ବାପା ମୋତେ ପଛରୁ ବଳ ଦେଉଥିଲେ , ବାପା ଚାଲିଗଲେ ମୁଁ ହାରିଗଲି

father

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ପୁଅର କାନ୍ଦ ନାଁ ସ୍ତ୍ରୀ ର କାନ୍ଦ । କାହାରି କାନ୍ଦ କାହାରି ଲୁହବି କାମ କଲାନି । ପୁଅ ବିଶାଳ କାନ୍ଦି କାନ୍ଦି ମୂଖ୍ୟ ମନ୍ତ୍ରୀ ଙ୍କୁ କହିଥିଲେ ବାପା ଯେମିତି ବି ହେଉ ଫେରିବା ଦରକାର । ସେ ସୁସ୍ଥ ହୋଇଯିବା ଦରକାର । ଆଉ ମୂଖ୍ୟ ମନ୍ତ୍ରୀ ବି ନିଜ ଆଡୁ ସବୁ ଚେଷ୍ଟା କରିଥିଲେ । ମେଡିକାଲ ରେ ବହୁ ବଡ ବଡ ଡାକ୍ତର ଙ୍କୁ ଡକେଇ ସବୁ ଚେଷ୍ଟା କରିଥିଲେ । ହେଲେ ଶେଷରେ ବହୁ ଚେଷ୍ଟା ପରେ ବି ହାର୍ଟ ଆଉ କାମ କରି ନଥିଲା । ଆଉ ଜିବନ ଚାଲି ଜାଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କର ।

ତେବେ ଆଜି ଓଡିଶା ଇତିହାସ ପାଇଁ ଏହା ଏକ ଅପୁରଣିୟ କ୍ଷେତି ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କର ଦେହାନ୍ତ ପରେ ଏବେ ଶୋକ ରେ ବୁଡି ରହିଛି ସାରା ଓଡିଶା । ନବ ଦାସ ଙ୍କ ଦେହରେ ଗୋଟିଏ ଗୁଳି ବାଜିଥିବା ବେଳେ ଜାହା ତାଙ୍କର ଶରୀର ଭେଦ କରି ବାହାରି ଜାଇଥିଲା । ତେବେ ହାର୍ଟ ଏବଂ ବାମ ପଟ ଫୁସଫୁସ କୁ କ୍ଷେତାକ୍ତ କରି ଦେଇଥିଲା । ଅଧିକ ରକ୍ତ ଶ୍ରାବ ହୋଇଥିଲା । ଅପରେସନ ଯୋଗେ କ୍ଷେତ କୁ ବନ୍ଦ କରାଯିବାକୁ ପ୍ରୟାସ ହୋଇଥିଲା । ହଲେ ସମସ୍ତ ଉଦ୍ୟମ ପରେବି ଆଉ ହାର୍ଟ କାମ କରି ନଥିଲା । ଶେଷରେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ।

Naba Das

ଆଉ ଏବେ ଆପଣ ମାନେ ଏହି ଦୃଶ୍ୟ ଦେଖି ପାରୁ ଥିବେ । ଆଖି ବୁଜିଦେବା ପରେ କେମିତି ଭାବେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଆଉ କାନ୍ଦି କାନ୍ଦି ମେଡିକାଲ ରୁ ବାହାରୁ ଛନ୍ତି । ଏହି ଦୃଶ୍ୟ ଦେଖିଲେ ସତରେ ଛାତି ଫାଟି ଜାଉଛି । ଯେଉଁ ବାପା ଙ୍କ ଦିଗଦର୍ଶନ ଫଳରେ ପୁଅ ଆଗକୁ ବଢୁଥିଲେ । ଲୋକ ମାନଙ୍କ ସେବା କରିବା ପାଇଁ ଚାହୁଁଥିଲେ ସେହି ପୁଅ ଆଜି ଭାଙ୍ଗି ପଡିଛନ୍ତି ।

ତେବେ ପରିସ୍ଥିତି ଏମିତି ଥିଲା ଯେ ଭୁବନେଶ୍ୱର ରୁ ଆପୋଲ ପର୍ଯ୍ୟନ୍ତ ଗ୍ରୀନ କୋରିଡୋର ତିଆରି ହୋଇଥିଲା । ବହୁତ କମ୍ ସମୟ ମଧ୍ୟରେ ଆପୋଲ ପହଁଚି ଜାଇଥିଲେ । ଆଉ ଆପୋଲ ର ଡାକ୍ତରୀ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ ।

bapa

ତେବେ କଟକ ଏସିବି ମେଡିକାଲ ଏବଂ କେପିଟାଲ ହସ୍ପିଟାଲ ର ଡାକ୍ତରୀ ଟିମ୍ ଆପୋଲ ପହଁଚିଥିଲେ । ଯେମିତି ହେଉ ବଞ୍ଚେଇବା କୁ ଚେଷ୍ଟା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କୁ । ହେଲେ ଦିର୍ଘ ଘଣ୍ଟାର ଚିକିତ୍ସା ପରେବି ବିଫଳ ହୋଇଥିଲେ ଏହି ଡାକ୍ତରୀ ଟିମ୍ । ଆଉ ଆଖି ବୁଜି ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *