ଦୁଃଖ ଖବର:- ଆଜି ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ମୃତ୍ୟୁରେ ଖେଳିଯାଇଛି ଶୋକର ଲହରୀ l

singer

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଙ୍ଗୀତ ଜୀବନ ରେ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସଙ୍ଗୀତ ଜଗତରେ ଶୋକ ର ଲହରୀ ଖେଳି ଯାଇଛି । ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପରଲୋକରେ ଏହାଙ୍କ ଝିଅ ଶ୍ରାବଣୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ସେ ନିଜ ଫେସବୁକ ରେ ଲେଖିଛନ୍ତି ମାଁ ଆମକୁ ଛାଡି ଚାଲି ଯାଇଛନ୍ତି । ଗାୟିକାଙ୍କ ମୃ-ତ୍ୟୁ ହେତୁ ଚଳଚିତ୍ର ଇଣ୍ଡଷ୍ଟ୍ରି ଏବଂ ସଙ୍ଗୀତ ମାହଲରେ ପ୍ରସଶକ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି । ରିପୋର୍ଟ ମୁତାବକ ଏହି ପ୍ରସିଦ୍ଧ ଗାୟିକା ନିଜର ବାସ ଭବନରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଦୀର୍ଘ ଦିନ ଧରି ଶ୍ୱାସ କ୍ରିୟା ଜନିତ ସମସ୍ୟାରେ ପିଡୀତ ଥିଲେ । ସେ ବୃକ ନିମନିୟାରେ ପିଡୀତ ହୋଇ ଡିସେମ୍ବର ୨୧ରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲା । ଏହାର ତିନିଦିନ ପରେ ଡାକ୍ତର ଖାନାରୁ ଡିସଚାର୍ଜ କରାଯାଇଥିଲା ।

so

ତେବେ ଘରକୁ ଆସିବା ପରେ ଗାୟିକା ପ୍ରସଙ୍ଗଶକ ମାନେ ପ୍ରିୟ ଜନକୁ ଛାଡି ଚିରଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ଲୋକପ୍ରିୟ କଣ୍ଠଶିଳ୍ପୀ ସୁମିତ୍ରା ସ୍ୟାନ ମେଘ ବଲଜେ ଯାବ ଯାବ , ତମରି ଝରନା ନିରଞ୍ଜନ, ସଖି ଭବନ କାହାରବଲ,ଆଛା ଦେଖେ ଆଛା ମୃ-ତ୍ୟୁ , ଇତ୍ୟାଦି ପ୍ରସିଦ୍ଧ ଗୀତ ରେ ନିଜର କଣ୍ଠଦାନ ଦେଇଥିଲେ । ୨୦୧୨ରେ ପଶ୍ଚିମବଙ୍ଗ ସରକାର ସୁମିତ୍ରା ସ୍ୟାନ କୁ ସଙ୍ଗୀତ ମହା ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ ।

ସେ ନିଜର କଣ୍ଠର ଯାଦୁରେ ରବିନ୍ଦ୍ର ସଙ୍ଗୀତ ସହିତ ସଙ୍ଗୀତ ପ୍ରେମିଙ୍କୁ ମନମୁଗ୍ଧ କରିଦିଅନ୍ତି। ତାଙ୍କର ମୃ-ତ୍ୟୁ ରେ ପ୍ରଶଂସକ ଏବଂ ପରିବାର ଲୋକେ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଏହି ପ୍ରଶଂସ କଣ୍ଠଶିଳ୍ପୀଙ୍କ ଦୁଇଝିଅ ଇନ୍ଦ୍ରାଣୀ ଓ ଶ୍ରାବଣୀ ମଧ୍ୟ ବଙ୍ଗଳାରେ ଜଣେ ଜଣେ ପ୍ରସିଦ୍ଧ ଗାୟିକା ।

ତେବେ ୮୯ ବର୍ଷ ବୟସରେ ଚାଲିଗଲେ ରବିନ୍ଦ୍ର ସଙ୍ଗୀତ ର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସ୍ୟାନ । ତାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସଙ୍ଗୀତ ମହଲରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *