ସତହେଉଛି ମାଳିକା ଭବିଷ୍ୟବାଣୀ ଜଗନ୍ନାଥ ମନ୍ଦିରରେ ହଉଚି ଅଘଟଣ ।

malika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାଥ ଙ୍କ ନାଥ ଜଗନ୍ନାଥ ହେଲେ ଏହି ସଂସାର ର ସ୍ୱାମୀ ଅଟନ୍ତି । ଜାହାବି ଏହି ସଂସାର ରେ ହୁଏ ତାଙ୍କ ଇଚ୍ଛା ରେ ହିଁ ହୁଏ । ହେଲେ ବର୍ତମାନ ସମୟ ରେ ଏହି ଜଗନ୍ନାଥ ମନ୍ଦିର ରେ ଏମିତି କିଛି ଅଘଟଣ ଘଟୁଛି ଜାହା ବଡ ବିପଦ ର ସଂଙ୍କେତ ଦେଉଛି । ତେବେ ଆସନ୍ତୁ ଜାଣିନେବା ଏହି ଘଟଣା ବିଷୟ ରେ । ଯେମିତି କି ଜଗନ୍ନାଥ ମନ୍ଦିର ରେ ଲାଗିଥିଲା ପତକା ଫାଟିଯିବା ପତକା ରେ ନିଆଁ ଲାଗିଯିବା ମନ୍ଦିର ରେ ଭଙ୍ଗାରୁଜା ମନ୍ଦିର ରେ ରକ୍ତ ଛିଟା ଲାଗିବା । ଏହି ସବୁ ଘଟଣା ଏବେ ପୁରୀ ଜଗନ୍ନାଥ ମନ୍ଦିର ରେ ଦେଖିବାକୁ ମିଳୁଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଗରୁ ଏହି ଘଟଣା ବିଷୟ ରେ ସନ୍ଥ ଅଚ୍ଚ୍ୟୁତା ନନ୍ଦ ବାଣୀ ରେ ବର୍ଣ୍ଣିଂତ ରହିଛି । ଏହି ପୁସ୍ତକ ରେ ଲେଖାଜାଇଛି କିପରି କଳିଯୁଗ ର ଅନ୍ତ ହେବ ଏବଂ ସତ୍ୟ ଯୁଗର ଆରମ୍ଭ ହେବ । ଅଚ୍ୟୁତା ନନ୍ଦ ମାଳିକା ରେ କଳିଯୁଗ ର ଅନ୍ତର ଭବିଷ୍ୟତ ବାଣୀ ଲେଖିଛନ୍ତି । ସେ ତାଙ୍କର ଭବିଷ୍ୟତ ବାଣୀ ରେ ଜଗନ୍ନାଥ ମନ୍ଦିର ବିଷୟ ରେ ବି ଲେଖିଛନ୍ତି । ଯେତେ ବେଳେ କଳିଯୁଗର ଅନ୍ତ ହେବାକୁ ଲାଗିବ । ତେବେ ଜଗନ୍ନାଥ ମନ୍ଦିର ରେ ଏହି ସବୁ ଅଘଟଣ ଘଟିବ ।

malika

ତେବେ ଆସନ୍ତୁ ଜାଣିନେବା ଏହି ଘଟଣା ବିଷୟ ରେ । ବନ୍ଧୁଗଣ ଜଗନ୍ନାଥ ମନ୍ଦିର ରେ କିଛି ବର୍ଷ ପରେ ନବେକଳବର ହୁଏ ଯେଉଁଥିରେ ପ୍ରଭୁ ଜଗନ୍ନାଥ ଙ୍କ ସହିତ ଭାଇ ବଳଭଦ୍ର ଏବଂ ସୁଭଦ୍ରା ଙ୍କ ମୃତି କୁ ପରିବର୍ତନ ହୋଇଥାଏ । ଏହି ନବେକଳ ବର 1990 ରେ ହୋଇଥିଲା । ପୁଣି 2015 ରେ ଯେତେ ବେଳେ ଏହା ହେଲା ତେବେ ମନ୍ଦିର ରେ ପୂଜାରୀ ଙ୍କ ମଧ୍ୟରେ ବିବାଦ ହୋଇଥିଲା । ଜାହା ଦ୍ୱାରା ବ୍ରହ୍ମ ପରିବର୍ତନ ରେ ବିଳମ୍ବ ହୋଇଥିଲା । ଏହାକୁ ଓଡିଶା ର ଲୋକ ମାନେ ପ୍ରଭୁ ଜଗନ୍ନାଥ ଙ୍କ ଅପମାନ ବୋଲି ମାନିଥିଲେ ।

ଜଗନ୍ନାଥ ମନ୍ଦିର ରେ ପଥର ପଡିବା ଏହି ଜଗନ୍ନାଥ ମନ୍ଦିର ରେ ପୂର୍ବ 180 ବର୍ଷ ମଧ୍ୟରେ 15 ଥର ପଥର ପଡିସାରିଲାଣି । ବହୁତ ଥର ଏମିତି ପଥର ପଡେ ଜାହାର ଓଜନ ଗୋଟିଏ ଟର୍ଣ୍ଣ ହୋଇଥାଏ । ଏହା ବିଷୟ ରେ ବି ଅଚ୍ୟୁତ୍ୟ ନନ୍ଦ ନିଜର ମାଳିକାରେ ଲେଖିଥିଲେ । ସେହି ପରି କଳ୍ପବଟ ବୃକ୍ଷ ଭାଙ୍ଗିବା ଓଡିଶା ରେ ଫନି ନାମର ବାତ୍ୟା ଆସିଥିଲା ସେହି ସମୟ ରେ ଜଗନ୍ନାଥ ମନ୍ଦିର କଳ୍ପବଟ ବୃକ୍ଷ ଭାଙ୍ଗିଜାଇ ଥିବା ବେଳେ ବର୍ଷ ଶେଷ ରେ କୋରନା ନାମକ ଭୟଙ୍କର ରୋଗ ଆସିଥିଲା ଜାହା ସଂମ୍ପର୍ଣ୍ଣ ଭାବେ ସାରା ଦୁନିଆଁ କୁ ମାଡି ଜାଇ ଥିଲା । ଏହି ଭବିଷ୍ୟତ ବାଣୀ ମଧ୍ୟ ସତ୍ୟ ହୋଇଥିଲା ।

ମନ୍ଦିର ର ଶୀଖର ରେ ଲାଗିଥିବା ପତକା ଉଡିଯିବା ଥରେ ସାମୁଦ୍ରିକ ଝଡ ପାଇଁ ଜଗନ୍ନାଥ ମନ୍ଦିର ର ପତକା ଜାଇ ସମୁଦ୍ର ରେ ପଡିିଥିଲା । ଏହି ସମୟ ରେ କୋରନା ନିଜର କାୟା ବିସ୍ତାର କରୁଥିଲା । ତେବେ ଜଗନ୍ନାଥ ପୁରୀ ମନ୍ଦିର ରେ ଥିବା ପତକା ରେ ନିଆଁ ଲାଗିବା ଭଳି ଘଟଣା ଆଦି ଶ୍ରୀ ଚୈତନ୍ୟ ନିଜ ମାଳିକା ରେ କହିଜାଇ ଥିବା ବେଳେ ଏହା ବର୍ତମାନ ସମୟ ରେ ଘଟିବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *