ରାସର୍ନ କାର୍ଡକୁ ନେଇ ଆସିଲା ବଡ ଖବର – କଟିଯିବ ଏହି ମାନଙ୍କ କାର୍ଡ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ରାସନ କାର୍ଡ ଧାରୀ ଙ୍କ ପାଇଁ ଆସିଲା ବଡ ଖୁସୀ ଖବର ଏହି ମାସରେ ଏକାଉଣ୍ଟ ରେ ମିଳିବ 1 ହଜାର ଟଙ୍କା ଯଦି ଆପଣ ମାନେ ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣ ମାନଙ୍କୁ ବହୁତ ଉପକୃତ ହେବ । ରାସନ କାର୍ଡ ଧାରୀ ଙ୍କ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ସୁବିଧା ଆରମ୍ଭ କରିଛନ୍ତି ।

Ration

ଏହା ସହିତ ଅନେକ ରାଜ୍ୟ ସରକାର ମଧ୍ୟ ସମୟ ଅନୁସାରେ ନୂଆ ଯୋଜନା ମଧ୍ୟ ଆଣିଛନ୍ତି । ଏହି ପରି ତାମିଲନାଡୁ ସରକାର ଗତ ଦିନ ମାନଙ୍କରେ ପଙ୍ଗୋଲ ଉପହାର ଦେବାକୁ ଘୋଷଣା କରିଛନ୍ତି । ଏହାର ଅଧିନ ରେ CM ଏମ୍ କେ ପଙ୍ଗୋଳ ମହତ୍ସବ ଅବସର ରେ ରାସନ ଧାରୀ ମାନଙ୍କୁ 1 ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ଏହିଥି ପାଇଁ ଅସହାୟ ଲୋକ ମାନଙ୍କୁ ଏହାର ସୁବିଧା ଦେବା ପାଇଁ ଆରମ୍ଭ କରି ଦେଇଛନ୍ତି ।

ପରବର୍ତି ଖବର ଟି ହେଲା ରାଜ୍ୟରେ ବହି ମିଳିବା ନେଇ ଆସିଲା ବଡ ଖବର । 2023-24 ଶିକ୍ଷା ବର୍ଷ ପାଇଁ ସରକାର ଙ୍କ ପକ୍ଷରୁ ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି । ପ୍ରଥମ ଦିବସ ରେ ପୁରୀ , କେଉଁଝର , ଜଗତସିହଂପୁର , ଜାଜପୁର ଜିଲ୍ଲା ସମେତ ଅନ୍ୟ 15 ଟି ବ୍ଲକ୍ ଏବଂ ପାଠ୍ୟ ପୁସ୍ତକ ଯୋଗେଇ ଦିଆଜାଇଛି ।

school Staff

ମାର୍ଚ୍ଚ 31 ତାରିଖ ସୁଧା 314 ବ୍ଲକ୍ ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ନିକଟ ରେ ପାଠ୍ୟ ପୁସ୍ତକ ପହଁଚେଇବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ସମୟ ମଧ୍ୟରେ 2.5 କୋଟି ପାଠ୍ୟ ପୁସ୍ତକ ଓ 1.5 କୋଟି ଅନ୍ୟନ ପୁସ୍ତକ ବିତରଣ କରିବାକୁ ନିସ୍ପତି ହୋଇଛି ।

ସେହି ପରି ପରବର୍ତି ଖବର ଟି ହେଲା ବର୍ଷ 2023 ଆରମ୍ଭ ହେବା ସହ ଇୟୁଜର ମାନଙ୍କ ପାଇଁ ଖୁସୀ ଖବର ଆଣିଛି ଜିଓ କମ୍ପାନୀ ଏବେ ନିୟୁଅର ଫ୍ରୀ ପ୍ଲାନ 2023 କୁ ବାହାର କରିଛି ଏହିଥିରେ ଆନଲିମିଟେଡ ଡାଟା ଭୟେସ କଲିଂ ଏକ ବର୍ଷ ପାଇଁ ମାଗଣା ରେ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *