ପୋଷ୍ଟ ଅଫିସ ରେ ଆସିଲା ନୂଆ ସ୍କିମ୍ । ବଦଳିଲା ଏହି ସବୁ ନିୟମ

post office

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସ ରେ ଆସିଲା ଦମଦାର ସ୍କିମ୍ ନିୟମ ବଦଳେଇଲା ପୋଷ୍ଟ ଅଫିସ କମ୍ ସମୟ ରେ ଆପଣଙ୍କ ପଇସା ହେବ ଡବଲ ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସ ର ଆଉ ଏକ ସ୍କିମ୍ ବିଷୟ ରେ । ଜାହାକି ଜାନୁଆରୀ 1 ରୁ ଲାଗୁ ହୋଇଛି ନୂଆ ନିୟମ । ତେବେ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ବର୍ତମାନ ସମୟ ରେ ସମସ୍ତ ଙ୍କ ପାଇଁ ଅର୍ଥ ନିହାତି ଆବଶ୍ୟକତା ରହିିଛି । ତେବେ ସମସ୍ତେ କମ୍ ସମୟ ରେ ନିଜର ସଞ୍ଚିତ ଅର୍ଥରୁ କେମିତି ଭଲ ରିଟର୍ଣ୍ଣ୍ନ ପାଇବେ ସେହିଥି ପାଇଁ ଏକ ସାନଦାର ସ୍କିମ୍ ର ସନ୍ଧାନ ରେ ରହିଥାନ୍ତି । ତେବେ ଏହି ଅବସର ରେ ପୋଷ୍ଟ ଅଫିସ ତରଫ ରୁ ଏକ ଭଲ ଖବର ଆସି ପହଁଚିଛି । ଚଳିତ ବର୍ଷ ଜାନୁଆରୀ 1 ତାରିଖରୁ ପୋଷ୍ଟ ଅଫିସ ରେ ନୂଆ ନିୟମ ଲାଗୁ ହୋଇଥିଲା ।

Post office

ଯଦି ଆପଣ ମାନେ ନିଜର ଅର୍ଥ କୁ କମ୍ ସମୟ ରେ ଡବଲ କରିବା ପାଇଁ ଚାହିଁଥାନ୍ତି । ତେବେ ପୋଷ୍ଟ ଅଫିସ ତରଫରୁ ଏକ ବଢିଆ ଅଫର ଆସିଛି । ଏହି କ୍ଷେତ୍ର ରେ କିଶାନ ବିକାଶ ଯୋଜନା ଆପଣ ମାନଙ୍କ ପାଇଁ ଏକ ସାନଦାର ବିକଳ୍ପ ସାବ୍ୟସ୍ତ ହୋଇ ପାରେ । କେନ୍ଦ୍ର ସରକାର ଜାନୁଆରୀ ରୁ ମାର୍ଚ୍ଚ 3 ମାସ ମଧ୍ୟରେ କିଛି କ୍ଷୁଦ୍ର ସଞ୍ଚୟ ର ସୁଧ ହାର ବୃଦ୍ଧି କରିଛନ୍ତି । ଉକ୍ତ ଯୋଜନା ମଧ୍ୟରେ କଶାନ ବିକାଶ ଯୋଜନା ସାମିଲ ରହିଛି ।

ବର୍ତମାନ ଏହାର ସୁଧ ହାର ବୃଦ୍ଧି କରାଜାଇ 7.20 ପ୍ରତିଶତ କରାଜାଇଛି । ଜାନୁଆରୀ ମାସ 1 ତାରିଖରୁ କେନ୍ଦ୍ର ସରକାର କିଶାନ ବିକାଶ ପତ୍ର ରେ ନିବେଶକ ଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରିଛନ୍ତି । ପୂର୍ବରୁ 123 ମାସରେ ଗ୍ରାହାକ ଙ୍କ ଅର୍ଥ ଦୁଇ ଗଣ ହେଉ ଥିବା ବେଳେ ଏବେ 120 ମାସ ରେ ଦୁଇଗୁଣ ହୋଇଯିବ । ଆଉ ଆପଣ ମାନେ କେବଳ ଏକ ହଜାର ଟଙ୍କାରେ ଏହି ସ୍କିମ୍ ଆରମ୍ଭ କରି ପାରିବେ । ଏହିଥିରେ ନିବେଶକ ଙ୍କୁ ନମିନି ସୁବିଧା ମଧ୍ୟ ମିଳିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *