ରାସ୍ତା ମଝିରେ ରାଗିଗଲା ହାତୀ ଆଉ ତାପରେ କଲା ଏମିତି…

Elephant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସ୍ତା ମଝିରେ ରାଗିଗଲା ହାତୀ । ସଟ୍କି ଗଲା ମୁଣ୍ଡ ତା ପରେ ଜାହା କଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । କ୍ୟମେରା ରେ କୟେଦ ହୋଇଛି ଏହି ଭୟାବହ ଦୃଶ୍ୟ । ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଆଜିର ଦିନରେ ସୋସିଆଲ ମିଡିଆ ସହିତ ଯୋଡିତ ପ୍ରାୟତଃ ଅନେକ ଭିଡିଓ ଭାଇରଲ ହୋଇଥାଏ । ଯେଉଁଥିରେ ବହୁତ ବନ୍ୟଯନ୍ତୁ ଙ୍କ ଉତ୍ପାତ ବି ଦେଖିବାକୁ ମିଳିଥାଏ ।

ନିକଟ ରେ ଏମିତି ଏକ ଭିଡ଼ିଓ ବହୁତ ଭାଇରଲ ହେଉଛି । ଯେଉଁଥିରେ ଏକ ହାତୀର ଉତ୍ପାତ ଦେଖିବାକୁ ମିଳୁଛି । ତେବେ ଦୃଶ୍ୟରେ ଦେଖିବାକୁ ମିଳିଛି କି ରାସ୍ତାରେ ଥିବା ଏକ ହାତୀ ଏକ ଗାଡି ଉପରେ ଆକ୍ରମଣ କରୁଥିବାର ଦେଖିବା ପାଇଁ ମିଳିଛି । ହାତୀ ପ୍ରଥମେ ଗାଡିକୁ ଠେଲି ଠେଲି ରାସ୍ତା ପାର୍ଶ୍ୱକୁ ନେଇଯାଉଛି । ତା ପରେ ତାକୁ ଓଲଟେଇ ଦେଉଛି ।

Elephant

ଆଉ ଏହି ଘଟଣା ଘଟିବା ସମୟ ରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକ ଭୟବିତ ହୋଇଜାଇଥିଲେ । ସେହି ରାସ୍ତା ଦେଇ ଆସୁଥିବା କିଛି ଲୋକ ମାନେ ଏହି ଦୃଶ୍ୟ ଦେଖି ପଛକୁ ମଧ୍ୟ ପଳେଇ ଜାଇଥିଲେ ।

ତେବେ ବନ୍ଧୁଗଣ ଆଜିର ସମୟ ରେ ଏହି ପରି ଘଟଣା ବିଭିନ୍ନ ସମୟ ରେ ଦେଖିବାକୁ ମିଳୁଥିବା ବେଳେ ବନ୍ୟ ଜିବ ଯନ୍ତୁ ମାନଙ୍କ ଆକ୍ରମଣ ରେ ବର୍ଷରେ ବହୁତ ଲୋକ ମାନଙ୍କ ମୃ-ତ୍ୟୁ ବି ହୋଇଥାଏ । ତେବେ ଆପଣ ମାନେ ଏହି ଭିଡିଓ କୁ ନେଇ କଣ ମତାମତ ରଖିବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *