ଡାକ୍ତର ଶୁଭଶ୍ରୀ କରଙ୍କ ମୃ-ତ୍ୟୁ, କାରଣ ଅସ୍ପଷ୍ଟ । ରାତି ୨ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ଭୋଜିର ଆୟୋଜନ କରାଯାଇଥିଲା

Doctor 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁଠି ଇଂରାଜୀ ନୂଆ ବର୍ଷ ପାଳନ ହେଉଥିଲା କେଉଁଝର ଜିଲ୍ଲା ଜୋଡା ସରକାରୀ ଡାକ୍ତର ଖାନାରେ ବି ବହୁତ ଧୁମଧାମ୍ ରେ ପାଳନ କରାଯାଉଥିଲା ଏହି ନୂତନ ନବ ବର୍ଷ କୁ ଡାକ୍ତର ଖାନା ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମିଶି କରୁଥିଲେ ଗେଟୁ ଗେଦର ହଁ ପରିବାର ମିଳନ ହଁ ଆଉ ଯେଉଁଠାରେ ଯୋଗ ଦେଇଥିଲେ ଡାକ୍ତର ଶୁଭଶ୍ରୀ କର ଆଉ ନୂଆ ବର୍ଷ କୁ ପାଳନ କରିବା ପାଇଁ ଡାକ୍ତରଖାନା ରେ ଯେଉଁ ଭୋଜି ଭାତର ଆୟୋଜନ କରାଜାଇ ଥିଲା ।

ତାହା ଶେଷ ହେବା ବେଳକୁ ରାତି ଦୁଇଟା ବାଜି ଜାଇଥିଲା । ଆଉ ଏହା ପରେ କ୍ୱାଟର କୁ ଫେରିଥିଲେ ଡାକ୍ତର ଶୁଭଶ୍ରୀ କର ହେଲେ ସକାଳୁ ବହୁତ ବିଳମ୍ବ ପର୍ଯ୍ୟନ୍ତ ସେ କବାଟ ଖୋଲି ନଥିଲେ ସକାଳ ଜାଇ ସଂନ୍ଧ୍ୟା ହେଲା ସାଥି କର୍ମଚାରୀ ମାନେ ସନ୍ଧେହ କରି ପୋଲିସ କୁ ଖବର ଦେଇଥିଲେ । ଆଉ ପୋଲିସ ଘଟଣା ସ୍ଥଳରେ ପହଁଚି କବାଟ ଭାଙ୍ଗି ଦେଖିବା ବେଳକୁ ଆଉ ଦୁନିଆଁ ରେ ନଥିଲେ ଶୁଭଶ୍ରୀ କର ।

Doctor

ହଁ ବନ୍ଧୁଗଣ ଏମିତି ଘଟଣା କେଉଁଝର ଜିଲ୍ଲା ଜୋଡା ସରକାରୀ ଡାକ୍ତର ଖାନାରେ ହୋଇଛି । ଆଉ ସେହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ମିଳିଲା ଡାକ୍ତର ଶୁଭଶ୍ରୀ ଙ୍କ ମୃ-ତ ଦେହ । କହିରଖିବୁ କି ଡାକ୍ତର ଶୁଭଶ୍ରୀ ଙ୍କ ଘର କଟକ ର ଅଟେ ବୋଲି ଜଣା ପଡିଛି । ସେ ଗତ ଏପ୍ରିଲ ମାସ ଠାରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିଲେ । ଆଉ ବନେଇ କଳା ର ଡାକ୍ତର ଖାନାଟି ଏକ ଭଡା ଘରେ ଚାଲୁଥିଲା ।

ନୂଆ ବର୍ଷ ଦିନ ରାତିରେ ସବୁ ଡାକ୍ତର ଖାନା ର କର୍ମଚାରୀ ମାନେ ଭୋଜି ଭାତର ଆୟୋଜନ କରିଥିଲେ । ଭୋଜିଭାତ ସରିବା ବେଳକୁ ରାତି 2.00 ବାଜି ଜାଇଥିଲା ଆଉ ଏହା ପରେ କ୍ୱାଟର କୁ ଫେରିଥିଲେ ଡାକ୍ତର ଶୁଭଶ୍ରୀ କର ହେଲେ ସକାଳୁ ବହୁତ ବିଳମ୍ବ ପର୍ଯ୍ୟନ୍ତ ସେ କବାଟ ଖୋଲି ନଥିଲେ ସକାଳ ଜାଇ ସଂନ୍ଧ୍ୟା ହେଲା ସାଥି କର୍ମଚାରୀ ମାନେ ସନ୍ଧେହ କରି ପୋଲିସ କୁ ଖବର ଦେଇଥିଲେ ।

ପୋଲିସ ଆସି କବାଟ ଭାଙ୍ଗିବାରୁ ଖଟ ଉପରେ ପଡ଼ିଥିଲା ଡାକ୍ତର ଶୁଭଶ୍ରୀ ଙ୍କ ମୃତଦେହ । ପୋଲିସ ମୃତଦେହ କୁ ବେବେଛେଦ କରି ଟାଟାଷ୍ଟିଲ ଡାକ୍ତରଖାନା କୁ ପଠେଇଛି ଶବ ବେବଚ୍ଛଦ ରିପୋର୍ଟ ଆସିବା ପରେ ମୃ-ତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହୁଛି । ଆଉ ଏପଟେ ଡାକ୍ତରାଣୀ ଙ୍କର କେମିତି ମୃ-ତ୍ୟୁ ହେଲା ତାହାକୁ ନେଇ କେହିବି ବିଶ୍ୱାସ କରି ପାରୁନାହାଁନ୍ତି । ଆଉ ଶବବେବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ସତରେ କଣ ହୋଇଥିଲା ଡାକ୍ତର ଶୁଭଶ୍ରୀଙ୍କର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *