ମିଡ଼ିଆ ଆଗରେ ନିଜ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. OLYWOD ହଟ ଅଭିନେତ୍ରୀ ଐଶଯ୍ୟା ( AISHWARYA )ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

AISHWARYA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ଅଭିନେତା ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବାବଦରେ ଜଣାଇବୁ ଯିଏ କି ଏଇ କମ୍ ଦିନ ମଧ୍ୟରେ ଓଲିଉଡ଼ ସିନେମା ଜଗତରେ ପାଦ ରଖିଛନ୍ତି । ଆଉ ଏହି କମ୍ ଦିନ ମଧ୍ୟରେ ସେ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି । ଏବଂ ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରି ପାରିଛନ୍ତି । ସେ ଜଣେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାବେ ବେଶ୍ ଜଣା ଶୁଣା । କମେଡି ପ୍ରତି ତାଙ୍କର ରହିଛି ଅହେତୁକ ରୁଚି ।

ତେବେ ବନ୍ଧୁଗଣ ଆଗକୁ ତାଙ୍କର ଏକ ନୂଆ ସିନେମା ଆସିବା ପାଇଁ ଯାଉଛି । ଯେଉଁ ଥିରେ ଦର୍ଶକ ମାନେ ତାଙ୍କର ଦମଦାର ଅଭିନୟ କୁ ଦେଖିବା ପାଇଁ ପାଇବେ । ତେବେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଓଲିଉଡ ର ହାସ୍ୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ବେହେରା । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଅନେକ ଶୋ ଏବଂ ସିନେମା ରେ ହାସ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି । ତେବେ ଜୀ ସାର୍ଥକ ରେ ପ୍ରସାରିତ ହେଉଥିବା କମେଡି ଶୋ ମିଷ୍ଟର ନନ୍ସେଶ ରେ ଗୁଗୁଲି ମାଡ଼ମ ଚରିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କୁ ଖୁବ୍ ହସାଇ ଥିଲେ ଐଶ୍ଚର୍ଯ୍ୟା । ଏହା ପରେ ଅନେକ ସିନେମା ରେ ଖୁବ୍ ସୁନ୍ଦର ଅଭିନୟ କରିଥିବା ର ମଧ୍ୟ ନଜର ଆସିଥିଲେ ଐଶ୍ଚର୍ଯ୍ୟା ବେହେରା ।

ac

ତେବେ ହାସ୍ୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ବେହେରା ଅଭିନୟ ରେ ଯେପରି ନିପୁଣ ଅଟନ୍ତି ପାଠରେ ମଧ୍ୟ ସେତିକି ନିପୂଣ । ଇଂଲିଶ ଖୁବ୍ ସ୍ପଷ୍ଟ ଭାବରେ କହି ପାରନ୍ତି ଐଶ୍ଚର୍ଯ୍ୟା ବେହେରା । ଏହା ସହିତ ସେ ଇଂଲିଶ ଗୀତ ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇଥାନ୍ତି । ଏବଂ ବହୁତ ଷ୍ଟାଇଲସ କଥା ମଧ୍ୟ କୁହନ୍ତି , ଯାହାକୁ ଦର୍ଶକ ମାନେ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି । ଆଗକୁ ଐଶ୍ଚର୍ଯ୍ୟା ବେହେରା ଆହୁରି ଭଲ ଭଲ କାମ କରି ସମାଜ କୁ ଭଲ ବାର୍ତ୍ତା ଦେବେ ବୋଲି ସେ କହିଛନ୍ତି ।

ତେବେ ବନ୍ଧୁଗଣ ଆଗକୁ ତାଙ୍କର ଏକ ନୂଆ ସିନେମା ଆସୁଛି ” ତୋର ମୋର୍ କଟି ” ଯେଉଁଥିରେ ଐଶ୍ଚର୍ଯ୍ୟା ବେହେରା ହାସ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଏହା ସହିତ ସୈଳେନ୍ଦ୍ର ଏବଂ ଶୀତଲ ଙ୍କ ଯୋଡ଼ି କୁ ପ୍ରଥମ ଥର ଦର୍ଶକ ଏହି ସିନେମା ରେ ଦେଖିବା ପାଇଁ ପାଇବେ । ଏବଂ ସିଦ୍ଧାନ୍ତ ମହାପାତ୍ର ଓ ଝିଲକ୍ ମଧ୍ୟ ଏହି ସିନେମା ରେ ନଜର ଆସିବେ । ତେବେ ଏହି ସିନେମା ତୋର ମୋର୍ କଟି ଖୁବ୍ ଶୀଘ୍ର ରିଲିଜ୍ ହେବା ଫାଇ ଯାଉଛି । ଦର୍ଶକ ମାନେ ମଧ୍ୟ ସିନେମା କୁ ନେଇ ଖୁବ୍ ଏକ୍ସସାଇଟେଡ୍ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *