ରାସ୍ତା ଉପରେ ଝଗଡା କଲେ ସିଦ୍ଧାନ୍ତ ମହାପାତ୍ର । ଭିଡ଼ିଓ ହେଉଛି ଭାଇରଲ…

Siddhant 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସ୍ତା ଉପରେ ଏମିତି କଣ ହେଲା ହଠାତ ରାସ୍ତା ଉପରେ କଣ ପାଇଁ ରାଗିଗଲେ ସିଦ୍ଧାନ୍ତ ମହାପାତ୍ର । ତେବେ ବନ୍ଧୁଗଣ ଆପଣ ମାନେ ସିନେମା ରେ ଅନେକ ସମୟ ରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିଭିନ୍ନ ଭୂମିକା ରେ ଦେଖିଥିବେ । ହେଲେ ଅସଲ ଜିବନ ରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆମେ ଆପଣ ମାନଙ୍କୁ ଦେଖେଇବାକୁ ଯାଉଛୁ ।

ଯାହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଘଟଣା ଅନୁସାରେ ଆପଣ ମାନେ ଜାଣିଥିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଜଣେ ଏଭରଗ୍ରୀନ କଳାକାର ସେ ତାଙ୍କର ଅଭିନୟ ଦ୍ୱାରା ଲୋକ ମାନଙ୍କୁ ଯେତିକି ଲୋଭାୟିତ କରିଥାନ୍ତି ତାଙ୍କର ବ୍ୟକ୍ତିତ୍ୱ ଦ୍ୱାରା ତା ଠାରୁ ଅଧିକ କରିଥାନ୍ତି ।

Siddhanta

ତେବେ ବର୍ତମାନ ଯେଉଁ ଭିଡ଼ିଓ ଭାଇରଲ ହେଉଛି ସେହିଥିରେ ସେ ଏକ ଅମାନିଆ ଚାଳକ ଙ୍କୁ ଟ୍ରାଫିକ ନିୟମ ବିଷୟ ରେ କହୁଛନ୍ତି । ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି ସିଦ୍ଧାନ୍ତ ମହାପାତ୍ର ନିଜର ସାଇକେଲ ରେ ହେଲମେଲ ଲଗେଇ ଟ୍ରାଫିକ୍ ନିୟମ ଅନୁସାରେ ଯାଉଛନ୍ତି । ହେଲେ ସେହି ସମୟ ରେ ଜଣେ ବାଇକ ବାଲା ଭୁଲ ରାସ୍ତା ଦେଇ ଯାଉଛନ୍ତି ଜାହାକୁ ଖୁଲମ୍ ଖୁଲା ବିରୋଧ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ସେ କହିଛନ୍ତି ପ୍ରଥମେ ନିଜ ଭୁଲ ମାଗ ଆଉ ତାହାକୁ ଗ୍ରହଣ କରି ସୁଦାରି ନିଅ ଏମିତି ଯୁକ୍ତି କର ନାହିଁ । ହେଲେ ଯୁବକ ଜଣଙ୍କ ତାଙ୍କ କଥା ନସୁଣି ଅଜଥା ରେ ଯୁକ୍ତି କରୁଥିବା ଭିଡିଓ ରେ ଦେଖିବା ପାଇଁ ମିଳିଛି । ଆଉ ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆ ରେ ଭାଇରଲ ହେବା ପରେ ଲୋକ ମାନେ ତାଙ୍କର କାର୍ଯ୍ୟକୁ ବହୁତ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତାଙ୍କର ସମର୍ଥନ ବି କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *