କନିଆକୁ ଟେକୁ ଟେକୁ ଗଳିପଡ଼ିଲା ବର!! |

Kanya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କନ୍ୟା କୁ ଟେକୁ ଟେକୁ ଖସି ପଡିଲା ବର ବନ୍ଧୁଗଣ ଆପଣ ମାନେ ବି ଜାଣିଛନ୍ତି ଆଜି କାଲିର ବିବାହ ର ରିତି ନିତି ଟିକିଏ ଅଲଗା ଅଟେ । ବର୍ତମାନ ସମୟ ରେ ବର କନ୍ୟା ନିଜର ବିବାହ କୁ ସ୍ମରଣିୟ କରି ରଖିବା ପାଇଁ କେତେ ବେଳେ ସାଥି ହୋଇ ଡେନ୍ସ କରୁଛନ୍ତି ତ ଆଉ କେତେ ବେଳେ ଆଉ କିଛି କରୁଛନ୍ତି ।

ଏମିତିକି ବହୁତ ସମୟ ରେ ବର ନିଜର କନ୍ୟାକୁ କୋଳ ରେ ଉଠେଇ ଷ୍ଟେଜ୍ କୁ ନେଉଥିବାର ମଧ୍ୟ ଦେଖିବା ପାଇଁ ମିଳୁଛନ୍ତି । ସେହି ପରି ସୋସିଆଲ ମିଡିଆ ରେ ଏକ ବରର ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯିଏକି ନିଜର ବିବାହ ରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଚେଷ୍ଟା ତାଙ୍କର ବିଫଳ ହୋଇଜାଇଛି ।

bara

ଆଉ ବର ଜଣଙ୍କ ହୋଇଜାଇଛନ୍ତି ସମସ୍ତ ଙ୍କ ସାମ୍ନାରେ ଲୋକ ହସା ହଁ ବନ୍ଧଗଣ ଆପଣ ମାନେ ଏହି ଭିଡ଼ିଓ ଦେଖିଲେ ଆପଣ ମାନେ ଜାଣି ପାରିବେ । ସୋସିଆଲ ମିଡିଆ ରୁ ଆସିଥିବା ଏକ ବିବାହ ର ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯେଉଁଥିରେ ବରମାଳା ପକେଇବା ସମୟରେ ଜୋସ ଜୋସ୍ ରେ ଲୋକଙ୍କ କହିବାରୁ ନିଜର କନ୍ୟାକୁ କୋଳରେ ଉଠେଇବାକୁ ଚେଷ୍ଟା କରୁଛି ବର ।

ଆଉ ଏହି ସମୟ ରେ ସେରୁୱାନୀ ପିନ୍ଧିଥିବା ବର ସତ ଚେଷ୍ଟା ପରେ ବି କନ୍ୟାକୁ ଉଠେଇ ପାରୁନି । ଆଉ ଦୂର୍ଭାଗ୍ୟ ବଶତ ବର କନ୍ୟାକୁ ଉଠେଇବା ପରିବର୍ତେ ଦୁହେଁ ଧୁମ୍ ଧଡକ୍ ହୋଇ ତଳେ ପଡି ଜାଇଥିଲେ। ଆଉ ବର କନ୍ୟାକୁ ପଡିଯିବାର ଦେଖି ସେଠାରେ ଉପସ୍ଥିତ ରହିଥିବା ଲୋକ ଜୋର ସୋର ରେ ହସିବାକୁ ଲାଗିଥିଲେ । ଅନ୍ୟ ପଟେ ସମସ୍ତଙ୍କ ସାମ୍ନାରେ ବରର ଧଜିଆ ମଧ୍ୟ ଉଡିଜାଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *