ହଷ୍ଟେଲରେ ମରିଗଲା ପୁଅ, କିନ୍ତୁ ମୃତଦେହ ପରିବାରକୁ ଦେବା ପାଇଁ ୨୫ ଲକ୍ଷ ଟଙ୍କା ମାଗୁଛି ବିଶ୍ୱବିଦ୍ୟାଳୟ

boy

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 25 ଲକ୍ଷ ଦିଅ ମଲା ପୁଅ କୁ ନିଅ ନହେଲେ ଶେଷ ଦର୍ଶନ ଭୁଲିଯାଅ । ଏମିତି କିଛି କହିଲା ଇୟୁନିଭର୍ସିଟି । ମଲା ପରେ ଡାକ୍ତର ପୁଅ ର ମଲା ଶରୀର ନେବାକୁ ପରିବାର କୁ 25 ଲକ୍ଷ ଦାବି କରିଛି ୟୁନିଭର୍ସିଟି । ଏହି ଘଟଣା ଟି ହେଉଛି ହାଇଦ୍ରାବଦ ର ତାମିଲନାଡୁ ଡାକ୍ତରୀ ଛାତ୍ର ଶେଖ୍ ଅବଦୁଲ ଚୀନ ର କିକି ହାର ମେଡିକାଲ ଇୟୁନିଭର୍ସିଟି ରେ ଭେଶଯ୍ୟ ବିଜ୍ଞାନ ରେ ଗତ 5 ବର୍ଷ ହେଲା ପାଠ ପଢୁଥିଲେ ।

ଆଉ ଦେହ ଖରାପ ହେବାରୁ ଭାରତ ଫେରି ଆସିଥିଲେ । ସୁସ୍ଥ ହେବା ପରେ ପୁଣି ଥରେ ଡିସେମ୍ବର 11 ତାରିଖ ରେ ଚୀନ ଫେରି ଜାଇ ଇଣ୍ଟନସିପ୍ ଆରମ୍ଭ କରିଦେଲେ । ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପୁଣିଥରେ ବିଗିଡି ଜାଇଥିଲା ତାଙ୍କୁ ଇୟୁନିଭର୍ସିଟି ତରଫ ରୁ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସା ବି କରାଯାଉଥିଲା । ଯାହା ଦ୍ୱାରା ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

sakh

ହେଲେ ଶେଷରେ ସେଖ୍ ଅବଦୁଲ ଙ୍କ ଦେହାନ୍ତ ହୋଇଗଲା । ଆଉ ମର ଶରୀର ଆଣିବାକୁ ଇୟୁନିଭର୍ସିଟି କଲା ଜୁଲମ 25 ଲକ୍ଷ ଦିଅ ମଲା ପୁଅ କୁ ନିଅ ଶେଖ୍ ଙ୍କ ଚିକିତ୍ସା ବାବଦ କୁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଦେଲେ ମଲା ପୁଅ କୁ ନେବ ନହେଲେ ନାହିଁ ବୋଲି ରୋକ ଠୋକ୍ ସୁଣେଇ ଦେଲା ଇୟୁନିଭର୍ସିଟି ।

ହେଲେ ଶେଖ୍ ଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ ସେହି ନେଇ ଭାଙ୍ଗି ପଡିଛନ୍ତି । ଏବେ କେବଳ ଶେଖ୍ ଙ୍କ ଶେଷ ଦର୍ଶନ କରିବାକୁ ତାଙ୍କର ପରିବାର ଅପେକ୍ଷା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *