ଏହି ତାରିଖରେ ଖାତାକୁ ଆସିବ ପିଏମ କିଷାନ ଟଙ୍କା – ଦେଖନ୍ତୁ କଣ ରହିଛି ଖବର

PM Kisan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ ପିଏମ କିଷାନ ଯୋଜନା ର ହୀତାଧିକାରୀ ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ସାରିଥିଲେ ଗତ କାଲି ସଂନ୍ଧ୍ୟାରେ ସରକାର ମଧ୍ୟ କିଷାନ ଯୋଜନା ର ବାବଦକୁ 12 ତମ କିସ୍ତିର ଟଙ୍କା 2000 ମଧ୍ୟ ପଠାଇ ଦିଆଜାଇଛି ଯଦି ଆପଣ ମାନେ ଭାବୁଥିବେ କେବେ ସୁଧା ଏହା ଆମର ଖାତାରେ ଜମା ହେବ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଆପଡେଟ ନଜର ପକେଇବା ।

ପ୍ରଧାନ ମନ୍ତ୍ରୀ ନେରେନ୍ଦ୍ର ମୋଦି ସୋମବାର ଦୁଇ ଦିନିଆ କିସ୍ତି କିଷାନ ସମ୍ମିଳନୀ 2022 କାର୍ଯ୍ୟ କ୍ରମକୁ ଉଦଘାଟନ କରିଛନ୍ତି । ଆଉ ଏହି ଅବସରରେ ମୋଦି ପିଏମ୍ କିଷାନ ଯୋଜନା ଅଧିନ ରେ ଚାଷୀ ଙ୍କୁ ଦ୍ୱାଦଶ କିସ୍ତିର 16 ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ଏହା ଦ୍ୱାରା 12 କୋଟି କୃଷକ ମାନେ ଉପକୃତ ହେବେ ।

pm

ନୂଆ ଦିଲ୍ଲୀର କୁଷାସ ସ୍ଥିତ ବେଳା ପଡିଆରେ ଅନୁଷ୍ଠିତ ଏହି ସମ୍ମିଳନି ରେ ପ୍ରାୟ ଦେଶ ବ୍ୟାପି 13 ହଜାର 500 କୋଟି ଲୋକ ମାନେ ଯୋଗ ଦେଇଛନ୍ତି । ଆଉ ଏହି ଅବସରରେ ଚାଷୀ ଙ୍କ ଏକାଉଣ୍ଟ କୁ ସରକାର 2000 ହଜାର ଲେଖାଏଁ ପଠେଇଛନ୍ତି । ତେବେ ସୋମବାର ପଠେଇବା ପରେ ଏହା ଆପଣ ମାନଙ୍କ ଖାତାରେ ଦିନେ ଦୁଇ ଦିନ ମଧ୍ୟରେ ନିଶ୍ଚିତ ରୂପେ ଜମା ହୋଇଯିବ ।

ଯଦି ଆପଣ ମାନେ କିଷାନ ଯୋଜନା ରେ EKYC କରେଇ ନେଇଥିବେ ତେବେ ଦୁଇ ଦିନ ପରେ ନିଶ୍ଚିତ ଚେକ କରନ୍ତୁ ଆଉ ଆପଣ ମାନଙ୍କ ଖାତାରେ ଜମା ହୋଇଥିବ ଦ୍ୱାଦଶ କିସ୍ତିର ଟଙ୍କା ଏହି ଟଙ୍କା ଆପଣ ମାନଙ୍କୁ DBT ଜରିଆରେ ପଠାହେଉଛି । ତେବେ ଧିରେ ଧିରେ ଆପଣ ମାନଙ୍କ ଖାତାରେ ଜମା ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *