଦଶମ ପରିକ୍ଷା ଫେବୃଆରୀ 27 ରୁ ମାତ୍ର ଓଡିଶା ର ମାଧ୍ୟମିକ ଶିକ୍ଷା ପରିଶଦ ଅର୍ଥାତ BSE ଅଧିନ ରେ ପଢୁଥିବା 5 ଲକ୍ଷ 50 ହଜାର ଛାତ୍ରଛାତ୍ରୀ ଙ୍କ ପରିକ୍ଷା କେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଶିକ୍ଷା ବର୍ଷ ଶେଷ ହେବାକୁ ବସିଥିବା ବେଳେ ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଖରେ ପରିକ୍ଷା ସଂମ୍ପର୍କ ରେ କୈଣସି ସୂଚନା ନାହିଁ । ଏପରି କି ଫର୍ମାଟିଭ ଏସୋସମେଣ୍ଟ SF3 ଓ FF କରିଥବା ବେଳେ ଧାର୍ଯ୍ୟ ସମୟ ଗଡିଯାଉଥିବାରୁ ଶିକ୍ଷାବର୍ଷ ବିଗିଡିବା ନେଇ ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି । ଗୋଟିଏ ପଟେ BSE ଏବଂ CSI ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରିକ୍ଷା ଆଉ ଯୁକ୍ତ ଦୁଇ ପରିକ୍ଷା ନେଇ ଉଚ୍ଛ ମାଧ୍ୟମିକ ଶିକ୍ଷା ପରିଶଦ CHSE ପକ୍ଷରୁ ତାରିଖ ଘୋଷଣା ସରିଛି ।

school

ହେଲେ BSE ଅର୍ଥାତ ମେଟ୍ରିକ ପରିକ୍ଷା କେବେ ହେବ ତାହାକୁ ନେଇ ପ୍ରଶ୍ନ ପଛରେ ପଡିଛି ତେବେ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଯେ ବିଶ୍ୱରେ ବଢୁଥିବା କୋରନା ସଂଙ୍କ୍ରମଣ କୁ ନେଇ ସବୁ ସ୍ଥରରେ ତତ୍ପରତା ପ୍ରକାଶ ପାଇଛି । ଦେଶର ଅନ୍ୟାନ ବୋର୍ଡ ଗୁଡିକ ଆଗୁଆ ପଦକ୍ଷେପ ନେବା ସହ ମୁକାବିଲା ଲାଗି ରୂପ ରେଖ ପ୍ରସ୍ତୁତି କରି ସାରିଛନ୍ତି ।

ତେବେ ପରିକ୍ଷା ରହିଲେ କେମିତି କଟକଣା ରହିବ ସେହି ନେଇ ପରିକ୍ଷାର୍ଥି ଙ୍କୁ ଜଣେଇ ସାରିଛନ୍ତି । ତେବେ ମିଳିଥିବା ବିଶେଷ ସୂତ୍ରର ସୂଚନା ମୁତାବକ ଆସନ୍ତା ଫେବୃଆରୀ ସୁଧା BSE ଅର୍ଥାତ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା ପରିକ୍ଷା ପରିଚାଳିତ ହୋଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *