ସୌମ୍ୟଙ୍କ ଘରକୁ ଫୋନ କରି ଏମିତି କିଛି କହିଲେ ସୋନାଲିଙ୍କ ବାପା..

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେ ଝିଅର ବାପା ମୋ ସ୍ୱାମୀଙ୍କୁ କଲ କରିଥିଲେ । ଘଟଣା ର ସମାଧାନ କରିବାକୁ କହୁଥିଲେ । ଆଗେ ଆସନ୍ତୁ ଆମ ଘରକୁ ବସି ଘଟଣା ର ସମାଧାନ କରିବା ଏହି କଥା ସୁଣୁ ସୁୁଣୁ ମୋ ସ୍ୱାମୀ ବି କହିଦେଲେ ଆଉ ସମାଧାନ କଣ କରିବେ । ମୋ ପୁଅ ତ ଚାଲିଗଲା ସଂସାର ତ ଉଜୁଡିଗଲା ଆଉ କଣ ସମାଧାନ କରିବୁ । ଯଦି ପ୍ରକୃତ ରେ ସମାଧାନ ଚାହୁଁଥିଲେ ତେବେ ଠିକ୍ ସମୟ ରେ କୁଆଡେ ଯାଇଥିଲେ ।

ସବୁ କଥା ଜାଣିବି ଆପଣ ମାନେ ନିଜ ଝିଅ କୁ ବୁଝେଇଲେ ନାହିଁ କି ଆମକୁ ଜଣେଇଲେ ନାହିଁ । ଆଉ ଯେତେ ବେଳେ ହାଇ କୋର୍ଟ ଙ୍କ ନିର୍ଦ୍ଧେଶ ଆସିଲା କହୁଛ ସମାଧାନ କରିବା । ହୁଏତ ଯଦି ସେତେ ବେଳେ ଏହି କଥା କହିଥାନ୍ତେ । ତେବେ ମୋ ପୁଅ ବଞ୍ଚି ଜାଇଥାନ୍ତା । ଆଜି ଯେଉଁ ବୟସ ରେ ପୁଅ ର ସାହାରା ଦରକାର ଥିଲା ସେହି ବୟସ ରେ ଏକା ରହୁଛୁ ଆମେ ଦିନ ଗୁଡିକ କେମିତି କଟୁଛି ସେହି କଥା କେବଳ ଆମେ ବୁଢା ବୁଢି ଦୁଇଟା ଜାଣିଛୁ ।

samya

ଆଉ କିଛି ସମାଧାନ ହୋଇ ପାରିବ ନାହିଁ ଯାହା ସମାଧାନ ହେବ କୋର୍ଟରେ ହେବ । ଯିଏ ଭୁଲ କରିଛି ଆଇନ ତାଙ୍କୁ ଦଣ୍ଡ ଦେବ । ହଁ ଯିଏ ଦୋଷ କରିଛି ଆଇନ ତାକୁ ଦଣ୍ଡ ଦେବା ଦରକାର । ହଁ ବନ୍ଧୁଗଣ ଆଉ କିଛି ଦିନ ପରେ ଗୋଟିଏ ବର୍ଷ ପୁରିବ ମୋଡେଲ ସୈମ୍ୟ ପାଣିଗ୍ରାହୀ ଙ୍କ ହ-ତ୍ୟାକୁ ଗତ ବର୍ଷ ଜାନୁଆରୀ 30 ରେ ଆ-ତ୍ମ-ହ-ତ୍ୟା କରିଥିଲେ ସୈମ୍ୟରଂଞୀନ ସୁସାଇଟ ନୋଟ ରେ ପ୍ରେମିକା ସୋନାଲୀ ଙ୍କ ନାମ ରହିଥିଲେ ବି ପୋଲିସ ଏହି ଦିଗରେ ପଦକ୍ଷେପ ନେଇ ନଥିଲା ।

ଏପଟେ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ ସୈମ୍ୟ ଙ୍କ ପରିବାର ଲୋକେ ହାଇ କୋର୍ଟ ଙ୍କ ନିର୍ଦ୍ଧେଶ ପରେ ପୋଲିସ ସୋନାଲୀ ଏବଂ ତାଙ୍କ ମାଆ ଙ୍କ ନାମରେ ମାମଲା ରୁଜୁ ହୋଇଥିଲା । 306 ଏବଂ 34 IPC ରେ ମାମଲା ରୁଜୁ କରିଥିଲା ପୋଲିସ ପରିବାର ଲୋକ ସୌମ୍ୟ ର ମୃ-ତ୍ୟୁ ପାଇଁ ଗାର୍ଲଫ୍ରେଣ୍ଡ ସୋନାଲୀ ନନ୍ଦ ଦାୟୀ ବୋଲି କହିଥିଲେ ।

ଆ-ତ୍ମ-ହ-ତ୍ୟା ପାଇଁ ସେମାନେ ଉସ୍କାଇ ଥିବା କଥା କହିଥିଲେ ପରିବାର ଲୋକେ ପୋଲିସ ଏହାର ତଦନ୍ତ କରିଥିଲେ । ତେବେ 3 ମାସ ମଧ୍ୟରେ ଏହାକୁ ନେଇ ରାୟ ସୁଣେଇବେ ବୋଲି କହିଥିଲେ ତେବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ମିଳୁଛି ସୈମ୍ୟ ଙ୍କ ପରିବାର ଲୋକଙ୍କୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *