ସଞ୍ଜୟଙ୍କ ପାଇଁ ତରଳି ଗଲା ନିଶା ମହାରଣାଙ୍କ ହୃଦୟ ,କଥା ଟାଣ କିନ୍ତୁ ହୃଦୟ କୋମଳ

nisa 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ଉପରେ ଯେତେ ଆଙ୍ଗୁଠି ଉଠାଉଛ ଉଠାଅ ମତେ ସମସ୍ତେ ଘୃଣା କରୁଛ ହେଲେ ମୁଁ ଦବି ଯିବିନି କି ଅଟକି ଯିବିନି । ହଁ ବନ୍ଧୁଗଣ ଏମିତି କିଛି କହି ଭିତରେ ଥିବା କୋମଳ ହୃଦୟ ଟିଏ ଆଜି ଦେଖେଇଛନ୍ତି ଆଉ ଦୈଡି ଆସିଛନ୍ତି ସାହାଯ୍ୟ କରିବାକୁ । ଆପଣ ମାନେ ଜାଣିଥିବେ ଏ ହେଉଛନ୍ତି ନିଶା ମହାରଣା ।

ଯେଉଁଠି ସ୍ତ୍ରୀ ମାଆ ଏବଂ ସରପଞ୍ଚ ବୁଲି ବୁଲି ଭିକ ମାଗୁଥିଲେ କେମିତି ଜିବନ ଟି ବଞ୍ଚିଯିବ ଆଜି ସେଇଠାରେ ସାହାଯ୍ୟ କରିବାକୁ ପହଁଚି ଜାଇଛନ୍ତି ନିଶା ମହାରଣା । ଆପଣ ମାନେ ଦେଖିଥିଲେ କେମିତି କଇଁ କଇଁ ହୋଇ କାନ୍ଦୁଥିଲା ସ୍ତ୍ରୀ ସେପଟେ ଛାତି ପଠେଇ କାନ୍ଧୁଥିଲା ମାଆ ଆଉ ଗାଁ ର ସରପଞ୍ଚ ବି ବାହାରି ପଡିଥିଲେ ଭିକ୍ଷା ମାଗିବାକୁ । ଯାହାବି ଟଙ୍କା ମିଳିବ ସେହିଥିରେ ଅପରେସନ ହୋଇଥାନ୍ତା ହଁ ବନ୍ଧୁଗଣ ସଞୟ ସ୍ୱାୟିଁ ଙ୍କ କିଡ୍ନୀ ପ୍ରତ୍ୟାରୋପଣ ଲାଗି ଏବେ ସବୁଠି ବଢି ଜାଇଛି ଚିନ୍ତା ।

ଗୋଟିଏ ପଟେ ସଞୟ ଙ୍କ ପରିବାର ଲୋକ ଲାଗି ଗୋଟିଏ ଖୁସୀର ଖବର ଯେ ସ୍ତ୍ରୀ ଙ୍କ କିଡ୍ନୀ ମିଶି ଯାଉଛି ଆଉ ସେହି କିଡ୍ନୀ ପ୍ରତ୍ୟାରୋପଣ ହେବ । ଆଉ ସେହିଥି ପାଇଁ ଦରକାର 12 ରୁ 15 ଲକ୍ଷ ଟଙ୍କା । ଆଉ ଏହି ଖବର ନିଶା ମହାରଣା ଙ୍କ କାନରେ ପଡିବାରୁ ସେ ଆଜି ପହଁଚି ଜାଇଛନ୍ତି ସାହାଯ୍ୟ କରିବାକୁ ଆଉ ସେ ସବୁ ଓଡିଶା ବାସୀ ମାନଙ୍କୁ ରିକ୍ୱେଷ୍ଟ କରିଛନ୍ତି ।

nisa

ଆମର ଯେଉଁ ସାଢେ 4 କୋଟି ଓଡିଆ ଅଛନ୍ତି ସେମାନଙ୍କୁ କିଛି କିଛି ସାହାଯ୍ୟ କରନ୍ତୁ । ତେବେ ଏମାନଙ୍କୁ ସାହାଯ୍ୟ ମିଳି ପାରିବ । ତେବେ ସେ ପର୍ସିନାଲି ଏହାକୁ କହିଛନ୍ତି କି ସମସ୍ତେ ଆସନ୍ତୁ ଆଉ ସମସ୍ତେ ଟିକେ ଟିକେ ସାହାଯ୍ୟ କରନ୍ତୁ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *