ଚଉଠି ରାତିରେ କରେଣ୍ଟ ଚାଲିଗଲା ପରେ ଛାତରେ ଶୋଇପଡ଼ିଲା ବର, ତଳେ କାଣ୍ଡ କରିଦେଲା କନ୍ୟା, ପୂରା ଘଟଣା ଜାଣି ହେବେ ତାଜୁବ୍

bara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଉଠି ରାତିରେ ଘରେ କଳାକନା ବୁଲାଇ ନବ ବିବାହିତା ବୋହୂ ହୋଇଗଲା ଫେରାର । ତେବେ ବନ୍ଧୁଗଣ ଉତ୍ତରପ୍ରଦେଶର ଶାହାଜାହାନପୁର ଠାରେ ଏଭଳି ଏକ ଘଟଣା ଘଟିଛି । ତେବେ ଗଲାବେଳେ ଯୁବତୀ ଜଣକ 11 ହଜ଼ାର ଟଙ୍କା ସହିତ ସୁନା ରୂପା ଏବଂ ମୋବାଇଲ ଫୋନ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।

ମିଳିଥିବା ସୂଚନା ଅନୁଯାଇ କଟରା ଅଞ୍ଚଳର ପାଲିଆ ଦରୋବସ୍ତ ଗାଁର ବାସିନ୍ଦା ରମେଶ ପାଲ ସିଂଙ୍କ ପୁଅ ରିଙ୍କୁ ସିଂଙ୍କ ବାହାଘର କୁଶୀନଗର ଜିଲ୍ଲାର ପଟାୱା ଥାନା ଅଞ୍ଚଳର କାଜଲଙ୍କ ସହିତ ସ୍ଥିର ହୋଇଥିଲା । ଏବଂ ମେ 27 ତାରିଖରେ ଉଭୟଙ୍କର ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାପରେ କାଜଲ ୨୮ ତାରିଖ ଦିନ ଶାଶୂ ଘରକୁ ଆସିଥିଲେ ।

marred

ତେବେ ଘଟଣା ଦିନ ରାତିରେ ବିଦ୍ୟୁତ କଟି ଯାଇଥିଲା ତେଣୁ ସ୍ତ୍ରୀକୁ ରୁମରେ ଛାଡ଼ି ରିଙ୍କୁ ଛାତ ଉପରକୁ ଶୋଇବା ପାଇଁ ଚାଲି ଯାଇଥିଲେ । ତେବେ ରାତି ପ୍ରାୟ 2ଟା ରେ ତଳକୁ ଆସିବା ବେଳକୁ ତାଙ୍କ ସ୍ତ୍ରୀ ଘରେ ନଥିବା ର ଜାଣିବାକୁ ପାଇଥିଲେ ରିଙ୍କୁ ।

ଦୁଇ ଦିନ ଧରି କାଜଲଙ୍କୁ ଖୋଜି କରି ନ ପାଇବା ପରେ ରିଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କ ତରଫରୁ ଥାନାରେ ସ୍ତ୍ରୀ ଫେରାର ହୋଇଥିବା ଏବଂ ଘରେ ଚୋରି ହୋଇଥିବା ନେଇ ଏତଲା ଦିଆଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *