ଲୋକପ୍ରିୟ ଅଭିନେତ୍ରୀଙ୍କ ମୃ-ତ୍ୟୁରେ ଖେଳିଯାଇଛି ଶୋକର ଲହରୀ l

ac

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଆସି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଏହି ଅଭିନେତ୍ରୀଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବାପରେ ମନୋରଞ୍ଜନ ଦୁନିଆରେ ଶୋକର ଲହରୀ ଖେଳି ଯାଇଛି ।

ତେବେ ଚଳଚିତ୍ର ବ୍ୟତୀତ ଏହି ଅଭିନେତ୍ରୀ ଜଣକ ରାଜନୀତିରେ ପାଦ ଥାପିଥିଲେ । ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ଅନେକ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ବେଶ୍ ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ତେବେ କିଛି ଚଳଚ୍ଚିତ୍ରରେ ସେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଁଥିଲେ । ତେବେ ପୁଣି ମନୋରଞ୍ଜନ ଦୁନିଆକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

Gina Bay

ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ତାଙ୍କର ବାସ ଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ଅନେକ ଦିନ ହେବ ବାର୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ ବୋଲି ସୂଚନା ମିଳିଛି । ୩୦ ଅଗଷ୍ଟ ୧୯୩୬ ମସିହାରେ ଅଭିନେତ୍ରୀ ଯମୁନା ଜନ୍ମ ଗ୍ରହଣ କରିଥିଲେ । ତେବେ ଅଭିନେତ୍ରୀ ଯମୁନାଙ୍କ ପ୍ରକୃତ ନାମ ହେଉଛି ଜିନା ବାଇ । ସେ ୧୯୫୩ ମସିହାରେ ୧୬ ବର୍ଷ ବୟସରେ ଗାରିକାପାରି ରାଜାରାମଙ୍କ ନିର୍ଦ୍ଦେଶିତ ପିତୁଲୁରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ଦୀର୍ଘ ଚାରି ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ସମୟର ଭେଟରାନ ଅଭିନେତା ମାନଙ୍କ ସହିତ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ ଅଭିନେତ୍ରୀ ଯମୁନା । ତେବେ ଦୁନିଆକୁ ଅଲବିଦା କହିଲେ ଅଭିନେତ୍ରୀ ଯମୁନା । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଚଳଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *