ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢେଇଲେ ଶାହରୁକ |

Anjali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିଲ୍ଲୀ ହିଟଡ୍ରନ ମାମଲାରେ ମୃ-ତ୍ୟୁ ବରଣ କରିଥିବା ବେଳେ ଅଞ୍ଜଳି ସିଂ ଙ୍କ ପରିବାର ପାଇଁ ସାହାର୍ଯ୍ୟ ର ହାତ ବଢାଇଛନ୍ତି ଶାହରୁକ ଖାଁନ । ବିପଦ ସମୟରେ ଅଞ୍ଜଳିର ପରିବାର ସହିତ ଛିଡ଼ା ହୋଇଛନ୍ତି ଶାହରୁକ ଖାଁନ ଏବଂ ତାଙ୍କର ମିର ଫାଉଣ୍ଡେସନ ।

ନିଜ ବାପାଙ୍କ ନାଁ ରେ ୨୦୧୩ ମସିହାରେ ଆରମ୍ଭ କରିଥିବା ମୁର ଫାଉଣ୍ଡେସନ ଅର୍ଥାତ୍ ଶାହରୁକ ଖାଁନ ଙ୍କ ବାପା ମିରତାଜ ମହମ୍ମଦ ଖାଁଙ୍କ ନାଁ ରେ ମହିଳା ମାନଙ୍କୁ ସସକ୍ତ କରିବା ଦିଗରେ ଯେଉଁ ଫାଉଣ୍ଡେସନ ଟି ସେ ତିଆରି କରିଥିଲେ ଏହି ଫାଉଣ୍ଡେସନ ତରଫରୁ ମୃ-ତ୍ୟୁ ଅଞ୍ଜଳି ପରିବାର ବର୍ଗଙ୍କୁ ଗୋଟିଏ ଆମାଉଣ୍ଟ ଦିଆଯାଇଛି ।

Mir Foundation

କିନ୍ତୁ କେତେ ଟଙ୍କା ଦିଆଯାଇଛି ତାହାକୁ ଡିସକ୍ଲୁସ୍ କରାଯାଇନାହିଁ । ତେବେ ଘଟଣା ନେଇ ଅଞ୍ଜଳିଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ ଶାହରୁକ ଖାଁଙ୍କ ମିର ଫାଉଣ୍ଡେସନ ତରଫରୁ ତାଙ୍କ ପରିବାରକୁ ସାହାର୍ଯ୍ୟ କରାଯାଉଛି । କହିବାକୁ ଚାହିଁବୁ ଦିଲ୍ଲୀରେ ଡିସେମ୍ବର ୩୧ରେ ହୋଇଥିବା ସେହି ଘଟଣା ଯେଉଁଥିରେ ଅଞ୍ଜଳିକୁ ପାଖାପାଖି ୧୨ କିଲୋମିଟର ଘୋଷାଡି ନେଇଥିଲା କାର ଏବଂ ଯେଉଁଥିରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ।

ଏବଂ ଅଞ୍ଜଳି ନିଜ ପରିବାରର ଏକମାତ୍ର ରୋଜଗାରିଆ ଥିବା ଯୋଗୁ ତାଙ୍କ ପରିବାର ଏବେ ଦୁର୍ଦିନରେ ଦିନ କାଟୁଛନ୍ତି । ତେବେ ଘଟଣାଟି ଏତେ ବର୍ଗର ଆଉ ଏତେ ବିଭତ୍ସ ଥିଲା ଯାହାକୁ ବର୍ଣ୍ଣନା କରିବା ଅସମ୍ଭବ ।

ପୋଲିସ ଏହି ମାମଲାରେ ୭ ଜଣକୁ ଗିରଫ କରିଛି ଆଉ ଏହା ସହିତ ଅଞ୍ଜଳିଙ୍କ ସାଙ୍ଗ ନିଧିଙ୍କର ମଧ୍ୟ ଷ୍ଟେଣ୍ଟମେଣ୍ଟ ନେଇଛି । ତେବେ ଅଞ୍ଜଳିଙ୍କ ପରିବାର ଏବେ ଦୁର୍ଦିନରେ ଦିନ କାଟୁଛି । ଆଉ ଏହି ସମୟରେ ଶାହରୁକ ଖାଁଙ୍କ ଫାଉଣ୍ଡେସନ ତାହାଙ୍କୁ ସାହାର୍ଯ୍ୟ କରି ତାଙ୍କର ମହନୀୟତା ର ପରିଚୟ ମଧ୍ୟ ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *