ଆଜ୍ଞା ଠାକୁରଙ୍କୁ ଡାକନ୍ତୁ ଡିଭୋର୍ସ ହେଇଯାଉ,ତା ପରେ ବାହାଘର କଥା ଚିନ୍ତା କରିବା: ଅନୁଭବ ମହାନ୍ତି

ANUBHAB

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ କି ଓଡ଼ିଆ ସିନେମା ଜଗତର ହିରୋ ଆଉ ହିରୋଇନ ମାନଙ୍କ ବିଷୟରେ ଭାଇରାଲ ହେଉଥିବା ଅନେକ କଥା । ତେବେ ଅନେକ ସମୟରେ ଭାଇରାଲ ହେଉଥିବା ଅନୁଭବ ମହାନ୍ତି ଙ୍କ ବିଷୟରେ ବାହାଘର ଏବଂ ଡିଭର୍ସ କୁ ନେଇ ଅନେକ କଥା ଆପଣ ମାନେ ଦେଖିବାକୁ ପାଉଥିବେ ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଓଡିଶା ର କଳା, ସଂସ୍କୃତି କୁ ଆଗକୁ ନେବା ପାଇଁ ଆୟୋଜିତ ହୋଇଥିଲା ଏକ ଉତ୍ସବ ବିଷୟରେ କହିହନ୍ତି । ଆଉ ତାହା ସହିତ ସେ ତାଙ୍କର ବାପା ମା ଙ୍କୁ ଭଲ ପାଆନ୍ତି ବୋଲି ମଧ୍ୟ କହିବାକୁ ଲାଗିଛନ୍ତି ଅନୁଭବ ମହାନ୍ତି । ତେବେ ସେ ଆଉ କଣ କଣ କହିଛନ୍ତି ସେହି ଉପରେ ନଜର ପକେଇବା ।

anubhav a

ବନ୍ଧୁଗଣ କୁହାଯାଉଛି କି ଅନୁଭବ ଙ୍କର ଅଭିନୟ ର ଯାଦୁ ଦର୍ଶକ ମାନଙ୍କ ମନକୁ କିଣି ନେଇଥିବା କଥା ଆପଣ ମାନେ ଜାଣିଥିବେ। ତେବେ ଏହା ଉତ୍ସବ ରେ ଅନୁଭବ ଙ୍କୁ ତାଙ୍କର ବାହାଘର କୁ ନେଇକି କିଛି ପ୍ରଶ୍ନ ଉଠା ଯାଇଥିଲା ଆଉ ସେ କେବେ ବିବାହ କରୁଛନ୍ତି ବୋଲି ପଚାରା ଯାଇଥିଲା । ଆଉ ଯାହା ର ଉତ୍ତର ରେ ଅନୁଭବ କହିଛନ୍ତି ଯେ ତାଙ୍କର ଆଗ ଡି ଭର୍ସ ହେଉ ତାପରେ ସେ ବିବାହ କରିବେ ବୋଲି ।

ତାହା ସହିତ ଅନୁଭବ କହିଛନ୍ତି ଯେ ସେ ନିଜର ଅଭିନୟ ଦୁନିଆ ପ୍ରଥମେ ରୟାମ୍ପ ଶୋ ରେ ଆରମ୍ଭ କରିଥିଲେ ତାହା ପରେ ସେ ଆଲବମ କରିଥିଲେ ଏବଂ ପରେ ସେ ସିନେମା ଜଗତରେ ପାଦ ଦେଇଥିଲେ । ତେବେ ଆଜି ପୁଣି ଓଡିଶା ର ସଂସ୍କୃତି କୁ ଦେଖାଇବା ପାଇଁ ଏହି ସୋ କରୁଛନ୍ତି ବୋଲି ମଧ୍ୟ କହିବାକୁ ଲାଗିଛନ୍ତି ଅନୁଭବ ମହାନ୍ତି ।

ତେବେ ଆମ ଓଡ଼ିଶାରେ ପ୍ରଚଳିତ ଥିଲା ହ୍ୟାଣ୍ଡଲୋମ ବିଷୟରେ ସେ କହିଛନ୍ତି । ତାଙ୍କର ଇଚ୍ଛା ଅଛି କି ସେ ଗଣତନ୍ତ୍ର ଦିବସ ଵା କୌଣସି ଭଲ ଦିନରେ ସଂସଦ ରେ ଏହି ହ୍ୟାଣଲୋମ କୁ ନେଇକି କଥା ହେବେ ବୋଲି ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *