ଓଡିଆ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଃଖ ଖବର – ଆଉ ନାହାଁନ୍ତି ଏହି ବଡ ଅଭିନେତା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚ୍ଚିତ୍ର ଜଗତରେ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଅଭିନୟ ଜଗତରେ ଶୋକର ଲହରୀ ଖେଳି ଯାଇଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ ହୋଇଛି । ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ଦୀର୍ଘ ଦିନରୁ ସିଏ ଲିଭର ଶିରସିସ୍ ରୋଗରେ ସେ ପିଡୀତ ଥିଲେ । ବହୁତ ଚିକିତ୍ସା ହେବାପରେ ସେ ଜୀବନ ଯୁଦ୍ଧରେ ସେ ଶେଷରେ ହାରି ଯାଇଛନ୍ତି । ଏହି ଖବରଟି ଜାଣିବା ପରେ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ଏହି ଦୁନିଆକୁ ବିଦାୟ ଦେବା ପୂର୍ବରୁ ପ୍ରସିଦ୍ଧ ଅଭିନେତା ତାଙ୍କର ପ୍ରିୟ ଲୋକଙ୍କ ପାଇଁ ତାଙ୍କର ଶେଷ ବାର୍ତ୍ତା କହିଥିଲେ ।

Actor 1

ଯେତେବେଳେ ସେ ଅନୁଭବ କଲେ ଯେ ବର୍ତ୍ତମାନ ସେ ଏ ଦୁନିଆ ଛାଡିବାକୁ ଯାଉଛନ୍ତି । ସେତେବେଳେ ସେ ପ୍ରଶସକ ମାନଙ୍କୁ ତାଙ୍କର ହୃଦୟ ରୁ କହିଥିଲେ ବନ୍ଧୁଗଣ ଏହା ମୋର ସମସ୍ତଙ୍କ ପାଇଁ ଶେଷ ବାର୍ତ୍ତା । ତୁମର ଏହି ବନ୍ଧୁ ସ୍ୱର୍ଗ କୁ ଯାଉଛନ୍ତି । ଯଦି ମୁଁ କିଛି ଭୁଲ୍ କରିଛି ତେବେ ଦୟାକରି ମୋତେ କ୍ଷମା କରନ୍ତୁ । ଏହି ପ୍ରସିଦ୍ଧ ଅଭିନେତା ଶେଷ ଥର ପାଇଁ ତାଙ୍କୁ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ଗୋଷ୍ଟରେ ଏକା ପଠାଣିଚେରା ଦେଖିବାକୁ ମିଳିଥିଲା ।

ସୋନିଲ ବାର ବର୍ଷ ବୟସରୁ ଥିଏଟର ସହ ଯୋଡି ହୋଇ ରହିଥିଲେ । ସେ ଅନେକ ଟେଲିଭିଜନ ଧାରାବାହିକ ସହ ହିନ୍ଦି ଏବଂ ମରାଠି ଫିଲ୍ମରେ କାମ କରିଥିଲେ । ଟିଭି ସହ ତାରକା , ମେହେତାକ ଓଲଟା ଚଷମା ରେ କାମ କରୁଥୁବା ସୋନିଲ ହଉଲାଙ୍କ ଦେହାନ୍ତ ହୋଇଛି । ତାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଅଭନୟ ଜଗତରେ ଶୋକ ର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *