ହେ ଭଗବାନ ! ପୁଣି ଏତେ ବଢିଗଲା ଗ୍ୟାସ ଦର

gas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷରେ ପୁଣି ବଢିଲା ରୋସେଇ ଗ୍ୟାସ ସିିଲିଣ୍ଡରର ଦର କେତେ ଟଙ୍କା ବୃଦ୍ଧି ଘଟିଛି କେତେ ନୂଆ ଦର କେତେ ରହିଛି । ଜାହା ଯଦି ଆପଣ ମାନେ କିଣିବା ପାଇଁ ଚାହଁବେ ତେବେ କେତେ ଟଙ୍କା ଦେଇ କିଣି ପାରିବେ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଅପଡେଟ । ଜାହାକି ଗ୍ୟାସ ଦରରେ ଘଟିଛି ବଡ ପରିବର୍ତନ ।

ନୂଆ ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକ ମାନଙ୍କୁ ଏକ ବଡ ଝଟ୍କା ଲାଗିଛି । ଜାନୁଆରୀ ଏକ ତାରିଖ 2023 ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି । ଆଜି ଠାରୁ ସିଲିଣ୍ଡର କିଣିବା ମହଙ୍ଗା ହୋଇଛି । ଗ୍ୟାସ ସିିଲିଣ୍ଡର ର ମୂଲ୍ୟ 25 ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ ,ମୁମ୍ବାଇ ଠାରୁ ପାଟନ୍ନା ପର୍ଯ୍ୟନ୍ତ ସମସ୍ତ ସହର ରେ ଗ୍ୟାସ ସିିଲିଣ୍ଡର କିଣିବା ମହଙ୍ଗା ପଡିଛି ।

gas

ତେବେ ଏହା ସହିତ ଘୋରଇ ସିଲିଣ୍ଡର ର ମୂଲ୍ୟ ସମାନ ରହିଛି । ତେବେ ଘୋରଇ ସିଲିଣ୍ଡର ପାଇଁ ଆପଣ ମାନଙ୍କୁ ଗତ ମାସ ପରି ସମାନ ପରିମାଣ ଖର୍ଚ୍ଚ କରିବାକୁ ପଡିବ । ଏହା ସହିତ ବ୍ୟବସାୟିକ ସିଲିଣ୍ଡର ପାଇଁ ଆହୁରୀ 25 ଟଙ୍କା ଅଧିକ ଖର୍ଚ୍ଚ ରହିବ ।

ତେବେ ଦିଲ୍ଲୀରେ 1769 ଟଙ୍କା ଥିବା ବେଳେ ମୁମ୍ବାଇ ରେ 1721 ଟଙ୍କା , କଲିକତା ରେ 1870 ଟଙ୍କା ଆଉ ଚେନ୍ନାଇ ରେ 1917 ଟଙ୍କା ଗ୍ୟାସ ସିିଲିଣ୍ଡରର ଦାମ୍ ରହିଛି । ସେହି ପରି ଘୋରଇ ସିଲିଣ୍ଡର ର ଦାମ ଦିଲ୍ଲୀରେ 1 ହଜାର 53 ଟଙ୍କା ମୁମ୍ବାଇ ରେ 1 ହଜାର 52 ଟଙ୍କା , କଲିକତା ରେ 1 ହଜାର 79 ଟଙ୍କା ଦେଖିବାକୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *