ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଅ ର ଜନ୍ମ ଦିନ କୁ ବହୁତ ଧୁମଧାମ୍ ରେ ପାଳନ କରିଛନ୍ତି ବାବୁସାନ ମହାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଜବର୍ଦୋସ୍ତ ଅଭିନେତା ବାବୁସାନ ମହାନ୍ତି ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ଗତ ଦିନ ମାନଙ୍କରେ ବାପା ହୋଇଛନ୍ତି ବାବୁସାନ ମହାନ୍ତି । ଆଉ ବାପା ହେଲା ପରେ ଏବେ ନିଜର କୁନି ପୁଅ ସହ ଦେଖା ଦେଇଛନ୍ତି ବାବୁସାନ ମହାନ୍ତି ।
ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି ବାବୁସାନ ମହାନ୍ତି । 2014 ମସିହା ରେ ତାଙ୍କର ବାଲ୍ୟ ବନ୍ଧୁ ତୃପ୍ତି ଙ୍କୁ ବିବାହ କରି ଥିଲେ । ଏବଂ ବର୍ତମାନ ସମୟ ରେ ବାବୁସାନ ମହାନ୍ତି ତାଙ୍କ ପରିବାର ସହିତ ଭୁବନେଶ୍ୱର ରେ ରହୁଛନ୍ତି । ଗତ କିଛି ଦିନ ତଳେ ବାବୁସାନ ମହାନ୍ତି ତାଙ୍କ ସସୁର ଘର କୁ ବୁଲିବା ପାଇଁ ଜାଇ ଥିଲେ ।
ସେମିତି ରେ ଆପଣ ମାନେ ଜାଣି ଥିବେ ବାବୁସାନ ମହାନ୍ତି ଙ୍କ ପତ୍ନୀ ତୃପ୍ତି ଜଣେ ଶିକ୍ଷ୍ୟୟତ୍ରୀ ସେ ସାଈ ଇଣ୍ଟନେସନାଲ ସ୍କୁଲ ରେ ପିଲା ମାନଙ୍କୁ ପାଠ ପାଢାଇ ଥାନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ମହାନ୍ତି ଙ୍କ ତାଙ୍କ ସ୍ତ୍ରୀ ତୃପ୍ତି ଙ୍କ ଯୋଡି କେମିତି ଲାଗୁଛି ଆପଣ ମାନେ ନିଶ୍ଟିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ସେମିତି ରେ ସେ ସବୁ ସମୟ ରେ ନିଜର ଶାଶୁ ସସୁର ଙ୍କ ଯତ୍ନ ନେବା ସହିତ ସେମାନଙ୍କ ଭଲ ପାଇବା ଅର୍ଜନ କରନ୍ତି । ସେମିତି ରେ ବାବୁ ଙ୍କ ପୁଅ ଜନ୍ମ ହେବା ପରେ ପରେ ସମସ୍ତେ ଏହ ଖୁସୀ ରେ ତାଙ୍କୁ ଶୁଭ କାମନା ଜଣେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ,
ତାଙ୍କର ପୁଅ 5 ଦିନ ମେଡିକାଲ ରେ ରହିବା ପରେ ଆଜିି ଘରକୁ ଫେରିଛି । ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଥର ରଜ ରେ ବାବୁସାନ ଙ୍କର ଆସିବା ପାଇଁ ଜାଉଛି ଏକ ନୂଆ ଓଡିଆ ଫିଲ୍ମ ଏହି ଫିଲ୍ମ ରେ ଶୀବାନୀ ମୂଖ୍ୟ ଭୂମିକା ରେ ଅଭିନୟ କରୁ ଥିବାର ଦେଖିବା ପାଇଁ ମିଳିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।