ପାଣିରେ ମିଶାଇ ପିଅନ୍ତୁ କେଶର,ମିଳିବ ଏହି ସବୁ ଫାଇଦା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେଶର ହେଉଛି ଏମିତି ଏକ ଫୁଲ ଜାହା କୁ ଖାଇବା ଦ୍ୱାରା ଆମ ଶରୀର କୁ ଅନେକ ପ୍ରକାରର ଲାଭ ମିଳେ । ତେବେ ବଜାର ରେ ଏହାର ମୂଲ୍ୟ ମଧ୍ୟ ବହୁତ ଅଧିକା । କାରଣ ଏହି କେଶର ରେ ରହିଛି ଅନେକ ପ୍ରକାରର ଔଷଧଧିୟ ଗୁଣ । ଜାହାକି ଆମ ଶରୀର କୁ ବିଭିନ୍ନ ପ୍ରକାରର ସମସ୍ୟା ରୁ ରକ୍ଷା କରେ । ତେବେ କେଶରରେ ରହିଛି ଫାଇବର , ପଟାସିୟମ୍ , ଭିଟାମିନ ସି , ଭିଟାବିନ ଏ , ମାଙ୍ଗାନିଜ୍ , ଆଇରନ , ଏବଂ ପ୍ରୋଟିନ ଭଳି ପୋଷତ ତତ୍ୱ ।

ତେବେ କେଶର କୁ ସାଧାରଣତଃ କ୍ଷୀରା , ହାଲ୍ବା , ମିଠା ଆଦି ଜିନିଷ ରେ ମିଶାଇ ଜାଇଥାଏ । ଏହା ଏତେ ମହଙ୍ଗା ହୋଇଥିବାରୁ ପ୍ରତ୍ୟୋକ ଖାଦ୍ୟରେ ମିଶେଇବା ସହଜ ହୋଇ ନଥାଏ । ହେଲେ ଆପଣ ମାନେ ଜାଣିଛନ୍ତି କି କେଶର କୁ ପାଣିରେ ମିଶେଇ ସେବନ କରାଯାଏ । ଏହା ଦ୍ୱାରା ଅନେକ ଲାଭ ମଧ୍ୟ ମିଳେ । ଖାସ କରି ଏହା ପିରିୟଡ୍ସ ପରି ସମସ୍ୟା କୁ ଦୂର କରେ । ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଏହି କେଶର କୁ ପାଣିରେ ମିଶେଇ ସେବନ କରିବା ଦ୍ୱାରା କଣ ଫାଇଦା ମିଳିଥାଏ ।

kasara

ତେବେ ବନ୍ଧୁଗଣ କେଶର କୁ ପାଣିରେ ମିଶେଇ ସେବନ କରିବା ଦ୍ୱାରା ଚର୍ମ ସମନ୍ଧିୟ ସମସ୍ୟା ଦୂର ହୁଏ । ଏହା ଶରୀର କୁ ଡିଟକ୍ସ କରିବାରେ କାମ କରେ । ଫଳରେ କେଶର ପାଣି ସ୍କିନ୍ କୁ କୋମଳ ଏବଂ ତ୍ୱଚ୍ଛା କୁ ଚମକେଇ ଥାଏ । ଏହା ସହିତ ଏଣ୍ଟି ଏଚିଙ୍ଗ୍ ପାଇଁ ବି କାମ କରେ କେଶର । ତେବେ କେଶର ପାଣିର ସେବନ କରିବା ଦ୍ୱାରା ପିମ୍ପଲ ଏବଂ ମୁହଁରେ ରିଙ୍କଲ ସମସ୍ୟା ଦୂର ହୁଏ । ଏହା ମଧ୍ୟ ଓଜନ ହ୍ରାସ କରିବାରେ ବହୁତ ଲାଭ ଦାୟକ ଏହା ଫାଇବର ରେ ଭରପୁର ତେଣୁ ମେଟାବୋଲିଜିମ୍ କୁ କମ୍ କରିବାରେ କେଶର କାମ କରେ । ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ କେଶର ।

କେଶର ପାଣି ପିଇବା ଦ୍ୱାରା ଏହା ପିରିୟଡ୍ସ ପାଇଁ ଲାଭ ଦାୟକ ଏହା ହୋରମନ୍ସ ସନ୍ତୁଳନ କରିବାରେ ଲାଭଦାୟକ ହୋଇଥାଏ । ତେବେ ଋତୁ ଶ୍ରାବ ସମୟ ରେ କେଶର ପାଣିର ସେବନ କରିଲେ ପେଟ ଯନ୍ତ୍ରଣା ରେ ଆରାମ୍ ମିଳେ । ସେହି ପରି କେଶର ରେ ଥିବା ଏଣ୍ଟି ଇନଫ୍ଲାମେଣ୍ଟରି ଗୁଣ ଆଖିର ଦୃଷ୍ଟି ଶକ୍ତିକୁ ବଢେଇଥାଏ । ସେହି ପରି ଆପଣ ମାନେ ଠିକ୍ ଭାବେ ଶୋଇ ପାରୁ ନାହାଁନ୍ତି ତେବେ ଆପଣ ମାନେ ଏହି କେଶର ର ସେବନ କରି ପାରିଲେ ଆପଣ ମାନଙ୍କ ନିଦ୍ରା ବି ବହୁତ ଭଲ ହୁଏ । ତେବେ ବନ୍ଧୁଗଣ ଏହା ଥିଲା କେଶର କିଛି ଉପକାରୀତା ବିଷୟ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *