ଆଜିକାଲି ପୁଅ ଝିଅ ଅଧିକ କଷ୍ଟ ସହି ପାରୁନାହାନ୍ତି,ଅଧିକ ଖୁସି ମିଳିଲେ ସ୍ୱାମୀକୁ ଛାଡୁଛନ୍ତି।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ ଆମ ସମାଜରେ ବିଭିନ୍ନ ପ୍ରକାରର ଲୋକ ବସବାସ କରିଥାନ୍ତି । ଆମ ସମାଜ ରେ ବହୁତ ଲୋକ ମାନେ ସମାଜ ସେବା କରନ୍ତି ଏବଂ ସେମାନଙ୍କ ଭଲ କାମ ପାଇଁ ମଣିଷ ନିଜକୁ ଗର୍ବିତ ଅନୁଭବ କରେ । ହେଲେ ଏହି ପରି ବି ଆମ ସମାଜ ରେ ଲୋକ ରହିଛନ୍ତି ଯେଉଁ ମାନେ ଖରାପ କର୍ମ କରି ବି ନିଜକୁ ଗର୍ବ ଅନୁଭବ କରିଥାନ୍ତି ।

ଆମ ସମାଜ ଆଗ ଅପେକ୍ଷା ବହୁତ ପରିବର୍ତନ ହେଲାଣି । ଏହି ଯେମିତି ନିକଟ ରେ ଏମିତି କିଛି ଘଟଣା ଘଟିଛି ଜାହାକୁ ଆପଣ ମାନେ ସୁଣିଲେ କେବେବି ବିଶ୍ୱାସ କରି ପାରିବେ ନାହିଁ । ଜାହା ବହୁତ ପରିମାଣ ରେ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳିଛି । ଆଜିର ସମୟ ରେ ଯଦି ଆମେ ବିବାହ ବିଚ୍ଛେଦ ବିଷୟ ରେ କଥା ହେବା ବର୍ତମାନ ସମୟ ରେ ଲୋକ ମାନଙ୍କର ବିଭିନ୍ନ କାରଣ ପାଇଁ ବିବାହ ବିଚ୍ଛେଦ ହୋଇଥାଏ ।

women 1

ଆପଣ ଦେଖିଥିଲେ ଆଗରୁ ଜୟେଣ୍ଟ ଫେମିଲି ରେ ଲୋକ ମାନେ ରହୁଥିଲେ ହେଲେ ଏବେ ତାହା ନାହିଁ । ସେତେ ବେଳେ ଲୋକ ମାନେ ଗୁରୁଜନ ମାନଙ୍କୁ ଡରୁଥିଲେ ହେଲେ ଏବେ ତାହା ନାହିଁ । ବାପା ମାଆ ମାନେ ଆଜିର ସମୟ ରେ ନିଜର ପିଲା ମାନଙ୍କୁ ଅଳି ଅଝଟ କରି ବଢାଉଥିବା ବେଳେ ଶାସନ ଉଠିଗଲାଣି । ଆଉ ଏହି ସବୁ ସାହାସ ଫଳରେ ଯେତେ ଏହି ପରି ପିଲା ମାନେ ବିବାହ କରୁଛନ୍ତି ସେମାନେ ନିଜର ଶାଶୁ ଶସୁର ଙ୍କୁ ମାନିବା ପାଇଁ ରାଜି ହେଉନାହାଁନ୍ତି ।

ଏମିତି ରେ ଆପଣ ମାନେ ଦେଖିବା ପାଇଁ ପାଉଥିବେ ପୁରୁଷ ମାନେ ବି ବିବାହ ପରେ କେତେ ନାହିଁ କେତେ ବେଳେ ଅନ୍ୟ ପୁରୁଷ ଙ୍କ ସହ ସଂ-ମ୍ପର୍କ ରଖିବାରେ ଲାଗୁଛନ୍ତି । ଯେଉଁଥି ପାଇଁ ବିବାହ ବିଚ୍ଛେଦ ପରି ଘଟଣା ଦେଖିବା ପାଇଁ ମିଳୁଛି । ଏବଂ ସ୍ତ୍ରୀ ଘର ଛାଡି ପଳେଇ ଯାଉଛି ଏପରି ବିଭିନ୍ନ ଘଟଣା ପାଇଁ ଆଜି ସମାଜ ରେ ଏହି ପରି ଘଟଣା ଦେଖିବା ପାଇଁ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *