ସ୍ତ୍ରୀ ଯେତେ ସୁନ୍ଦର ହେଲେ ବି ,ସ୍ୱାମୀ ଅନ୍ୟ ତୃତୀୟ ଜଣଙ୍କୁ ଖୋଜିଥାଏ କାରଣ…

wife

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ଙ୍କ କହିବା ଅନୁସାରେ ଗୋଟିଏ ସ୍ତ୍ରୀ ର ଗୋଟିଏ ପିଲା ହୋଇଗଲା ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନ ମାଳିନ୍ୟ ଦେଖିବାକୁ ମିଳେ । ହେଲେ ପିଲାଟି ଯେଉଁଠାରେ ଦୁଇଜଣଙ୍କ ମନକୁ ସ୍ନେହ ମମତା ବନ୍ଧନରେ ରଖେ । ହେଲେ ବର୍ତମାନ ସମୟ ରେ ଆଉ ସେ ବିବାଦ ନାହିଁ । ବର୍ତମାନ ସମୟ ରେ ଦେଖୁଛୁ ପାରିବାରିକ ବିବାଦ ଯେତିକି ଦେଖିବା ପାଇଁ ମିଳୁଛି ମୂଖ୍ୟତଃ ଭାବେ ତୃତୀୟ ବ୍ୟକ୍ତିର ପ୍ରବେଶ ।

ଆଉ ଗୋଟିଏ ହେଲା ନିଶା ସେବନ ଏମିତି ରେ ଯଦି ସ୍ତ୍ରୀ ଦୂର୍ବଳ ହେଲା ତେବେ ନିଶ୍ଚିତ ଭାବେ ନିଶା ସେବନ କରି ସେ ନିଜର ସ୍ତ୍ରୀ ଉପରେ ଅତ୍ୟାଚାର କଲା । ଆଉ ଏଠାରେ ଯେତେ ବି ସୁନ୍ଦର ହୋଇଥିଲେ ମଧ୍ୟ ସେ ସ୍ତ୍ରୀ କୁ ଅଣଦେଖା କରେ ଏବଂ ଅତ୍ୟାଚାର କଲେ ସେ ସ୍ତ୍ରୀ ଭାବେ ଯେ ତୃତୀୟ ବ୍ୟକ୍ତି ଜଣଙ୍କ ଆସି ପାରିବ । ହେଲେ ହିନ୍ଦୁ ବିବାହ ରିତିରେ ମଧ୍ୟ ଦେଖା ହୋଇଛି । ବାହାଘର ଛାଡପତ୍ର ନହେଲା ଯାଏ ଆଉ ଜଣେ କେହି ବିବାହ କରି ପାରିବ ନାହିଁ ।

human 1

ତେବେ ଛାଡପତ୍ର ଆବଶ୍ୟକ ଦେବେ ଇଏ ଛାଡିକି ଗଲେତ ଆଉ ଜଣେ ତୃତୀୟ ବ୍ୟକ୍ତି ଘରକୁ ଆସିବ । ତେବେ ସେହି ସମୟ ମଧ୍ୟରେ ଯେଉଁ ଘଟଣା ଦେଖିବା ପାଇଁ ମିଳିଛି ତେବେ ସମସ୍ତେ ପୋଲିସ ର ଦ୍ୱାରସ୍ଥ ହୁଅନ୍ତି ଏବଂ ସହଯୋଗ କରନ୍ତି । 2005 ରେ ପାରିବାରିକ ହିଂସା ଆଇନ ଆସିବା ପରେ ଅନେକ ଘଟଣା ଯେତେ ବେଳେ ଦେଖା ଯାଏ ଯେ ଝିଅ ମାନେ ଯେତେ ବେଳେ ପୋଲିସ ଷ୍ଟେସନ ଆସନ୍ତି ସେତେ ବେଳେ ସେମାନଙ୍କୁ ଆପସ ବୁଝାମଣା ର ସୁଯୋଗ ଦିଆଯାଏ ।

ନିଶ୍ଚିତ ଭାବେ ଯେତେକ ଦାମ୍ପତ୍ୟ ଜିବନ ରେ ମନ ମାଳିନ୍ୟ ହୋଇଛି ଯେତେ ବେଳେ ପିଲା ମାନେ ବଡ ହୁଅନ୍ତି ସେତେ ବେଳେ ସେମାନଙ୍କ ଉପରେ ବହୁତ ପ୍ରଭାବ ପକେଇ ଥାଏ । ବାପା ମାଆ ଙ୍କ ଭିତରେ ଗୋଣ୍ଡଗୋଳ ଏବଂ ପିଲାଟି ଯେତେ ବେଳେ ଦେଖେ ଆଉ ସେ ଯେତେ ବେଳେ ବଡ ହୁଏ । ତା ପାଖରେ ମଧ୍ୟ ସେହି ପ୍ରକାରର ବ୍ୟବହାର ଦେଖାଯାଏ ।

ତେଣୁ ବାପା ମାଆ ଙ୍କ ଉପରେ ଯେତେ ଭଲ ପ୍ରଭାବ ପଡିବ ପିଲାର ସେତେ ଭଲ ପ୍ରଭାବ ପଡିବ । ତେବେ ପିଲାଟି ମାନଶୀକ ଭାବେ ଭାଙ୍ଗି ପଡିବା ସହିତ ଶାରୀରିକ ଭାବେ ବି ସେ ଭାଙ୍ଗି ପଡେ । ସେହି ପରି ସିଚ୍ୟୁଏସନ ରେ ଏମିତି କାର୍ଯ୍ୟ କରିବା ପାଇଁ ସେ ବାଧ୍ୟ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *