ଝିଅମାନଙ୍କୁ ଦେଖି କିଛି ପୁଅ ଆଖି ମାରୁଥିଲେ, ତା ପରେ ବାଜି ପଲଟାଇ ଦେଲେ ଝିଅ

girl 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଲେଜ ରେ ଚାଲିଛି ପ୍ରହସନ ଟିକେ ଟିକେ ଭୁଲ କଲେ ଦଣ୍ଡ ଦେଉଛନ୍ତି ଛାତ୍ରଛାତ୍ରୀ ହଁ ବନ୍ଧୁଗଣ ଏଠି ପୁଅ ଙ୍କୁ ବସ ଉଠ କରୁଛନ୍ତି ଛାତ୍ରୀ ମାନେ ଜାହାର ଦୃଶ୍ୟ ଏତେ ବିଚଳିତ କରି ଦେବା ଭଳି ଯେ ଏହାର ଭିଜ୍ୟୁଆଲ ଆମେ ଦେଖେଇ ପାରିବୁ ନାହିଁ । ହଁ ବନ୍ଧୁଗଣ କଲେଜ ରେ ଚାଲିଛି ରେଗିଁ । ଏପଟେ ଫୋନ କରି ଯୁବତୀ ଙ୍କୁ ଅ-ଶ୍ଲୀ-ଳ ଭାଷା କହୁଛନ୍ତି ଯୁବକ ମାନେ । କେବଳ ଅ-ଶ୍ଲୀ-ଳ ଭାଷା ନୁହେଁ ଜିବନ ରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ।

ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ରୋଜାଲିନି ବିଶ୍ୱାଳ ଙ୍କୁ ଏକ ମାସ ତଳେ ରେଗିଂ କରାଯିବା ବେଳେ ଚାରି ଜଣଙ୍କ ଯୁବକ ଛାତ୍ରୀ ଙ୍କ ମୋବାଇଲ କୁ ଅ-ଶ୍ଲୀ-ଳ ଭାଷାରେ ଫୋନ କରି ଗାଳି ଗୁଳଜ କରିବା ସହିତ ଏସିଡ୍ ପକେଇ ପୋଡି ଦେବାକୁ ଧମକ ଦେଇଥିଲେ ।

ଏହାକୁ ନେଇ ତୁମ୍ବି ତୋଫାନ ହେବା ସହିତ ଛାତ୍ରୀ ଏବଂ ତାଙ୍କର ବଡ ଭଉଣୀ । ଅଭିଯୋଗ ଆଧାରରେ ପୋଲିସ ହୋଷ୍ଟେଲ ୱାଡେନ ଦୁଇ ଜଣ ସିନିୟର ଛାତ୍ରୀ ଚାରି ଜଣ ଯୁବକ ଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଛାତ୍ରୀ କାନ୍ଦି କାନ୍ଦି ପରିକ୍ଷା ରୁ ବଞ୍ଚିତ ହେବା ପରେ କଲେଜ ଛାଡିଲେ ।

ଏବଂ ପୋଲିସ ପ୍ରଶାସନ ଏବଂ କଲେଜ ପ୍ରଶାସନ ର ପାରିବା ପଣିଆ ପଦାରେ ବି ପଡିଲା ଆଉ ଏବେ ପୁଣି ଦୁଇ ଜଣ ଛାତ୍ରଙ୍କୁ ରେଗିଂ କରାଜାଇଥିବା ନେଇ ନିଜେ ଗଣଶିକ୍ଷା ମନ୍ତ୍ରୀ ସମିରରଂଞୀନ ଦାସ ଙ୍କ ନିର୍ବାଚନ ମଣ୍ଡଳୀ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଛାତ୍ରୀ ଙ୍କ ସହିତ ମଜାକ୍ ଭିଡ଼ିଓ କରିବାର ଫଳ କାନ ଧରି ବସ ଉଠ୍ ହେବାକୁ ପଡିଲା ଦୁଇ ଯୁବକ ଙ୍କୁ ।

ତେବେ ଏଠି ଜାହାବି ହେଉଛି ପୋଲିସ ପ୍ରଶାସନ କିମ୍ବା ଶିକ୍ଷା ପ୍ରଶାସନ ପାଖରେ ଅଭିଯୋଗ ନ କରି ମନ ଇଚ୍ଛା ଦୁଇ ଯୁବକ ଙ୍କୁ କାନ ଧରି ବସ ଉଠ୍ କରିବା ଆଦୁ ଗ୍ରହଣିୟ ନୁହେଁ ବୋଲି ବୃଦ୍ଧି ଜିବି ମହଲ ରେ ଚର୍ଚ୍ଚା ହେଉଛି । ଏହି ସଂମ୍ପର୍କ ରେ କଲେଜ କତୃପକ୍ଷଙ୍କ କୈଣସି ପ୍ରତିକ୍ରିୟା ମିଳି ପାରି ନାହି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *