ଓଡିଶା ଲୋକଙ୍କ ପାଇଁ ଜିଓର ଦମଦାର ଅଫର – ଏହି କା କଲେ 1 ମାସ ଫି୍ର

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିଓ ଇୟୁଜର ମାନଙ୍କ ପାଇଁ ସୁଣିବା ପାଇଁ ମିଳିଛି ବହୁତ ଖୁସୀ ଖବର । ଏହି ନିକଟରେ ଜିଓ ନିଜର ଇୟୁଜର ମାନଙ୍କ ପାଇଁ ଆରମ୍ଭ କରିଛି ଦୁଇଟି ନୂଆ ଅଫର । ତେବେ ଏହି ପ୍ଲାନ ରେ ଆପଣ ମାନଙ୍କୁ କେମିତି ବେନିଫିଟ ମିଳିବ ଏବଂ ପ୍ଲାନ ଦୁଇଟି ର କେମିତି ବେନିଫିଟ ରହିଛି ଆସନ୍ତୁ ସଂମ୍ପର୍ଣ୍ଣ ଅବଡେଟ ଜାଣିନେବା ।

ଏହି କଥା ଆପଣ ମାନେ ଜାଣିଥିବେ ଜିଓ ତାଙ୍କର ଗ୍ରାହାକ ମାନଙ୍କୁ ସବୁ ସମୟ ରେ ନୂଆ ନୂଆ ଅଫର ମଧ୍ୟ ଲଞ୍ଚ କରିଥାଏ । ଠିକ୍ ସେମିତି ଏବେ ଜିଓ ପକ୍ଷରୁ ଆସିଜାଇଛି ଆଉ ଦୁଇଟି ରିଚ୍ଚାର୍ଜ ପ୍ଲାନ । ତେବେ ପ୍ରଥମେ ତ ରିଲାନ୍ସ ଜିଓ ର ପ୍ରଥମ ପ୍ଲାନ ରହିଛି 349 ଟଙ୍କା ଯେଉଁଥିରେ ଆପଣ ମାନଙ୍କୁ 349 ଟଙ୍କାରେ ଦିନକୁ 2.5 GB ଡାଟା 30 ଦିନର ଭେଲିଡିଟି ଏବଂ ଭୟେସ କଲ ଅନଲିମିଟେଡ 100 ଏସେମେସ ଆପଣ ମାନଙ୍କୁ ପ୍ରତିଦିନ ମିଳିବ ।

jio

ଏହା ସହିତ ଆପଣ ମାନଙ୍କୁ ଜିଓ ସିକ୍ୟୁରିଟି , ଜିଓ ସିନେମା , ଜିଓ ଟିଭି , ଜିଓ କ୍ଲାଉଡ ଇଏ ମଧ୍ୟ ଆପଣ ମାନଙ୍କୁ ମିଳିବ । ସେହିପରି ଦ୍ୱିତୀୟ ପ୍ଲାନ ରେ ଆପଣ ମାନଙ୍କୁ 899 ଚଙ୍କୀରେ 2.5 GB ଡାଟା 90 ଦିନର ଭେଲିଡିଟି ଏବଂ ଭୟେସ କଲ ଅନଲିମିଟେଡ 100 ଏସେମେସ ଆପଣ ମାନଙ୍କୁ ପ୍ରତିଦିନ ମିଳିବ ।

ଏହା ସହିତ ଆପଣ ମାନଙ୍କୁ ଜିଓ ସିକ୍ୟୁରିଟି , ଜିଓ ସିନେମା , ଜିଓ ଟିଭି , ଜିଓ କ୍ଲାଉଡ ଇଏ ମଧ୍ୟ ଆପଣ ମାନଙ୍କୁ ମିଳିବ । ତେବେ ବନ୍ଧୁଗଣ ଆପଣ ମାନେ ରିଲାୟନ୍ସ ଜିଓ ର କେତେ ଟଙ୍କା ରିଚ୍ଚାର୍ଜ କରନ୍ତି ତାହା ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *