ସୁନ୍ଦରୀ ଝିଅ ପାଇଁ ଦେଖନ୍ତୁ କେମିତି ରାସ୍ତା ମଝିରେ ଝଗଡା କରୁଛନ୍ତି ଅନୁଭବ ମାହାନ୍ତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ରାସ୍ତା ମଝିରେ ଝଗଡା କରୁଛନ୍ତି । କିଛି ବ୍ୟକ୍ତିଙ୍କ ସହିତ ତେବେ କଣ ପାଇଁ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନିଶ୍ଚିତ ଜାଣିଥିବେ । ଅନୁଭବ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଏକ ଦିଗନ୍ତ ଅଭିନେତା ହେବା ସହିତ ସେ ରାଜନୀତିଜ୍ଞ୍ୟ ମଧ୍ୟ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରି ପାରିଛନ୍ତି ।

ଅନୁଭବ ମହାନ୍ତି ନିଜର ପର୍ସିନାଲ ଲାଇଫ ଏବଂ ଅଭିନୟ ପାଇଁ ସେ ସୋସିଆଲ ମିଡିଆ ରେ ବହୁତ ଚର୍ଚ୍ଚାରେ ରୁହନ୍ତି । ଅନୁଭବ ନିଜର ଅଭିନୟ କେରିୟର ଆରମ୍ଭ କରିଥିଲେ 2004 ମସିହାରେ ତାଙ୍କର ଦମଦାର ଅଭିନୟ ସମସ୍ତ ଙ୍କୁ ଆକର୍ଷିତ କରିଥାଏ । ସେ ସବୁ ପ୍ରକାରର ଭୂମିକା ରେ ଅଭିନୟ କରିବାରେ ମାହିର ଅଟନ୍ତି । ଯୁବ ପୀଢି ଙ୍କୁ ପସନ୍ଦ ଆସିବା ପରି ସେ ଅନେକ ଫିଲ୍ମ ଭେଟି ଦେଇଥିବା ବେଳେ ଅନୁଭବ ମହାନ୍ତି ଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

anubhav m

ଯେଉଁଥିରେ ସେ କିଛି ଲୋକ ମାନଙ୍କ ସହିତ ରାସ୍ତାରେ ଝଗଡା କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଙ୍କର ଏକ ଚଳଚିତ୍ର ଆସିବା ପାଇଁ ଯାଉଛି ସେହି ଚଳଚିତ୍ରର ନାମ ହେଲା ଲଭ ୟୁ ଲଣ୍ଡନ ଏହି ଫିଲ୍ମ ର ସୁଟିଂ ପାଇଁ ଅନୁଭବ ସପ୍ତାହେ ହେଲା ବାରିପଦା ରେ ରହିଛନ୍ତି । ଏହି ଫିଲ୍ମ ରେ ପୁସ୍ପା ପଣ୍ଡା ଙ୍କ ସହିତ ବହୁତ ପ୍ରତିଷ୍ଟିତ କଳାକାର ଅଭିନୟ କରିଥିବା ବେଳେ ଏହିଥିରେ ଅନୁଭବ ଙ୍କ ବିପକ୍ଷରେ ନାୟୁକା ସାଜିଛନ୍ତି ଓଡିଶାର ଯୁବ ଅଭିନେତ୍ରୀ ସ୍ୱପ୍ନା ଏବଂ ଦିଲ୍ଲୀର ସୌମ୍ୟା ।

ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ଅନୁଭବ ଏକ ବ୍ୟକ୍ତିଙ୍କୁ ମାଡ ମାରୁଥିବାର ତାହା ହେଲା ସେହି ଫିଲ୍ମ ର ଦୃଶ୍ୟ ଜାହା ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନେ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ କେତେ ମାତ୍ରା ରେ ପସନ୍ଦ କରନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *