ସରକାର କଲେ ବଡ଼ ଘୋଷଣା । ସମସ୍ତ ଗରିବ ଲୋକଙ୍କୁ ମିଳିବ 5ଲକ୍ଷ ଟଙ୍କା

Breaking News

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଘରେ ଦୁଇଟି ଝିଅ ଥିଲେ ମିଳିବ ଖୁସୀ ଖବର ଏବେ ଘରେ ଦୁଇଟି ଝିଅ ଥିଲେ ସବୁ ଖର୍ଚ୍ଚ ଉଠେଇବେ ଉତ୍ତର ପ୍ରଦେଶ ସରକାର । ତେବେ ଉତ୍ତର ପ୍ରଦେଶ ସରକାର ବାଳିକା ମାନଙ୍କ ଶିକ୍ଷା ଲାଗି ଏକ ବଡ ଯୋଜନା ଆଣିଛନ୍ତି । ଯଦି ଦୁଇ ଭଉଣୀ ଏକ ଘୋରଇ ବିଦ୍ୟାଳୟ ରେ ପାଠ ପଢୁଛନ୍ତି ତେବେ ଯୋଗୀ ସରକାର ଗୋଟିଏ ଫି ଦେବେ । ଏହାର ଅର୍ଥ ଝିଅ ମାଗଣା ରେ ଅଧ୍ୟୟନ କରି ପାରିବ ।

Yogi Adityanath

ଯୋଗୀ ସରକାର ଏହାର ପରବର୍ତି ପର୍ଯ୍ୟାୟରେ ଏକ ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ଏହି ଯୋଜନା ଅଧିନରେ ପ୍ରାଥମିକ ଉଚ୍ଛ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ର ବାଳିକା ଛାତ୍ରୀ ମାନେ ଉପକୃତ ହେବେ । ତେବେ ବାସ୍ତବ ରେ ଯୋଗୀ ମୂଖ୍ୟ ମନ୍ତ୍ରୀ ଆଦିତ୍ୟ ନାଥ କହିଥିଲେ ଯେ ଦୁଇ ପ୍ରକୃତ ଭଉଣୀ ରାଜ୍ୟର କୈଣସି ବିଦ୍ୟାଳୟ ରେ ପାଠ ପଢୁଛନ୍ତି । ତେବେ ପ୍ରଶାସନ ଗୋଟିଏ ଝିଅର ଦେୟ ଛାଡ କରିବା ଉଚିତ । ଯଦି ଘୋରଇ ବିଦ୍ୟାଳୟ ଗୁଡିକ ଏହି ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି ତେବେ ସରକାର ଏହି ଖର୍ଚ୍ଚ କୁ ବହନ କରିବେ ।

ପରବର୍ତି ଖବର ଟି ହେଲା କେନ୍ଦ୍ର ସରକାର ଙ୍କ ଏହି ଯୋଜନା ରେ ଆପଣ ମାନଙ୍କୁ ପ୍ରତି ମାସ ମିଳିବ 20 ହଜାର ଟଙ୍କାର ପେନସନ । ଆସନ୍ତୁ ଜାଣିନେବା କେମିତି ପାଇବେ । ଆପଣ ଯଦି ବୃଦ୍ଧା ଅବସ୍ଥା ରେ ଭଲ ରୋଜଗାର କରିବାର ଭଲ ଉପାୟ ଖୋଜୁଛନ୍ତି । ତେବେ କେନ୍ଦ୍ର ସରକାର ଏମିତି ଏକ ଯୋଜନା ଆଣିଛନ୍ତି ଜାହା ମାଧ୍ୟମ ରେ ଆପଣ ମାନେ ଘରେ ବସି ପ୍ରତି ମାସରେ ରୋଜଗାର କରି ପାରିବେ ।

modi

ଦେଶରେ ସାଧାରଣ ଜନତା ଙ୍କ ପାଇଁ ମୋଦି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ଆପଣ ମାନଙ୍କୁ ସରକାର ପ୍ରତି ମାସରେ 20 ହଜାର ଟଙ୍କା ଦେବେ । ଏହି ଯୋଜନା ର ନାମ ହେଲା ଜାତୀୟ ପେନସନ ସ୍କିମ୍ ତେବେ ଏହି ସ୍କିମ୍ ଅଧିନରେ ଆପଣ ମାନଙ୍କ କାର୍ଯ୍ୟ କାଳରେ ଦିର୍ଘ ସମୟ ଯାଏ ବିନିଯୋଗ କରିବାକୁ ହେବ । ତେବେ ଜାଇ ଆପଣ ମାନେ ମାସକୁ ଆପଣ ମାନଙ୍କୁ 20 ହଜାର ଲେଖାଏଁ ମିଳି ପାରିବ । ଅଧି ସୂଚନା ପାଇଁ ଜାତୀୟ ପେନସନ ସ୍କିମ୍ ର ଅଫିସିଆଲ ୱେବସାଇଟ ରେ ପରାମର୍ଶ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *