ସରକାର କରିଦେଲେ ବଡ ଘୋଷଣା । ଯୁକ୍ତ 2 ପରୀକ୍ଷା ହେବ ଏହି ତାରିଖରେ

exam

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା +2 ଛାତ୍ରଛାତ୍ରୀ ଙ୍କ ଲାଗି ସରକା ଙ୍କ ତରଫ ରୁ ଆସିଜାଇଛି କିଛି ବଡ ସୂଚନା । +2 ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରିକ୍ଷା କୁ ନେଇ ବଡ ଖବର ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିନେବା । ତେବେ ଆପଣ ମାନଙ୍କୁ ବିଶେଷ ଅନୁରୋଧ ଅଟେ କି ଆପଣ ମାନେ ଏହି ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଜାଣି ପାରିବେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ CHEC ପରିଚାଳିତ +2 ପରିକ୍ଷା ଆସନ୍ତା ମାର୍ଚ୍ଚ 1 ତାରିଖ ରେ ହେବାକୁ ଯାଉଥିବା ବେଳେ ଏହା ଏପ୍ରିଲ ମାସ 5 ତାରିଖ ରେ ଶେଷ ହେବ । ସେହି ପରି ପ୍ରାକ୍ଟିକାଲ ପରିକ୍ଷା ଫେବୃଆରୀ 1 ରୁ ଆରମ୍ଭ ହୋଇ 10 ତାରିଖ ଯାଏ ଚାଲିବ । ତେବେ ପରିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପରିଶଦ ।

school

ଫେବୃଆରୀ ପହିଲା ରୁ ପ୍ରାକ୍ଟିକାଲ ପରିକ୍ଷା ହେବାକୁ ଥିବାରୁ ପରିକ୍ଷା ସମ୍ଭନ୍ଧିୟ ସମସ୍ତ ମେଟେରିଆଲ ଆସନ୍ତା 24 ତାରିଖ ସକାଳ ସୁଧା CHEC କାର୍ଯ୍ୟାଳୟ ରେ ବାହାରିବ । 29 ତାରିଖ ସୁଧା ସମସ୍ତ ପରିକ୍ଷା କେନ୍ଦ୍ରରେ ଏହା ପହଁଚିବ ଏହି ନେଇ CHEC ପରିକ୍ଷା ନିୟନ୍ତ୍ରକ ଡା: ଅଶୋକ କୁମାର ନାୟକ ସମସ୍ତ ଅଦକ୍ଷ ଏବଂ ପରିକ୍ଷା କେନ୍ଦ୍ରରେ ସୁପରୀ ଟେଣ୍ଡର କୁ ଚିଠି ଲେଖି ଜଣେଛନ୍ତି ।

ତେବେ CHEC ଅଧିକାରୀ ମାନେ ଅଫିସ ସମୟ ପରେ ମଧ୍ୟ ଶିକ୍ଷା ଅନୁଷ୍ଟାନ ରେ ପହଁଚି ପାରନ୍ତି । ତେଣୁ 24 ତାରିଖ ରୁ 29 ତାରିଖ ପର୍ଯ୍ୟନ୍ତ ସବୁ ପରିକ୍ଷା ଅଦକ୍ଷ ମାନେ ସବୁ ସରଞାମ ଗ୍ରହଣ କରିବା ପାଇଁ ଉପସ୍ଥିତ ରହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *