LIC Dhan Varsha ଆପଣଙ୍କ ପାଇଁ ଆସିଲା ନୂଆ ଯୋଜନା |

LIC Dhan Varsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଲୋକ ମାନେ ନିଜର ଭବିଷ୍ୟତ ର ସଞ୍ଚୟ ସହିତ ନିଜର ଆର୍ଥିକ ସୁରକ୍ଷା ମଧ୍ୟ ଚାହିଁଛନ୍ତି । ଏହି ଭଳି ପରିସ୍ଥିତି ରେ ଭାରତ ର ବୃହତମ ବୀମା କମ୍ପାନୀ LIC ଲୋକଙ୍କ ଆବଶ୍ୟକତା ଅନୁସାରେ ବୀମା ପୋଲିସି ଆଣୁଛି । ତେବେ ଆପଣ ମାନଙ୍କ ଟଙ୍କା କୁ ସୁରକ୍ଷା ଦେବା ସମେତ ଏହିଥିରେ ଭଲ ରିଟର୍ଣ୍ଣ ଦେବା ପାଇଁ LIC ଏକ ସ୍ୱତନ୍ତ୍ର ଯୋଜନା ଆଣିଛି । ଜାହାର ନାମ ହେଉଛି ଧନ ବର୍ଷା ସ୍କିମ୍ । ଏହି ପୋଲିସି ରେ ଆପଣ ମାନଙ୍କୁ କେବଳ ଥରେ ହିଁ ପ୍ରିମିୟମ ଦେବାକୁ ପଡିବ । ଆଉ ଆପଣ ମଧ୍ୟ ହୋଇ ପାରିବେ କୋଟିପତି । ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆଜିର ଅନିଶ୍ଚିତ ସମୟ ରେ କେତେ ବେଳେ କାହା ସହିତ କଣ ଘଟିବ କେହି କହି ପାରିବେ ନାହିଁ । ଏହି ଭଳି ସ୍ଥିତିରେ ପରିବାର ର ଆର୍ଥିକ ଭବିଶ୍ୟତ କୁ ସୁରକ୍ଷିତ ରଖିବା ପାଇଁ । ସଠିକ୍ ସ୍ଥାନରେ ବିନିଯୋଗ କରିବା ଆବଶ୍ୟକ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସ୍କିମ୍ କହିବା ପାଇଁ ଯାଉଛୁ ଯେଉଁଥିରେ ଆପଣ ମାନଙ୍କୁ ନିଜର ଟଙ୍କା ବିନିଯୋଗର 10 ଗୁଣ ମିଳିବ ଅଧିକ ରିଟର୍ଣ୍ଣ । LIC ଜିବନ ବିମା ନିଗମ ତଥା LIC ସରକାର ଙ୍କ ତରଫ ରୁ ଏହି ଯୋଜନା ଚଳାଉଛି । ଏହି ଯୋଜନା ର ନାମ ହେଉଛି । LIC ଧନ ବର୍ଷା ଯୋଜନା ।

LIC

ଏହି ଯୋଜନା ଆପଣ ମାନଙ୍କୁ ଆର୍ଥିକ ଅନିଶ୍ଚିତତା ରୁ ଉଭୟ ସୁରକ୍ଷା ଏବଂ ସଞ୍ଚୟ ର ଲାଭ ଦେଇଥାଏ । ଏହି ଯୋଜନା ହେଉଛି ଏକ ବ୍ୟକ୍ତିଗତ ଏକକ ପ୍ରିମିୟମ୍ ଓ ଅଣ ଅଂଶକାରୀ ଏକ ପ୍ରିମିୟମ୍ ଜିବନ ବିମା ପୋଲିସି । ଏହି ଯୋଜନା ରେ ଆପଣ ମାନଙ୍କୁ ପ୍ରିମିୟମ୍ କୁ କେବଳ ଥରେ ଜମା କରିବାକୁ ପଡିବ । ଏହା ପରେ ଆପଣ ମାନେ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଜର ଜମା ଟଙ୍କାର 10 ଗଣ ପର୍ଯ୍ୟନ୍ତ ରିଟର୍ଣ୍ଣ ଆପଣ ମାନେ ପାଇ ପାରିବେ ।

LIC ଧନ ଯୋଜନା ରେ କୈଣସି କାରଣ ରୁ ପୋଲିସି ଧାରକ ମରିଯିବା ପରେ ତାଙ୍କ ପରିବାର କୁ ଆର୍ଥିକ ସହାୟତା ଦିଆଯାଏ ଏହି ପୋଲିସି ଆପଣେଇବା ପରେ । ଆପଣ ମାନେ ଜମା ହୋଇଥିବା ପ୍ରିମିୟମ୍ ଅପେକ୍ଷା 10 ଗଣ ଅଧିକ ରିସ୍କ୍ କଭର ପାଇ ପାରିବେ । ତେବେ ଏହି ପୋଲିସି ର ପରିପକ୍ୱତା ଅବଦ୍ଧି ହେଉଛି 15 ବର୍ଷ । ଏହି ଯୋଜନା ରେ ଗ୍ରାହାକ ମାନଙ୍କୁ 2 ଟି ବିକଳ୍ପ ଦିଆଯାଏ । ପ୍ରଥମ ବିକଲ୍ପ ଜମା ହୋଇଥିବା ଜମା ରାଶିର 1.25 ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରେ । ଏହା ସହିତ ଆପଣ ମାନେ 10 ଲକ୍ଷ ଟଙ୍କା ଦେଇ ଏହି ପୋଲିସି ଆପଣଉଛନ୍ତି ।

ତେବେ 15 ବର୍ଷ ପରେ ଆପଣ ମାନଙ୍କୁ 12 ଲକ୍ଷ 50 ହଜାର ଟଙ୍କା ମିଳିବ । ଯଦି ଏହି ଅବଦ୍ଧି ମଧ୍ୟରେ ଧାରକ ମରିଯାଏ ତେବେ ତାଙ୍କ ନାମାଙ୍କନ ଏହି ରାଶି ପାଇବେ । ଆଉ ଦ୍ୱିତୀୟ ବିକଳ୍ପ ରେ 10 ଗୁଣ ରିକ୍ସ କୋଭର ଉପଲବ୍ଧ ଏହା ହେଉଛି 10 ଲକ୍ଷର ପୋଲିସି ଆରମ୍ଭ କରିବା ପରେ ଆପଣ 1 କୋଟିର ରିସ୍କ୍ କଭର ଆରମ୍ଭ କରନ୍ତି । ଏହି ଭଳି ପରିସ୍ଥିତି ରେ ବିମା ଅବଦ୍ଧି ମଧ୍ୟରେ ଧାରକ ଙ୍କ ମୃ-ତ୍ୟୁ ପରେ ପରିବାର କୁ 1 କୋଟି ଟଙ୍କା ମିଳି ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *