ରାତି ଲାଗିବ ଦିନ ଭଳି!! ୫୦ ହଜାର ବର୍ଷ ପରେ ଆକାଶରେ ଦିଶିବ C/2022 E3 ଏହି ଅଦ୍ଭୁତ ଦୃଶ୍ୟ !!

Night

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତି ବି ଲାଗିବ ଦିନ ଭଳି । ୫୦ ହଜାର ବର୍ଷ ପରେ ଆକାଶରେ ଦିଶିବ ଅଦ୍ଭୁତ ଦୃଶ୍ୟ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଘଟିବାକୁ ଯାଉଛି । ବୈଜ୍ଞାନିକ ମାନେ ମଧ୍ୟ ଏହାର ପ୍ରମାଣ ଦେଇ ସାରିଛନ୍ତି । ତେବେ ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ମାତ୍ର ଏଥର ସାରା ପୃଥିବୀବାସୀ ଏକ ବଡ ଦୃଶ୍ୟ ଦେଖିବାକୁ ପାଇଁବେ ।

ଆସନ୍ତା ଫେବୃଆରୀ ମାସ ୧ ତାରିଖ ରେ ଏଭଳି କିଛି ଘଟଣା ଘଟିବାକୁ ଯାଉଛି । ଏହାଦ୍ୱାରା ଲୋକମାନେ ରାତି ଓ ଦିନ ଭିତରେ କିଛି ଫରକ ଅନୁଭବ କରିପାରିବେ ନାହିଁ । ପାଖାପାଖି ୫୦ ହଜାର ବର୍ଷ ପରେ ମହାକାଶରେ ଏପରି ଏକ ବଡ ଘଟଣା ଦେଖିବାକୁ ମିଳିବ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହିଦିନ ଯଦି ଆପଣଙ୍କ ଅଞ୍ଚଳରେ ଆକାଶ ପରିଷ୍କାର ରହିବ ତେବେ ଆପଣମାନେ ଖାଲି ଆଖିରେ ଏହି ଅଦ୍ଭୁତ ଦୃଶ୍ୟ କୁ ଦେଖିପାରିବେ ।

day

ତେବେ ବାସ୍ତବରେ ହେଉଛି ଏହା ଏକ ଧୂମକେତୁ । ବୈଜ୍ଞାନିକମାନେ ଏହାର ସନ୍ଧାନ ପାଇବାପରେ ଧୂମକେତୁ ର ନାଁ ଦିଆଯାଇଛି C/2022E3 । କୁହାଯାଉଛି ଏହି ଧୂମକେତୁ ୫୦ ବର୍ଷ ପୂର୍ବରୁ ଅର୍ଥାତ୍ ବରଫ ଯୋଗ ସମୟରେ ପୃଥିବୀର ନିକଟତର ଦେଇ ଗତି କରିଥିଲା । ଆଉ ଏହି ଧୂମକେତୁ ର ସନ୍ଧାନ ପ୍ରଥମଥର ପାଇଁ ଗତ ବର୍ଷ ମାର୍ଚ୍ଚ ମାସରେ କରାଯାଇଥିଲା । ଆଉ ତା ପରଠାରୁ ଏହାକୁ କ୍ରମାଗତ ଭାବରେ ଆମେରିକାର କାଲିଫନିଆର ଜ୍ୟିକିଟ୍ରାନିସିଏଟ୍ ଫେସଲିଟ୍ ର ବୈଜ୍ଞାନିକମାନେ ଟ୍ରାକ୍ କରି ଆସୁଛନ୍ତି ।

ତେବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି କି ଏହି ଧୂମକେତୁ ଚଳିତ ଜାନୁୟାରୀ ମାସ ୧୨ ତାରିଖରେ ସୂର୍ଯ୍ୟର ଅତି ନିକଟତର ଦେଇ ଗତି କରିବ । ଏହାପରେ ଧୂମକେତୁ ଫେବୃଆରୀ ୧ ତାରିଖରେ ପ୍ରୁଥିବୀର ନିକଟତର ହେବ । ପୃଥିବୀର ନିକଟରେ ପହଞ୍ଚିବା ପରେ ଧୂମକେତୁ ଅତ୍ୟଧିକ ଚମକିବ ବୋଲି କୁହାଯାଉଛି । ଆଉ ଏଥି ସହିତ ଧୂମକେତୁ ର ବ୍ୟାସ ପାଖାପାଖି ୧ କିଲୋମିଟର ବୋଲି ଅନୁମାନ କରାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *