ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି

Athiya Shetty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧିହେଲେ କ୍ରିକେଟର କେ ଏଲ ରାହୁଲ । ଆଉ ଜାହାଙ୍କୁ ବିବାହ କରିଛନ୍ତି ସେ ହେଲେ ଅଭିନେତ୍ରୀ ଆଥିଆ ସେଠୀ । ତିନି ବର୍ଷ ପରସ୍ପର କୁ ଡେଟ କରିବା ପରେ ଶେଷରେ ପରସ୍ପର ର ହାତ ଧରିଛନ୍ତି ଏହି ଚର୍ଚ୍ଚିତ ଯୋଡି । ଖଣ୍ଡାଲା ଥିବା ସୁନିଲ ସେଠୀ ଙ୍କ ଫାର୍ମ ହାଉସ ରେ ଉଭୟ ଙ୍କ ବିବାହ ଶେଷ ହୋଇଛି ।

ଆଜି ସଂନ୍ଧ୍ୟା ରେ ହିନ୍ଦୁ ରିତି ନିତି ଅନୁସାରେ ଉଭୟ ଙ୍କ ବିବାହ ସଂମ୍ପର୍ଣ୍ଣ ହୋଇଛି । ଯେଉଁଥିରେ କୁହାଯାଉଛି ଯେ ବଛା ବଛା 100 ଜଣ ଅତିଥି ଯୋଗ ଦେଇଥିଲେ । ଆଉ ସବୁଠୁ ବଡ କଥା ହେଲା ରାହୁଲ ଏବଂ ଆଥିଆ ଙ୍କ ବିବାହ ରେ ନୋ ଇୟୁନିଫର୍ମ ପୋଲିସ ବି ରହିଥିଲେ । ସେହି ପରି ବିବାହ ରେ ସାମିଲ ଥିବା ଅତିଥି ଙ୍କୁ ବିବାହ ର ଦୃଶ୍ୟ ମୋବାଇଲ ଦ୍ୱାରା ରେକର୍ଡ କରିବା କିମ୍ବା ଫୋଟ ଉଠେଇ ସୋସିଆଲ ମିଡିଆ ରେ ସେୟାର କରିବା ଅନୁମତି ଦିଆଜାଇ ନାହିଁ ।

KL Rahul

ଫିଲ୍ମ କଳାକାର ମାନଙ୍କ ମଧ୍ୟରୁ ବଛା ବଛା କଳାକାର ମାନେ ପହଁଚି ନବ ଦମ୍ପତି ଙ୍କୁ ଶୁଭେଚ୍ଛା ଜଣେଇଛନ୍ତି । 21 ତାରିଖ ରୁ ମୁମ୍ବାଇ ରେ ଏମାନଙ୍କ ପ୍ରି ୱେଡିଂ ପାର୍ଟି ର ଆୟୋଜନ କରାଜାଇ ଥିବା ବେଳେ ସଂଙ୍ଗୀତ . ମେହେନ୍ଦି ଶେଷ କରି ରବିବାର ସଂମ୍ପର୍ଣ୍ଣ ପରିବାର ସହିକ ଖଣ୍ଡାଲା ରେ ପହଁଚିଥିଲେ । ତେବେ ବଛା ବଛା 100 ଜଣ ଅତିଥି ଯୋଗ ଦେଇଥିଲେ ଏହି ବିବାହ ରେ ।

ସେପଟେ ଝିଅ ବିବାହ ପରେ ସୁନିଲ ସେଠୀ ମୁମ୍ବାଇ ରେ ବଡ ରିସେପ୍ସନ ପାର୍ଟି ବି ଦେବାକୁ ଯାଉଛନ୍ତି । ଯେଉଁଥିରେ 3000 ରୁ ଅଧିକ ଅତିଥି ସାମିଲ ହେବେ ବୋଲି ଜଣା ପଡିଛି । ସେଲିବ୍ରେଟି ଙ୍କ ଠାରୁ ଆରମ୍ଭ କରି କ୍ରିଡା ଜଗତ ର ନାମି ଦାମି ଖେଳାଳି ମାନେ ଏହି ପାର୍ଟିରେ ଯୋଗ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *