ବାହାଘର ୩ମାସ ପରେ ଶ୍ଵେତାଲେନା ଓରଫ ତୁଳସୀ ଦେଲେ ବଡ଼ ଖୁସି ଖବର |

tulashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘରର କିଛି ମାସ ପରେ ହିରୋଇନ ଶ୍ଵେତାଲେନା ତାଙ୍କ ଫ୍ୟାନ୍ସ ମାନଙ୍କୁ ଦେଲେ ଖୁସି ଖବର । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିନେବା କଣ ରହିଛି ଏହି ଖୁସି ଖବର ସେଥିପାଇଁ ଆପଣ ମାନେ ଆମର ପୋଷ୍ଟ କୁ ଶେଷ ଯାଏ ପଢନ୍ତ ଜାଣି ପାରିବେ ।

ତେବେ ବନ୍ଧୁଗଣ ଓଲିଉଡ ସିରିଏଲ ଜଗତର ଏକ ନାମିଦାମି ଅଭିନେତ୍ରୀ ଭାବେ ବେଶ୍ ପରିଚିତ ଏହି ଅଭିନେତ୍ରୀ ଜଣକ । ତେବେ ହିରୋଇନ ଶ୍ଵେତାଲେନା ଭଟ୍ଟାଚାର୍ଯ୍ୟ ତ ଅଗଣାର ତୁଳସୀ ମୁଁ ସିରିଏଲ ରେ ବେଶ୍ ସୁନ୍ଦର ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ । ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଜଣକ ତାଙ୍କ ଶାଶୂ ଘରେ ଅଛନ୍ତି ।

Shwetalena

ତେବେ ଖୁସି ଖବର ଏହାକି ଅଭିନେତ୍ରୀ ଶ୍ଵେତାଲେନା ଙ୍କର ବିବାହ ପରେ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ବା ଇନଷ୍ଚାଗ୍ରାମ ଆଇଡି ରେ ଏକ ଲକ୍ଷ ଫଲୋରସ ହୋଇଯାଇଛନ୍ତି । ଯାହା ଫଳରେ ଶ୍ଵେତାଲେନା ତାଙ୍କୁ ନେଇ ବହୁତ ଖୁସି ଅଛନ୍ତି । ତେବେ ଏହି ଖୁସି ଖବରଟି ତାଙ୍କ ପରିବାର ସହ ସେୟାର କରିବା ସହିତ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ସେୟାର କରିଛନ୍ତି ।

ତାଙ୍କ ସ୍ୱାମୀଙ୍କ ସହ ଏହି ଖୁସି ଖବରଟି କେକ୍ କାଟି ସେଲିବ୍ରେଟ୍ କରିଛନ୍ତି । ଏହାପରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଖୁସି ହେଉଥିବାର ନଜର ଆସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *