ପୁଜାଙ୍କୁ କରୁଛନ୍ତି ସଲମନ ଖାନ । ସାମ୍ମାକୁ ଆସିଲା ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ପ୍ରେମରେ ପଡିଲେ ଭାଇଜାନ , 24 ବର୍ଷର ସାନ ଅଭିନେତ୍ରୀ ଙ୍କୁ କରୁଛନ୍ତି ଡେଟ୍ , ଉଭୟ ସାଙ୍ଗ ହୋଇ କଟାଉଛନ୍ତି ଟାଇମ୍ , ବଲିଉଡ ରେ ମୋଷ୍ଟ ଏଲିଜିବୁଲ ବେଚଲର ଭାଇଜାନ ମାନେ ସଲମାନ ଖାନ ତାଙ୍କର ତାଙ୍କର ପ୍ରଫେସନାଲ ଲାଇଫ ହେଉ କିମ୍ବା ପର୍ସିନାଲ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟ ରେ ସେ ନିଜର ପର୍ସିନାଲ ଲାଇଫ କୁ ନେଇ ବହୁତ ଚର୍ଚ୍ଚା ରେ ରହିଛନ୍ତି ସେ ।

ସଲମାନ ଖାନ ନିଜର ଲଭ ଲାଇଫ୍ କୁ ନେଇ ସେ ବହୁତ ଚର୍ଚ୍ଚା ରେ ରହିଛନ୍ତି । ଦିର୍ଘଦିନ ଧରି ସେ ବିଦେଶୀ ବିୟୁଟି ୟୁଲିଆ ବନ୍ଥି ଙ୍କ ସହିତ ଡେଟ୍ କରୁଥିବାର ସୁଣିବାକୁ ମିଳିଥିଲା ହେଲେ ଏଠାରେ ସୁଣିବାକୁ ମିଳୁଛି ସେ ସଲମାନ ଙ୍କ ଠାରୁ 24 ବର୍ଷର ସାନ ଅଭିନେତ୍ରୀ ଙ୍କ ସହିତ ବର୍ତମାନ ସମୟ ରେ ଡେଟ୍ କରୁଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ନାମ ହେଲା ପୂଜା ହେଗେଡେ ।

Pooja Hegde

ସଲମାନ ଙ୍କ ନାମ ପ୍ରଥମ ଥର ପାଇଁ କେଉଁ ଅଭିନେତ୍ରୀ ଙ୍କ ସହିତ ଯୋଡି ହୋଇନାହିଁ । ଏହା ପୂର୍ବରୁ ତାଙ୍କର ନାମ ଏୌୟସୁରିଆ ଙ୍କ ଠାରୁ ଆରମ୍ଭ କରି ବହୁତ ଅଭିନେତ୍ରୀ ଙ୍କ ସହିତ ଯୋଡି ହୋଇଥିବା ବେଳେ ଏକ ରିପୋର୍ଟ ଅନୁସାରେ ସଲମାନ ଡେଟ୍ କରୁଥିବା ଅଭନେତ୍ରୀ ଜଣଙ୍କ ହେଲେ ପୂଜା ହେଗେଡେ ପୂଜା ତାଙ୍କ ସହିତ ଦୁଇଟି ଫିଲ୍ମ ରେ ଅଭିନୟ କରିବାକୁ ଥିବା ବେଳେ ଫିଲ୍ମ କିସିକା ଭାଇ , କିସିକି ଜାନ ରେ ସଲମାନ ଙ୍କ ସହିତ ଅଭିନୟ କରିବାକୁ ଥିବା ବେଳେ ସଲମାନ ଙ୍କ ପ୍ରୋଡକ୍ସନ ହାଉସ ପୂଜା ଙ୍କ ସହିତ ଦୁଇଟି ଫିଲ୍ମ ପାଇଁ ସାଇନ ମଧ୍ୟ କରିଛନ୍ତି ।

ସଲମାନ ଙ୍କ ଠାରୁ 24 ବର୍ଷର ସାନ ଅଭିନେତ୍ରୀ ହେଲେ ପୂଜା । ତେବେ ସଲମାନ ଙ୍କ ଡେଟିଂ ଖବର ନେଇ ଟୁଇଟ କରିଛନ୍ତି ଉମେର ସଙ୍ଘୁ । ତେବେ ସେ ଲେଖିଛନ୍ତି ନୂଆ ଖବର ଟାଉନ କୁ ଆସିଲା ନୂଆ କୋପଲ ସଲମାନ ଖାନ ଙ୍କୁ ପୂଜା ହେଗେ଼ଡେ ଙ୍କ ସହିତ ପ୍ରେମ ହୋଇଜାଇଛି । ଏହି ଦୁହେଁ ଆଜିର ସମୟ ରେ କ୍ୱାଲିଟି ସମୟ ଦେଉଛନ୍ତି ।

କେବଳ ସେତିକି ନୁହେଁ ସଲମାନ ଙ୍କ ନିକଟତମ ଲୋକବି ଏହି କଥା କହୁଛନ୍ତି । ସଲମାନ ଏବେ କିକ୍ ଦୁଇ , କିସିକା ଭାଇ , କିସିକା ଜାନ ରେ ଏବଂ ନୋ ଏଣ୍ଟ୍ରୀ ରେ ନଜର ଆସିବେ ସେହି ପରି ପୂଜା ହେଗେଡେ ଙ୍କ ବିଷୟ ରେ କହିବା ପାଇଁ ସେ ସଲମାନ ଖାନ ଙ୍କ କିସିକା ଭାଇ କିସିକା ଜାନ ଏବଂ ରଣବୀର ସିଂ ଙ୍କ ସର୍କସ ରେ ନଜର ଆସିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *