ଆସିଲା Mee Puch Puch ଙ୍କ ବାହାଘର କାର୍ଡ, କେବେ ହେବେ ମି ପୁଚ୍ ପୁଚଙ୍କ ବାହାଘର, ଦେଖନ୍ତୁ ତାଙ୍କ ବାହାଘର କାର୍ଡ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମି ପୁଚ୍ ପୁଚ୍ ଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ମି ପୁଚ୍ ପୁଚ୍ ୟୁଟ୍ୟୁବରେ ବହୁତ ମଜାଦାର ଭିଡିଓ ଅପଲୋଡ କରନ୍ତି ଯାହାକୁ ଦେଖି ଦର୍ଶକ ମାନେ ଖୁବ ହସନ୍ତି । ହେଲେ ଗତ କିଛି ଦିନ ହେବ ମି ପୁଚ୍ ପୁଚ୍ ନିଜ ଭାଇରାଲ ଭିଡିଓ ପାଇଁ ନୁହେଁ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହିଛନ୍ତି । ମି ପୁଚ୍ ପୁଚ୍ ଙ୍କ ବିବାହ ହେବାକୁ ଯାଉଛି ଆଉ କିଛି ଦିନ ମଧ୍ୟରେ ।

ଏବେ ମି ପୁଚ୍ ପୁଚ୍ ଙ୍କ ବିବାହ କାର୍ଡ ମଧ୍ୟ ଛପା ସରିଛି । ଆଉ ଏହାରି ମଧ୍ୟରେ ମି ପୁଚ୍ ପୁଚ୍ ଙ୍କ ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

Mee Puch Puch

ତେବେ ଏହି ସାକ୍ଷାତ୍କାରରେ ମି ପୁଚ୍ ପୁଚ୍ କହିଛନ୍ତି । ଷଡଙ୍ଗୀ ବାବୁ ବହୁତ ଭଲ ଅଛନ୍ତି ବାହାଘର ପାଇଁ ବହୁତ ଏକ୍ସସାଇଟେଡ ଅଛନ୍ତି । ସେ ମୋ ମନ ଭିତରେ ରହିବେ ହୃଦୟରେ ରହିବେ । ଏଇଟା ହେଉଛି ଆମ ବାହାଘର କାର୍ଡ । ଏ କାର୍ଡର ଡିଜାଇନ ମୁଁ କରିଥିଲି ମୋ ସହ ସେ ଯାଇଥିଲେ । ଏ କାର୍ଡ ଯେତେବେଳେ ହେଇଥିଲା ଇଏ ଧରିଲା ଏହି କାର୍ଡକୁ ଆଉ କହିଲା ଏ ହେଉଛି ଆମ ଜ୍ଵାଇଁ ପୁଅ ଏ ଟଣା ହେବ ଏ ଟାଣି ହେଇ ଆସି ଏଠି ଲାଗିବ ।

ସବୁଠାରୁ ବଢିଆ କଥା ହେଲା ମୋର ଅଧିକ ସାଙ୍ଗ ମାନେ ନାହାନ୍ତି ତିନି ଚାରୋଟି ସାଙ୍ଗ ରହିଛନ୍ତି । ଆଉ ସେହି ତିନି ଚାରୋଟି ସାଙ୍ଗ ମୋ ସହ ବହୁତ ଇଣ୍ଟିମେଟ । ମୋର ଆଉ ଗୋଟେ ଝିଅ ସାଙ୍ଗ ଅଛି ସେ ଆସି ପାରିଲା ନାହିଁ ।

ଆଉ ଗୋଟେ ଭଲ କଥା ହେଲା ମୋ ଭାଇର ମୋ ପ୍ରତି ଏତେ ଭଲ ପାଇବା ତାର ଏହି ଜାଗାରେ ଚାକିରି ହେଲେ ସେ ମୋ ପାଇଁ ଭୁବନେଶ୍ଵରରେ ସିଫ୍ଟ ହେଇଯିବ ବୋଲି କହିଛି । ବନ୍ଧୁଗଣ ଆପଣ ମାନଙ୍କୁ ମି ପୁଚ୍ ପୁଚ୍ କେମତି ଲାଗନ୍ତି ଏବଂ ତାଙ୍କର ବିବାହ କୁ ନେଇ ଆପଣ ମାନଙ୍କର କଣ ମତାମତ ନିଶ୍ଚିତ କମେଣ୍ଟ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *