ନବ ଦାସ୍ ଙ୍କ ଶେଷ ଭିଡିଓ!! ଦେଖି ନିଅନ୍ତୁ ଏବେ ହିଁ

Navadas

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଫାୟାରିଂ । ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି ଚଳାଇଛନ୍ତି ଜଣେ ପୋଲିସ୍ ଏ ଏସ ଆଇ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହି ସମୟରେ ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ସ୍ପଷ୍ଟ ଶୁଭୁଛି ଗୁଳି ଫୁଟିବାର ଶବ୍ଦ ।ସମୟ ମଧ୍ୟାହ୍ନ ସମୟରେ । ଝାରସୁଗୁଡ଼ାରୁ ବ୍ରଜରାଜନଗର କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଗାନ୍ଧି ଛକରେ ଗାଡ଼ିରୁ ଓହ୍ଲାଇବା ବେଳକୁ ଜିନ୍ଦାବାଦ୍ ପଡୁଥିଲା । ବେକରେ ଫୁଲମାଳ ବି ପଡିଲା । ଠିକ୍ ସେତିକି ବେଳେ ଅତର୍କିତ ଭାବେ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି କିଏ ଜଣେ ଗୁଳି ଚଳାଇଲା । ହଠାତ୍ କେହି କିଛି ବୁଝି ପାରିନଥିଲେ । କିନ୍ତୁ ମନ୍ତ୍ରୀ ନିଜେ ଛାତିକୁ ଚାପି ଧରି କହିଥିଲେ କିଏ ଗୋଟେ ମତେ ମାରିଦେଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

Naba Das

ଏବଂ ପରେ ସେଠାରେ ଭୁବନେଶ୍ୱର ଏୟାର ଲିଫ୍ଟ ଯୋଗେ ନିଆଜାଇ ଥିବା ବେଳେ ଭୁବନେଶ୍ୱର ରୁ ତାଙ୍କୁ ଗ୍ରୀନ କୋରିଡୋର ରେ ଆପୋଲ ହସ୍ପିଟାଲ ନିଆଜାଇ ଥିଲା । ତେବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ମୃ-ତ୍ୟୁ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି ଯାହା କେବେ ପୂରଣ ହୋଇ ପାରିବ ନାହିଁ । ଓଡ଼ିଶା ରାଜନୀତି କୁ ଏକ ଶକ୍ତ ଝଟକା ଲାଗିଛି । ଏହା ପଶ୍ଚିମ ଓଡ଼ିଶା ପାଇଁ ଏକ ବିରାଟ ଶୂନ୍ୟସ୍ଥାନ । ଆଉ ନାହାଁନ୍ତି ନବ ଦାସ୍ ।

ତେବେ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ସ୍ପଷ୍ଟ ହୋଇ ନାହିଁ ଏ ପର୍ଯ୍ୟନ୍ତ । ପୋଲିସ୍ ଏହାର ତଦନ୍ତ ଜାରି ରଖିଛି । ଏଏସ୍‌ଆଇ ଗୋପାଳ ଦାସ ଙ୍କୁ ପୋଲିସ୍ ଘଟଣା ସ୍ଥଳରୁ ଗିରଫ କରିବା ସହ ଏନେଇ ତାଙ୍କୁ ପଚରା ଉଚରା କରା ଯାଉ ଥିବା ଏସ୍‌ଡିପିଓ କହିଛନ୍ତି ।

ତେବେ ଏମିତି ବେଳେ ନବ ଦାସ ଙ୍କ ଝାଡସୁୁଗୁଡା ରେ ଭାଷଣ ଦେବାର ଏହ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଜାହା ନବ ଦାସ ଙ୍କ ଶେଷ ଭାଷଣ ଥିବା ବେଳେ ଲୋକ ମାନେ ଏହାକୁ ଦେଖି ବହୁତ ଦୁଃଖ ପ୍ରକାଶ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *