ମ୍ୟାଚ ପୂର୍ବରୁ ଏମିତି କରିଥାନ୍ତି ସୂର୍ଯ୍ୟ କୁମାର !! | ନିଜର ସଫଳତାର Story କହିଲେ ସୂର୍ଯ୍ୟ କୁମାର !!

Surya Kumar 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସକ୍ସେସ୍ ର ସିକ୍ରେଟ କହିଲେ ସୂର୍ଯ୍ୟ କୁମାର ଯାଦବ । ମ୍ୟାଚ ପୂର୍ବରୁ କେମିତି ବିତାନ୍ତି ସମୟ ଏହି ନେଇ ସୂର୍ଯ୍ୟ କୁମାର ଯାଦବ କିଛି ଖୋଲାସା କରିଛନ୍ତି । ଆଉ ସେ ଏହା ବି କହଛନ୍ତି ତାଙ୍କର ସକ୍ସେସ୍ ପଛରେ ଥିବା ସିକ୍ରେଟ କୁ ବହୁତ କମ୍ ଲୋକ ମାନେ ହିଁ ଜାଣନ୍ତି । ତେବେ ଭାରତ ଏବଂ ଶ୍ରୀ ଲଙ୍କା ମଧ୍ୟରେ ଖେଳାଜାଇଥିବା ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ ରେ ସୂର୍ଯ୍ୟ କୁମାର ଯାଦବ ଙ୍କ ବିସ୍ଫୋରକ ଉଇନିଂ ସମସ୍ତ ଙ୍କୁ ବିମୋହିତ କରିଛି ।

ମ୍ୟାଚ ରେ ଶ୍ରୀ ଲଙ୍କା ବୋଲର କୁ ପ୍ରବଳ ଧୋଇଛନ୍ତି ସୂର୍ଯ୍ୟ କୁମାର । ଆଉ ଏହି ପରି ବିସ୍ପୋରକ ଉଇନିଂ ପରେ ସମସ୍ତେ ସୂର୍ଯ୍ୟ କୁମାର ଙ୍କ ପ୍ରଶଂସା କରି ଥକୁ ନାହାଁନ୍ତି । ଯେମିତି କି କ୍ୟାପଟେନ ହାର୍ଦ୍ଧିକ ପାଣ୍ଡିଆ ମଧ୍ୟ କହିଛନ୍ତି ଯଦି ମୁଁ ତାଙ୍କୁ ବୋଲିଂ କରିଥାନ୍ତି ତେବେ ମୁଁ ତାଙ୍କର ବେଟିଂ ଦେଖି ନିଶ୍ଚିତ ଭାବେ ନିରାଶ ହୋଇଥାନ୍ତି । ସତରେ ସେ ବହୁତ ଭଲ ଶତକିୟ ଇନିଂଙ୍ଗ୍ସ ଖେଳିଥିଲେ ବୋଲି ମ୍ୟାଚ ଶେଷରେ ସୂର୍ଯ୍ୟ ଙ୍କ ବିଷୟ ରେ ଏମିତି କହିଛନ୍ତି ହାର୍ଦ୍ଧିକ ପାଣ୍ଡିୟା ।

Surya Kumar

ଆଉ ଏହା ପରେ ସୂର୍ଯ୍ୟ କୁମାର ଙ୍କୁ ତାଙ୍କର ସକ୍ସେସ୍ ପଛର ସିକ୍ରେଟ କଣ ବୋଲି ପ୍ରଶ୍ନ କରାଜାଇ ଥିଲା । ଜାହାର ଉତ୍ତର ରେ ସୂର୍ଯ୍ୟ କୁମାର କହିଥିଲେ କି ସେ ମ୍ୟାଚ ପୂର୍ବରୁ ଟେନସନ ଫ୍ରୀ ହୋଇ ସମୟ ବିତେଇବାକୁ ପସନ୍ଦ କରନ୍ତି । ଖାସ୍ କରି ସେ ନିଜର ପତ୍ନୀ ଙ୍କ ସହିତ ସମୟ ବିତେଇବାକୁ ସେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ଆଉ ପତ୍ନୀ ଙ୍କ ସହ ସମୟ ବିତେଇବା ସମୟ ରେ ସେ କ୍ରିକେଟ କୁ ଯଥା ସମ୍ଭବ ଦୂରରେ ରଖନ୍ତି ।

ତେବେ କହି ରଖିବୁ ସୂର୍ଯ୍ୟ କୁମାର ତାଙ୍କର କଲେଜ ବେଳର ବନ୍ଧୁ ଦେବିଶା ସେଠି ଙ୍କୁ ବିବାହ କରିଛନ୍ତି । ଏକ କଲେଜ କାର୍ଯ୍ୟକ୍ରମ ରେ ସୂର୍ଯ୍ୟ କୁମାର ଦେବିଶା ଙ୍କ ପଛରେ ପାଗଳ ହୋଇ ଜାଇଥିଲେ । ଏହା ପରେ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *