ଝିଅ ଜନ୍ମ ହେବା ପରଠାରୁ ମେଣ୍ଟାଲି, ଫିଜିକାଲି ଟର୍ଚର କରୁଥିଲେ । ଜଣେ ଥାର୍ଡ ପର୍ସନ ପାଇଁ ମୋତେ ଘରୁ ତଡ଼ିଦେଲେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହ୍ୟୁମନ ସାଗର ପତ୍ନୀ ପାରିବାରିକ ବିବାଦ ଘଟଣା । ଗଣ ମାଧ୍ୟମ ସାମ୍ନାରେ ସାଙ୍ଘାତିକ ବୟାନ ଦେଲେ ହ୍ୟୁମନ ଙ୍କ ପତ୍ନୀ ଶ୍ରୀୟା । ଧର୍ମ ପରିବର୍ତନ ପାଇଁ ବାଧ୍ୟ କରୁଥିଲେ ହ୍ୟୁମନ ଏବଂ ସିନ୍ଦୁର ପିନ୍ଧିବାକୁ ବି ଦେଉନଥିଲେ ହ୍ୟୁମନ । ଠାକୁର ଙ୍କ ଭୋଗ ଖାଇଲେ ପାପ ବୋଲି କୁହନ୍ତି । ଗତ 5 ବର୍ଷ ହେଲା ମେଣ୍ଟାଲି , ଫିଜିକାଲି ଟର୍ଚର ମଧ୍ୟ କରୁଥିଲେ । ଏବଂ ଝିଅ ଜନ୍ମ ହେବା ପର ଠାରୁ ନିର୍ଜାତନା ବଢିଜାଇଥିଲା । କହିଥିଲେ ହ୍ୟୁମନ ଙ୍କ ପତ୍ନୀ ।

ଜଣେ ଥାର୍ଡ ପର୍ସନ ଙ୍କ ପାଇଁ ତାଙ୍କୁ ଘରୁ ତଡି ଦେଇଛନ୍ତି ହ୍ୟୁମନ । ତାଙ୍କ ମାଆ ଏବଂ ଘର ଲୋକ ବିଶେଷ କରି ଏମିତି କୁହନ୍ତି । ମଦ ପିଇବାକୁ ନଦେବାରୁ ହ୍ୟୁମନ ତାଙ୍କୁ ପିଟା ପିଟି କରନ୍ତି । ମଦ ପିଇବା ବଢଯିବାରୁ ତାଙ୍କ କାମରେ ପ୍ରଭାବ ପଡୁଥିଲା । ତେବେ ନିଶା ଶକ୍ତ ଥିଲେ ସେ ସୋ କରିପାରନ୍ତି ନି କି ରେକର୍ଡିଂ ବନ୍ଦ ରଖନ୍ତି । ଜାହା ବୟାନ ଦେଇଛନ୍ତି ହ୍ୟୁମାନ ଙ୍କ ପତ୍ନୀ ଶ୍ରୀୟା ଗଣମାଧ୍ୟମ ସାମ୍ନାରେ ସାଙ୍ଘାତିକ ବୟାନ ରଖିଛନ୍ତି ହ୍ୟୁମାନ ଙ୍କ ପତ୍ନୀ ।

sa

ଧର୍ମ ପରିବର୍ତନ ପାଇଁ ବାଧ୍ୟ କରୁଥିଲେ ହ୍ୟୁମାନ , ସିନ୍ଦୁର ପିନ୍ଧିବାକୁ ବି ଦେଉନଥିଲେ ପରିବାର ଲୋକେ । ଠାକୁର ଙ୍କ ଭୋଗ ଖାଇଲେ ପାପ ବୋଲି କୁହନ୍ତି । ଗତ 5 ବର୍ଷ ହେଲା ମେଣ୍ଟାଲି , ଫିଜିକାଲି ଟର୍ଚର ମଧ୍ୟ କରୁଥିଲେ । ଏବଂ ଝିଅ ଜନ୍ମ ହେବା ପର ଠାରୁ ନିର୍ଜାତନା ବଢିଜାଇଥିଲା ।

କହିଥିଲେ ହ୍ୟୁମନ ଙ୍କ ପତ୍ନୀ । ଜଣେ ଥାର୍ଡ ପର୍ସନ ଙ୍କ ପାଇଁ ତାଙ୍କୁ ଘରୁ ତଡି ଦେଇଛନ୍ତି ହ୍ୟୁମନ । ତାଙ୍କ ମାଆ ଏବଂ ଘର ଲୋକ ବିଶେଷ କରି ଏମିତି କୁହନ୍ତି । ମଦ ପିଇବାକୁ ନଦେବାରୁ ହ୍ୟୁମନ ତାଙ୍କୁ ପିଟା ପିଟି କରନ୍ତି ବୋଲି ଅଭିଯୋଗ କରିଥିଲେ ଶ୍ରୀୟା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *